ରାଣୀ ପଣ୍ଡାକୁ ଧମକ ଦଉଥିଲା, Rani Panda ଏମିତି କଲେ ଛାନିଆରେ ପଶିଲେ ଯୁବକ… Rani Panda

ରାଣୀ ପଣ୍ଡାକୁ ଧମକ ଦେଉଥିଲା… ରାଣୀ ପଣ୍ଡା ଏମିତି କହିଲେ ଛାନିଆ ହୋଇଗଲେ ଯୁବକ ! ହଁ ଆଜ୍ଞା ଜଣେ ଯୁବକ ନିଜକୁ ପୋଲିସର ପରିଚୟ ଦେଇ ରାଣୀ ପଣ୍ଡାଙ୍କୁ ଧମକ ଦେବାରେ ଲାଗିଛି । ତେବେ ରାଣୀ ପଣ୍ଡା ଫ୍ୟାନ କ୍ଲବରେ ରାଣୀ ପଣ୍ଡା ନିଜେ ଏକ ଫୋନ କଲ୍ ଶେୟାର କରିଥିଲେ । ଯେଉଁ ଫୋନ ନମ୍ବରରୁ ତାଙ୍କ ପାଇଁ ଧମକପୂର୍ଣ୍ଣ ଫୋନ କଲ୍ ଆସୁଛି । ନିଜକୁ କେହି ଜଣେ ପୋଲିସ ବୋଲି କହି ରାଣୀ ପଣ୍ଡାଙ୍କୁ ଇଆଡୁ ସିଆଡୁ କହିବାରେ ଲାଗିଛି ।

ଏପରିକି ରାଣୀ ପଣ୍ଡାକୁ ଜୀବନରୁ ମାରିଦେବ ବୋଲି ମଧ୍ୟ ଧମକ ଦେବାକୁ ପଛଘୁଞ୍ଚା ଦେଉନାହିଁ । ନିକଟ ଅତୀତରେ 2 ଜଣ ବ୍ୟକ୍ତି ରାଣୀ ପଣ୍ଡାଙ୍କ ଘର ସାମ୍ନାରୁ ରାଣୀ ପଣ୍ଡାକୁ ଧମକ ଦେଇଥିଲେ । ତାପରେ ଏ ନେଇ ସୋସିଆଲ ମିଡିଆରେ ରାଣୀ ପଣ୍ଡା ଏକ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ । ତେବେ ରାଣୀ ପଣ୍ଡାକୁ ଧମକ ଦେବା କଥା ଯେତେବେଳେ ରାଣୀଙ୍କର ଫ୍ୟାନ ମାନେ ଜାଣିବାକୁ ପାଇଥିଲେ ।

ସେତେବେଳେ ଅନେକ ଲୋକ ରାଣୀ ପଣ୍ଡାଙ୍କର ସପର୍ଟରେ ବାହାରି କହିଥିଲେ । ଆମେ ଓଡିଶାବାସୀ ରାଣୀ ଦିଦି ତୁମ ସାଥିରେ ଅଛୁ । ତୁମର କେହି କିଛି କରିପାରିବେ ନାହିଁ । ରାଣୀ ପଣ୍ଡାଙ୍କୁ ଭଲ ପାଉଥିବା ତାଙ୍କୁ ସମର୍ଥନ କରୁଥିବା ଲୋକ ମାନେ ସବୁବେଳେ ରାଣୀ ପଣ୍ଡାଙ୍କ ସହ ଅଛନ୍ତି ବୋଲି କମେଣ୍ଟ କରିକି ଜଣାଇଥିଲେ । ଯେତେବେଳେ ନିଜକୁ ପୋଲିସ କହି ଧମକ ଦେଇଥିବା ବ୍ୟକ୍ତିଟିରାଣୀ ପଣ୍ଡାକୁ ଧମକ ଦେଇଥିଲା ।

ସେତେବେଳେ ରାଣୀ ପଣ୍ଡା ନିଜ ଫ୍ୟାନ କ୍ଲବରେ ଏକ ନମ୍ବର ଶେୟାର କରିଛନ୍ତି । ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ? ତେବେ ଯେଉଁ ବ୍ୟକ୍ତି ରାଣୀ ପଣ୍ଡାଙ୍କୁ ଧମକ ଦେଇଛି । ସେ ସତରେ କଣ ଜଣେ ପୋଲିସ ! ନା ଆଉ ଅନ୍ୟ କେହି ବ୍ୟକ୍ତି ଅଟନ୍ତି ବୋଲି ତାକୁ ନେଇ ସବୁଆଡେ ଆଲୋଚନା ହେବାରେ ଲାଗିଛି । ହେଲେ ସବୁ ମଧ୍ୟରେ ଅଭିନେତ୍ରୀ ରାଣୀ ପଣ୍ଡା ଲୋକଙ୍କ ବିପଦ ସମୟରେ ସବୁବେଳେ ଛିଡା ହୋଇ ଆସିଛନ୍ତି । ତେଣୁ ତାଙ୍କ ଉପରେ ଧମକ ଆସିବା ଦେଖି ତାଙ୍କୁ ସମର୍ଥନ କରୁଥିବା ଲୋକ ମଧ୍ୟ ତାଙ୍କ ସାଥିରେ ଅଛନ୍ତି ବୋଲି କହିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *