କୋଟିଏ ରେ ଗୋଟିଏ ହୋଇଥାନ୍ତି ଏହି 6 ଟି ନାମର ଝିଅ, ହୋଇଥାନ୍ତି ସାକ୍ଷାତ ଲକ୍ଷ୍ମୀଙ୍କ ସ୍ୱରୂପ…(Astrology)

ନମସ୍କାର ବନ୍ଧୁଗଣ ତେବେ ମଣିଷର ନାମରୁ ତା ସମ୍ପର୍କରେ ବହୁତ କିଛି କଥା ଜାଣି ହୁଏ । ତେବେ କିଛି ଏମିତି ନାମର ଝିଅ ମାନେ ଅଛନ୍ତି ଯେଉଁମାନେ ଏତେ ଭଲ ଯେ ସେମାନଙ୍କ ଭଳି ଝିଅ କୋଟିଏରେ ଗୋଟିଏ ମିଳିବା କଷ୍ଟ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ଅକ୍ଷରର ନାମ ଅଛି ଯେଉଁମାନେ କିଛି ଖାସ ସ୍ଵଭାବର ହୋଇଥାନ୍ତି । ତେବେ ଆଜି ଆମେ ସେହିଭଳି କିଛି ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

୧- ପ୍ରଥମ ରେ ହେଉଛି A ନାମର ଝିଅ ମାନେ । ତେବେ ଏହି ନାମ ଧାରୀ ଝିଅ ମାନେ ସ୍ଵଭାବ ରୁ ପରିଶ୍ରମୀ ଓ ଖୁସି ରହିବା ଝିଅ ହୋଇଥାନ୍ତି ।  ଏମାନେ ଶାନ୍ତିପ୍ରିୟ ହୋଇଥାନ୍ତି ।  ଏମାନେ ସବୁବେଳେ ଗଭୀର ଚିନ୍ତା ରେ ବୁଡି ରୁହନ୍ତି ଏବଂ ପ୍ରତ୍ୟେକ ଛୋଟ ଛୋଟ କଥାକୁ ମନକୁ ନେଇ ଯାଆନ୍ତି ।   ଭାବୁକ ହୋଇଥାନ୍ତି ଏବଂ ପରିଶ୍ରମ କରିବାକୁ ବହୁତ୍ ପଶନ୍ଦ କରନ୍ତି ।

୨- ଦ୍ଵିତୀୟ ରେ ହେଉଛି D ନାମ ର ଝିଅ ମାନେ । ତେବେ ଏହି ନାମ ର ଝିଅମାନେ ଲକ୍ଷ୍ମୀବନ୍ତ ଅଟନ୍ତି । ଯାହା ଘରକୁ ବିବାହ କରି ଯାଆନ୍ତି ଶେଠୀ କେବେବି ଧନ ଓ ସୁଖର ଅଭାବ ହୁଏ ନାହିଁ ।  ଏହି ଝିଅ ମାନଙ୍କ ଖାସ୍ କଥା ସେୟା ଯେ ଏମାନେ ଛୋଟ ଛୋଟ କଥାରେ ଖୁସି ହୋଇଯାଆନ୍ତି ।

୩-ତୃତୀୟ ରେ ହେଉଛି L ନାମଧାରୀ ଝିଅ । ତେବେ ଏହି ନାମ ର ଝିଅ ମାନେ ମନରୁ ବହୁତ୍ ସଫା ହୋଇଥାନ୍ତି ଏବଂ ଭାବୁକ ହୋଇଥାନ୍ତି ।  ଏମାନଙ୍କ ପାଇଁ କିଏ କେତେ ବି ଖରାପ୍ କରୁ ନ କାହିଁକି ଏମାନେ କେବେ ବି ସେମାନଙ୍କ ବିଷୟରେ ଖରାପ ଭାବନ୍ତି ନାହିଁ ।  ଏହି ଝିଅ ମାନେ ନିଜ ମନ କଥା କାହା ସହ ସହଜରେ ସେୟାର କରନ୍ତି ନାହିଁ ।

୪- ଚତୁର୍ଥ ରେ ହେଉଛି S ନାମ ର ଝିଅ ମାନେ ତେବେ ଏହି ନାମ ର ଝିଅ ମାନେ ନିଜର ଅଧିକ ଭାବୁକ ସ୍ଵଭାବ ରୁ ଏମାନେ ବହୁତ୍ ଥର ନିଜ ଲୋକଙ୍କ ଠୁ ଧୋକା ଖାଇ ଯାଆନ୍ତି ।  ଏହି ଝିଅ ମାନେ ଯେଉଁ ଘରକୁ ବାହାହୋଇ ଯାଇଥାନ୍ତି ସେଥି କେବେ ଧନ ଓ ଖୁସି ର ଅଭାବ ରୁହେ ନାହିଁ ।  ସ୍ଵଭାବ ରେ କୋମଳ ଓ ଲାଜକୁଳୀ ହୋଇଥାନ୍ତି ।

୫- ପଞ୍ଚମ ରେ ହେଉଛି M ନାମ ଧାରୀ ଝିଅ । ତେବେ ଏହି ଝିଅ ମାନେ ବିଶ୍ୱାସ ର ପାତ୍ର ହୋଇଥାନ୍ତି ଏବଂ ପ୍ରତିଜ୍ଞା କରିଥିବା କଥାରୁ କେବେ ବି ଓହରି ଯାଆନ୍ତି ନାହିଁ ।  ଯଦି ଏମାନେ ନିଜ ମନ କଥା ଆପଣଙ୍କୁ କହୁଛନ୍ତି ତାହେଲେ ଜାଣି ନିଅନ୍ତୁ ଯେ ଆପଣ ବହୁତ୍ ସ୍ପେଶିଆଲ୍ ।  ନିଜ ଜୀବନକୁ ନେଇ ଏମାନଙ୍କ ବିଚାର ସ୍ପଷ୍ଟ ହୋଇଥାଏ ।


୬- ଷଷ୍ଠ ରେ ହେଉଛି P ନାମ ର ଝିଅ ମାନେ । ତେବେ ଯେଉଁମାନଙ୍କ ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ । ସଫା ମନ ର ମହିଳା ମାନଙ୍କ ଶ୍ରେଣୀ ରେ P ନାମ ଧାରୀ ମହିଳା ମାନେ ସାମିଲ ଅଛନ୍ତି । ଏମାନେ ବହୁତ୍ ସମ୍ବେଦନଶୀଳ ହୋଇଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *