ଏହା କେମିତି ସମ୍ଭବ ? ମୃତ୍ୟୁ ପରେ ଯୁବକ ପାଲଟିଗଲେ ଝିଅ ! ଏହାକୁ ଦେଖି ଦ୍ୱନ୍ଦ୍ୱରେ ପରିବାର ଲୋକେ…

ମୃତ୍ୟୁ ହେଲା ପରେ ପୁଅରୁ ପାଲଟି ଗଲେ ଯୁବକ ! ଖବର ମୁତାବକ ଜଙ୍ଗଲ ମଧ୍ୟରେ ଏକ ଶବ ପଡିଛି । ଯେଉଁ ଶବକୁ ଶହ ଶହ ଲୋକ ଘେରି ରହିଛନ୍ତି । ହେଲେ ଏହି ଶବକୁ ଦେଖି ପରିବାର ଲୋକ କିନ୍ତୁ ପୁରା ଦ୍ଵନ୍ଦରେ ପଡିଯାଇଛନ୍ତି । ତେବେ ପୁଅଟି ମରିଥିବା ବେଳେ ସେହି ପୁଅର ଶବ ଝିଅଟି ହୋଇଗଲା କିପରି ? ତାପରେ ଅଚାନକ ଭାବେ ଶବଟି କିପରି ବଦଳି ଗଲା । ତେବେ ଏଭଳି କିଛି କଥାକୁ ନେଇ ପରିବାର ଲୋକ ଦ୍ଵନ୍ଦରେ ପଡିଯାଇଛନ୍ତି ।

କେଶବ ନାମକ ଏକ ଯୁବକର ମୃତ୍ୟୁ ହୋଇଥିବା ବେଳେ ପୁଅ ଶବଟି ଝିଅ ହୋଇଯାଇଛି । ତେବେ ଯେତେବେଳେ ପରିବାର ଲୋକେ ଶବଟିକୁ ଦେଖିଲେ । ସେ ଜାଣିପାରିଥିଲେ ଏ ହେଉଛି ତାଙ୍କର ପୁଅ କେଶବ । ହେଲେ ତାଙ୍କ ଶରୀରର ବେଶପୋଷାକ ଦେଖି ସମସ୍ତେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପୁଅଟି ଝିଅର ବେଶପୋଷାକରେ ସଜେଇ ହୋଇଯାଇଛି । ଶବ ଦେହରେ ଏକ ନାଲି ରଙ୍ଗର ଶାଢୀ ଥିବା ବେଳେ ହାତର ଚୁଡି ଓ ମଥାରେ ସିନ୍ଦୁର ବି ରହିଛି ।

ତେବେ ପରିବାର ଲୋକଙ୍କ କହିବା ଅନୁଯାଇ ଯଦି ଏହି ଶବଟି ତାଙ୍କ ପୁଅର ହୋଇଥିବ । ତେବେ ତାଙ୍କ ପୁଅଟି ଏପରି ପୁଅରୁ ଝିଅ ବେଶ କଣ ପାଇଁ ନେଇଛି ? ତେଣୁ ଘଞ୍ଚ ଜଙ୍ଗଲ ମଧ୍ୟରୁ କେଶବଙ୍କର ଶାଢୀ ପିନ୍ଧା ଶବ ଦେଖି ଗ୍ରାମର ଲୋକେ ପୁରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାପରେ ଶବର ପାରିପାର୍ଶ୍ଵିକ ସ୍ଥିତି ଦେଖି ପରିବାର ଲୋକେ ଅନୁମାନ କରିଛନ୍ତି । ଯେ ତାଙ୍କ ପୁଅ ମରିନି ବଂର ତାଙ୍କ ପୁଅକୁ ହ-ତ୍ୟା କରାଯାଇଛି ।

ତେବେ ଏଭଳି ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ମୟୂରଭଞ୍ଜ ଜିଲ୍ଲାର ବେତନଟି ଥାନା ଅନ୍ତର୍ଗତ ଭଳିଆ ଗ୍ରାମରେ ଘଟିଯାଇଛି । ତେବେ ଏହି ଘଟଣାକୁ ଦେଖି ସାରା ଗ୍ରାମରେ ଏକ ପ୍ରକାର ଚହଳ ସୃଷ୍ଟି ହୋଇଯାଇଛି । ତେବେ ମୃତ ବ୍ୟକ୍ତିଙ୍କ ନାମ କେଶବ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ, ପିଲାଛୁଆକୁ ନେଇ ପରିବାରଟି ବେଶରେ ଭଲରେ ଚଳୁଥିଲେ । ହେଲେ ହଟାତ କେଶବଙ୍କ ସହ କଣ ଘଟିଯାଇଥିଲା । ଯେ ତାଙ୍କର ଏଭଳି ଭାବେ ଆଶ୍ଚର୍ଯ୍ୟ ଜନକ ମୃତ୍ୟୁ ହୋଇଯାଇଛି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *