ଓଡ଼ିଶାଗସ୍ତ ସମୟରେ ଓଡ଼ିଶାବାସୀଙ୍କୁ ଏସବୁ ପ୍ରଶ୍ନ ପଚାରିଲେ… PM Narendra Modi

ଓଡିଶା ଗ୍ରସ୍ତରେ ଆସିଥିବା ବେଳେ ଓଡିଶାବାସୀଙ୍କୁ ପ୍ରଶ୍ନ ପଚାରିଲେ ପ୍ରଧାନମନ୍ତ୍ରୀ ! ତେବେ ନିକଟରେ ଓଡିଶା ଗ୍ରସ୍ତରେ ଓଡିଶାରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଭାରେ ନିଜର ବକ୍ତବ୍ୟ ପରିବେଷଣ କରିବା ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଲୋକ ମାନଙ୍କୁ କହିଥିଲେ । ମୋତେ ଆଜି ଯେଉଁ ସବୁ ଭଲ ପାଇବା ମିଳୁଛି । ତାହା ସବୁ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମିଳୁଛି । ତେଣୁ ଓଡିଶା ସମେତ ସାରା ଭାରତ ବର୍ଷର ଲୋକ ମାନଙ୍କର ଉନ୍ନତି ପାଇଁ ମୁଁ ସବୁବେଳେ କାର୍ଯ୍ୟ କରି ଚାଲିଛି ।

ଗରିବ ଲୋକଙ୍କୁ ସହାୟତା କରିବାକୁ ଯାଇ ମାଗଣା ରାସନର ମୁଁ ବନ୍ଦୋବସ୍ତ କରିଛି । ଓଡିଶାରେ ମାଗଣା ରାସନ ସବୁ ଲୋକଙ୍କ ପାଖରେ ଠିକ ଭାବେ ପହଞ୍ଚି ପାରୁଛି କି ନାହିଁ ? ଠିକ ସମୟରେ ଠିକ ପରିମାଣରେ ଲୋକଙ୍କୁ ରାସନ ମିଳୁଛି କି ନାହିଁ ? ଏହି ସବୁ ପ୍ରଶ୍ନ ଓଡିଶାବାସୀଙ୍କୁ ପଚାରି ବୁଝିଥିଲେ । କାରଣ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ କହିବା ଆଧାରରେ ମୁଁ ଲୋକଙ୍କର ଉନ୍ନତି ପାଇଁ ଯେଉଁ ସବୁ ଯୋଜନା କରୁଛି । ତାହା ଯେପରି ଭାରତର ପ୍ରତ୍ଯେକ ଲୋକଙ୍କ ପାଖରେ ପହଞ୍ଚିପାରିବ ତାହା ହିଁ ମୋର ମୁଖ୍ୟ ଉଦ୍ଧେଶ୍ୟ ।

ଘର ଘରକୁ ନଳ ଦ୍ଵାରା ଶୁଦ୍ଧ ପାଣି ପହଞ୍ଚେଇବାର ଚେଷ୍ଟା ଜାରୀ ରଖିଛି । ମହିଳା ମାନଙ୍କର ବିକାଶ ପାଇଁ ସବୁବେଳେ ଅନବରତ ଚେଷ୍ଟା କରି ଆସୁଛି । ଯେପରି ଓଡିଶାର ସବୁ ମା’ ଭଉଣୀ ମାନେ ଲକ୍ଷପତି ଦିଦି ବନିପାରିବେ । ଅନେକ ବିରୋଦ୍ଧି ଲୋକ ମୋ ବିଷୟରେ କହୁଛନ୍ତି ।  ଯେ ମୋଦୀର ପରିବାର ନାହିଁ । ହେଲେ ମୁଁ କହୁଛି ଲୋକ ମାନେ ତାଙ୍କର ଗୋଟିଏ ପରିବାରକୁ ନେଇ ଚଳୁଥିବା ବେଳେ ମୁଁ ସାରା ଭାରତକୁ ମୋ ପରିବାର ବୋଲି ଭାବେ ।

ତାଙ୍କ ପାଇଁ ତାଙ୍କ ବିକାଶ ତଥା ଉନ୍ନତି ପାଇଁ ସବୁବେଳେ ଚିନ୍ତା କରେ । ସେହି ଦିଗରେ ମୁଁ ସବୁବେଳେ କାର୍ଯ୍ୟ କରେ । ତେଣୁ ମୋର କୌଣସି ଗୋଟିଏ ପରିବାର ନାହିଁ । ସାରା ଭାରତ ଦେଶର ଲୋକ ମାନେ ହେଉଛନ୍ତି ମୋଇ ପରିବାର ଅର୍ଥାତ ମୋଦୀଙ୍କ ପରିବାର । ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇଁ ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *