ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଯାନ୍ତି ।
ତେବେ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ । ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଆମ ଓଡିଶାର ଜଣେ କୁନି ପୁଅ ବହୁତ ଚର୍ଚ୍ଚାରେ ରହୁଛି । ଏହି ଛୋଟ ପୁଅର ନାମ ହେଉଛି ସାନ୍ତନୁ କୁମାର ମହାନ୍ତି । ସାନ୍ତନୁ ଭଲ ଗୀତ ଗାଇବା ସହ ଭଲ କମେଡି କରୁଛନ୍ତି ।
ସୋସିଆଲ ମିଡିଆରେ କେବଳ ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଉଛି । ଏତେ କମ ବୟସରେ ସାନ୍ତନୁ ଓଡିଶା ବାସୀଙ୍କ ମନ ଜିତିପାରି ଛନ୍ତି । ତେବେ ଓଡିଆ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ରେ ପ୍ରତିଯୋଗୀ ରୂପେ ନଜର ଆସୁଛନ୍ତି ସାନ୍ତନୁ । ଏବେ ସାନ୍ତନୁ ସମସ୍ତଙ୍କ ଭଲ ପାଇବା ପାଉଛନ୍ତି । ତେବେ ଗତ କିଛି ସମୟ ହେବ ସାନ୍ତନୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଆଜି ଆମେ ଆପଣ ମାନଙ୍କୁ ସାନ୍ତନୁଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏହି ଭିଡିଓରେ ଶାନ୍ତନୁ ଶିବ ତାଣ୍ଡବମ ଗାଉଥିବାର ନଜର ଆସୁଛନ୍ତି । ଅତି ସୁନ୍ଦର ଭାବରେ ଶାନ୍ତନୁ ଏହି ଶିବ ତାଣ୍ଡବମ ଗୀତଟି ଗାଇଛନ୍ତି ଯାହା ପ୍ରଶଂସନୀୟ ହୋଇ ପାରିଛି ।
ଅନେକ ସୋସିଆଲ ମିଡିଆ ୟୁଜର୍ସ ଶାନ୍ତନୁଙ୍କ ଗୀତରେ ପ୍ରଶଂସା ମଧ୍ୟ କରିଛନ୍ତି । ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ସିଙ୍ଗର ସଚେତ ଓ ପରମ୍ପରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶିବ ତାଣ୍ଡବମ ଗୀତର ଏହି ଭିଡିଓ ଅପଲୋଡ କରିଥିଲେ ଯାହା ବହୁତ ଚର୍ଚ୍ଚାରେ ଥିଲା । ତେବେ ବର୍ତ୍ତମାନ ସଚେତ ପରମ୍ପରାଙ୍କ ସହ ଶାନ୍ତନୁଙ୍କ ଗୀତକୁ ମିଶାଇ ଛନ୍ତି ୟୁଜର୍ସ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶାନ୍ତନୁଙ୍କ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।