କୁମ୍ଭ ରାଶି ବ୍ୟକ୍ତି ଙ୍କ ସମ୍ପୂର୍ଣ ଜୀବନର ମହତ୍ତ୍ୱପୂର୍ଣ ଭବିଷ୍ୟବାଣୀ (Astrology)

ନମସ୍କାର ବନ୍ଧୁଗଣ ତେବେ ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ର ର ବହୁତ ମହତ୍ୱ ରହିଛି । ଆମ ଜ୍ୟୋତିଷ ଶାସ୍ତ୍ର ରେ ୧୨ ଟି ରାଶିକୁମ୍ଭ ରାଶି ଏକ ବିଶେଷ ରାଶି ଅଟେ । କୁମ୍ଭ ରାଶି ର ବ୍ୟକ୍ତିଙ୍କୁ ଜୀବନ ରେ ଏକ ନିର୍ଦ୍ଦିଷ୍ଟ ସମୟ ଆସିଗଲେ ସଫଳତା ମିଳିଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କୁମ୍ଭ ରାଶି ଲୋକ ମାନଙ୍କ ସ୍ଵଭାଵ,ବିଶେଷତ୍ୱ ଏବଂ ଏମାନେ ଖାସ କରି କେଉଁ ବୟସରେ ସଫଳତା ପାଇଥାନ୍ତି ।


କୁମ୍ଭ ରାଶି ର ବ୍ୟକ୍ତି ବିଶେଷ ଙ୍କ ଜୀବନରେ ପ୍ରଥମ ଭାଗରେ ଅନେକ ଅସୁବିଧା ଆଦି ଆସିଥାଏ କିନ୍ତୁ ଏହାକୁ ସେମାନେ ଅଣଦେଖା କରି ଏହାର ମୁକାବିଲା କରି ପାରନ୍ତି । ଈଶ୍ୱର ସେମାନଙ୍କୁ ଏହି ବିଶେଷ କରି ଶକ୍ତି ଦେଇଛନ୍ତି । ଏମାନେ ସମସ୍ତ ପରିସ୍ଥିତି କୁ ନିୟନ୍ତ୍ରଣ କରି ପାରନ୍ତି । ଏହି ସାମର୍ଥ୍ୟ ଏମାନଙ୍କ ପାଖରେ ରହିଛି । ଏମାନେ ବିନ୍ଦାସ ଭାବରେ ନିଜ ଜୀବନ ବ୍ୟତୀତ କରିଥାନ୍ତି ।

ସମୟ ଆସିଗଲେ ଏମାନେ ଭଲ ଜୀବନ ସାଥି ମଧ୍ୟ ପାଇଥାନ୍ତି । ତେବେ କୁମ୍ଭ ରାଶି ରାଶିଚକ୍ର ର ୧୧ ତମ ରାଶି ଅଟେ । ଶନିଦେବ ଆପଣ ମାନଙ୍କ ରାଶିର ସ୍ୱାମୀ ଅଟନ୍ତି । ଶନିଦେବ ଏମିତି ଏକ ଗ୍ରହ ଅଟନ୍ତି ଯିଏ କି ଅଧିକ ସମୟ ନିଜର ରାଶି ଙ୍କୁ ପରିବର୍ତନ କରନ୍ତି । କୁମ୍ଭ ରାଶି ଏକ ବାୟୁ ତତ୍ୱ ର ରାଶି ଅଟେ ଏହି କୁମ୍ଭ ରାଶି ମାନଙ୍କ ପାଇଁ ଶନିବାର ଟି ବହୁତ ଶୁଭ ବୋଲି ମନାଯାଏ । ଏବଂ ଏହା ସହିତ ଶୁକ୍ରବାର ଟି ଏକ ଲକି ଦିନ ଭାବେ ବିବେଚନା ରହିଛି ।

ତେବେ ଏହି ରାଶିର ବ୍ୟକ୍ତି ମାନଙ୍କ ପରିସ୍ଥିତି ସାଧାରଣତଃ ୧୪ ବର୍ଷରୁ ୨୮ ବର୍ଷ ପର୍ଯ୍ୟନ୍ତ ଏତେ ଭଲ ରୁହେ ନାହିଁ । ଏମାନଙ୍କ ଭଲସମୟ ଟିକେ ଡେରି ରେ ଆସିଥାଏ । କୁମ୍ଭ ରାଶି ର ଭଲ ସମୟ ନିଜ ଜୀବନ ର ତିନୋଟି କାଳ ରେ ଆସିଥାଏ । ୩୨ ବର୍ଷ ବୟସରେ କିମ୍ବା ୫୨ ବର୍ଷ ବୟସରେ କିମ୍ବା ୭୨ ବର୍ଷ ବୟସରେ ଆସିଥାଏ । ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ଯେଉଁ ମାନଙ୍କ ଭଲ ସମୟ ୩୨ ବର୍ଷ କିମ୍ବା ୫୨ ବର୍ଷ ବୟସରେ ଆସିଥାଏ ।

୩୨ ବର୍ଷରେ କୁମ୍ଭ ରାଶିର ବ୍ୟକ୍ତି ନିଜ କଠିନ ପରିଶ୍ରମ ଦ୍ୱାରା ସଫଳତା ପାଇଥାନ୍ତି । ୫୨ ବର୍ଷୀୟ ନିଜ ମେହନତ କିମ୍ବା ପୁତ୍ର ପୁତ୍ରୀ ଙ୍କ ଭାଗ୍ୟ ବଳରେ । ୭୨ ବର୍ଷୀୟ ମଧ୍ୟ ନିଜ ପୁତ୍ର ପୁତ୍ରୀ ଙ୍କ ଯୋଗୁଁ ଖୁସି ପାଇଥାନ୍ତି । ତେବେ ଏମାନେ ପଇସା ଖର୍ଚ୍ଚ କରିବାକୁ ପସନ୍ଦ କରନ୍ତି ଯଦି ଅଳ୍ପ ପଇସାରେ ଚଳି ଯାଉଛି ତେବେ ସେମାନେ ସଞ୍ଚୟ କରିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ ।


ତେବେ ଏହା କିନ୍ତୁ ଉଚିତ ନୁହେଁ ଏହି ଅଭ୍ୟାସ କୁ ବଦଳାଇବାକୁ ପଡିବ । ତେବେ ଆପଣ ଙ୍କୁ ବେଳେବେଳେ ଖରାପ ଅଭ୍ୟାସ ମଧ୍ୟ ଆରମ୍ଭ କରନ୍ତି ଯେପରି ମଦ ପିଇବା କିମ୍ବା ଧୂମ୍ରପାନ କରିବା । ତେବେ ଆପଣ ବୃହସ୍ପତି କୁ ପ୍ରସନ୍ନ କରି ନିଜର ଦୁର୍ବଳତା କୁ ହରେଇ ପାରିବେ ଏଥିପାଇଁ ଆପଣ କେଶର ତିଳକ କରନ୍ତୁ ତେବେ ଅଳ୍ପ କେଶର ରେ ଟିକେ ଗଙ୍ଗାଜଳ ମିଶାଇ ନିଜ ମଥାରେ ଲଗାନ୍ତୁ ଏହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହୋଇଯିବ । ତେବେ ଏହା ଜୀଵନ ଯାକ ଆପଣ କରିବେ ବନ୍ଦ କରିବେ ନାହିଁ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *