Odia Gk- ନ ଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି, କୁହନ୍ତୁ ତାହା କ’ଣ ?

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ। ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧;- ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜ ଧରି ଖେଳନ୍ତି ସମସ୍ତେ, ତଥାପି କାନ୍ଦେନୀ କୁହ ସେ କିଏ ?

ଉତ୍ତର;- ବେଲୁନ ।

୨;- ସେ କିଏ ମୁଣ୍ଡ ନାହିଁ ତଥାପି କ୍ୟାପ ପିନ୍ଧେ ?

ଉତ୍ତର;- ବୋତଲ ।

୩;- ମୁଁ ଜଣେ ମଣିଷ କୁ ଦୁଇ ଜଣ କରିଦିଏ, ମୁଁ କିଏ ?

ଉତ୍ତର;- ଆଇନା ।

୪;- କେଉଁ ଜୀବର ପାଦ ନାହିଁ କିନ୍ତୁ ଚାଲିପାରେ, କାନ ନାହିଁ କିନ୍ତୁ ଶୁଣିପାରେ ?

ଉତ୍ତର;- ସାପ ।

୫;- ସେ କିଏ ଯିଏ ସବୁବେଳେ ତା ମୁହଁକୁ ଭୁଇଁରେ ଘସୁଥାଏ ?

ଉତ୍ତର;- ଝାଡୁ ।

୬;- କେଉଁ ଦୀପ ଜଳେ ନାହିଁ ?

ଉତ୍ତର;- ପାରାଦୀପ ।

୭;- ତାହା କେଉଁ ଜିନିଷ ଯାହା ପାଣି ହେଲେ ମଧ୍ୟ ଖରାରେ ସୁଖେ ନାହିଁ ?

ଉତ୍ତର;- ଝାଳ ।

୮;- ସେ କିଏ ଯିଏ ନିଜେ ରାସ୍ତା ଦେଖିପାରେ ନାହିଁ କିନ୍ତୁ ଅନ୍ୟକୁ ରାସ୍ତା ଦେଖାଏ ?

ଉତ୍ତର;- ଅନ୍ଧ ଲୋକଙ୍କ ବାଡି ।

୯;- ସେ କେଉଁ ଫୁଲ ଯାହା କେବେହେଲେ ଫୁଟି ନଥାଏ ?

ଉତ୍ତର;- ଏପ୍ରିଲ ଫୁଲ ।

୧୦;- ଫୁଲ ନ ହେଲେ ମଧ୍ୟ ବାସ୍ନା ହୁଏ, ଈର୍ଷା ନଥିଲେ ମଧ୍ୟ ଜଳିଥାଏ, ତାହା କ’ଣ ?

ଉତ୍ତର;- ଧୂପକାଠି ।

୧୧;- ଟିକି ବାଛୁରୀ ବେକରେ ପଘା ଟିକି ଦାନ୍ତରେ କାମୁଡେ ଲୁଗା, ଏହାର ଉତ୍ତର କ’ଣ ?

ଉତ୍ତର;- ଛୁଞ୍ଚି ସୂତା ।

୧୨;- ରାମୁର ବାପାଙ୍କ ତିନିପୁଅ, ପ୍ରଥମଟିର ନାମ ଜୁନ, ଦ୍ଵିତୀୟଟିର ନାମ ଜୁଲାଇ, ତୃତୀୟଟିର ନାମ କ’ଣ ?

ଉତ୍ତର;- ରମୁ ।

୧୩;- ତାହା କ’ଣ ଯାହା ଅନ୍ୟକୁ ଦେଇ ହୁଏ କିନ୍ତୁ ଫେରସ୍ତ ନେଇ ହୁଏ ନାହିଁ ?

ଉତ୍ତର;- ଜ୍ଞାନ ।

୧୪;- ଲୋକମାନେ ମୋତେ ଖାଇବା ପାଇଁ କିଣନ୍ତି କିନ୍ତୁ ଖାଇ ନଥାନ୍ତି ? ମୁଁ କିଏ ?

ଉତ୍ତର;- ଚାମଚ ।

୧୫;- ଦଶ ଟଙ୍କାରେ ଏମିତି କ’ଣ କିଣିବା ଯାହାଦ୍ଵାରା ପୁରା କୋଠରୀ ଭରି ଯିବ ?

ଉତ୍ତର;- ଦିଆସିଲ ଏବଂ ମହମବତୀ ।

୧୬;- ୩ ଟି କୁକୁଡା ୩ ଦିନରେ ୩ ଟି ଅଣ୍ଡା ଦିଅନ୍ତି, ୩୦୦ କୁକୁଡା ୩ ଦିନରେ କେତୋଟି ଅଣ୍ଡା ଦେବେ ?

ଉତ୍ତର;- ୩୦୦ ଟି ।

୧୭;- ଆଫ୍ରିକାରେ ଗୋଟିଏ ପିଲା ଜନ୍ମ ହେଲା, ତେବେ କୁହନ୍ତୁ ତାହାର ଦାନ୍ତର ରଙ୍ଗ କ’ଣ ହୋଇଥିବ ?

ଉତ୍ତର;- ଜନ୍ମ ହେବାମାତ୍ରେ ଦନ୍ତ ଉଠି ନଥାଏ ।

୧୮;- ତାହା କ’ଣ ଯେଉଁଠାରୁ ଆପଣ ସବୁ ନେଇଯିବେ ତଥାପି କିଛି ରହିଯିବ ?

ଉତ୍ତର;- ସବୁକିଛି ।

୧୯;- ଯଦି ରାମୁର ବଗିଚାରେ ମିଶ୍ରବାବୁଙ୍କ କୁକୁଡା ଅଣ୍ଡା ଦିଏ ତେବେ ଅଣ୍ଡାଟି କାହାର ହେବ ?

ଉତ୍ତର;- କୁକୁଡା ର ଅଣ୍ଡା ହେବ ।

୨୦;- ନଧୋଇ ସମସ୍ତେ ଖାଆନ୍ତି, ଖାଇସାରି ଅନୁତାପ କରନ୍ତି, କହିବାକୁ ମଧ୍ୟ ଲାଜ କରନ୍ତି, ତାହା କ’ଣ ?

ଉତ୍ତର;- ଚପଲ/ଜୋତା ।

ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *