Chandini ଙ୍କ ଭଉଣୀ Sonakshi କହିଲେ, ତାଙ୍କୁ କେମିତି ଫସେଇ ବାହା ହୋଇଗଲେ… ଦିଲ୍ଲୀର ପୁଅ

ଦିଲ୍ଲୀ ପୁଅ ପ୍ରେମରେ କେମିତି ପଡିଲେ ସୋନାକ୍ଷୀ ! ୟୁଟ୍ଯୂବ ହେଉ କି ଇନଷ୍ଟାଗ୍ରାମ ସୋସିଆଲ ମିଡିଆରେ ଆପଣ ଯେଉଁ 2 ଭଉଣୀଙ୍କୁ ଏତେ ସାରା ଭଲ ପାଇବା ସେ ହେଉଛନ୍ତି ଚାନ୍ଦିନୀ ଓ ସୋନାକ୍ଷୀ । ତେବେ ସୋନାକ୍ଷୀଙ୍କର ଗତ ମାସେ ତଳେ ବିବାହ ହୋଇଛି । ଗଣ ମାଧ୍ୟମର ସାକ୍ଷାତକାରରେ ସୋନାକ୍ଷୀ ଓ ଏବଂ ତାଙ୍କ ସ୍ଵାମୀ ହିମାଂଶୁ ନିଜର ପ୍ରତିକ୍ରିୟାରେ ଏପରି କିଛି କହିଛନ୍ତି । ତେବେ ସୋନାକ୍ଷୀଙ୍କ କହିବା ଆଧାରରେ ଅନେକ ଲୋକ ମୋ ବାହାଘର ଲଭ କି ଆରେଞ୍ଜ ବୋଲି ଜାଣିବାକୁ ଚାହୁଁଛନ୍ତି ।

ତ ତାଙ୍କ ମାନଙ୍କୁ ମୁଁ ଏଠାରେ କହିବାକୁ ଚାହୁଁଛି । ମୋର ମ୍ୟାରେଜ ଲଭ କି ଆରେଞ୍ଜ ଆପଣ ଯାହା ବି ଚାହିଁବେ କହିପାରିବେ । ପ୍ରଥମେ ତ ଆମ ଦୁଇ ଜଣଙ୍କ ମଧ୍ୟରେ ଲଭ ହୋଇଥିଲା । ହେଲେ ଘର ଲୋକେ କେହି ରାଜି ହେଉନଥିଲେ । ତାପରେ ଘର ଲୋକଙ୍କୁ ମୋତେ ବହୁତ ମନାଇବାକୁ ପଡିଥିଲା । ହେଲେ ଯେହେତୁ ମୋ ଚାନ୍ଦିନୀ ଦିଦି ମୋତେ ବହୁତ ଭଲ ପାଏ । ତେଣୁ ସେ ମୋ କଥା ଶୁଣି ରାଜି ହେଇଥିଲା ।

ଯେହେତୁ ହିମାଂଶୁଙ୍କ ଘର ବହୁତ ଦୂର ମାନେ ଦିଲ୍ଲୀରେ ତେଣୁ ଘର ଲୋକଙ୍କୁ ଆମ ବାହାଘର ପାଇଁ ରାଜି କରାଇବା ମୋ ପାଇଁ ବହୁତ ଡିଫିକଲ୍ଟ ଥିଲା । ହେଲେ କଥାରେ ଅଛି ଭାଗ୍ୟ, ମାନେ ଆମେ ଯେଉଁ ହାଣ୍ଡିରେ ଚାଉଳ ପକେଇଥିବୁ । ସେହିଠି ହିଁ ଆମର ବାହାଘର ହେବ । ତେଣୁ ଘର ଲୋକଙ୍କୁ ରାଜି କରାଇ ଫାଇନାଲି ଆମର ବାହାଘର ହୋଇଥିଲା । ପ୍ରଥମେ ଆମେ ଦୁଇ ଜଣ ଗୋଟେ ମ୍ୟାରେଜ ପାର୍ଟିରେ ଦୁହେଁ ଦୁହିଙ୍କୁ ଭେଟି ଥିଲୁ ।

ତାପରେ ଆମେ ଦୁଇ ଜଣ ସୋସିଆଲ ମିଡିଆରେ ଏମିତି କଥା ହେଉ ହେଉ ବାହାଘର ପର୍ଯ୍ୟନ୍ତ କଥା ଯାଇଥିଲା । ତାପରେ ଫାଇନାଲି ବାହାଘର ଆମର ହୋଇଥିଲା । ଚାନ୍ଦିନୀ ଦିଦି ମୋ ପୁରା ପରିବାରକୁ ଛାଡି ଏତେ ବାଟ ବାହା ହେଇକି ଯିବା ତ ମୋ ପାଇଁ ବହୁତ କଷ୍ଟ ଥିଲା । ହେଲେ ବହୁତ କଷ୍ଟରେ ମନକୁ ବୁଝେଇ ରହିଲି । କାରଣ ମୋ ପରିବାର ମୋ ପାଇଁ ସବୁକିଛି । ଖାସ୍ କରି ମୋ ଦିଦିକୁ ବହୁତ ଭଲ ପାଏ । ଖବରର ଅପଡେଟ ପାଇଁ ଆମ ସହ ଆଗକୁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *