ଖରାପ ଭାଷାରେ ଗାଳି ଦେଲେ କଣ ହୁଏ ? ଏହା ସହିତ ପଢନ୍ତୁ ଆଜିର ୨୦ ଟି Anuchinta

ବନ୍ଧୁଗଣ ଆମ ଦୈନଦିନ ଜୀବନରେ ଆମେ ମାନେ ଏଭଳି କିଛି ଭୁଲ କାମ କରିଥାଉ ଯାହାର ପରିଣାମ ବିଷୟରେ ଆମେ ମାନେ ଜଣାଇ ନଥାଉ । ଏକ ସୁଖମୟ ଜୀବନ ପାଇଁ କିଛି ଗୁରୁତ୍ଵପୂର୍ଣ୍ଣ କଥାକୁ ମାନି ଚଳିବାକୁ ପଡିଥାଏ ଓ ଆଜି ଆମେ ଆପଣ ମାନଙ୍କୁ ଏହି ସବୁ କଥା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ସକାଳୁ ଝାଡା ଗଲା ବେଳେ କିମ୍ବା ଝାଡା ବସିଲା ବେଳେ ଦାନ୍ତ ଘସନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୨. ଖାଦ୍ୟ ଖାଇବା ବେଳେ ବତିଶିଥର ଚୋବାଇ ଖାଇଲେ ଭଲ ହଜମ ହୁଏ ଏବଂ ଶରୀର ପାଇଁ ହିତକର ହୋଇଥାଏ ।

୩. ଅଣ୍ଟା ଦରଜ ହେଉଥିଲେ ସୁଣ୍ଠି ଓ ଅଶ୍ଵଗନ୍ଧା ଚୂର୍ଣ୍ଣକୁ ଦୁଇ ଚାମଚ ସକାଳେ ଓ ସନ୍ଧ୍ୟା ବେଳେ ଉଷୁମ ପାଣିରେ ଖାଇଲେ ତାହା ଦୂର ହୁଏ ।

୪. ଆଣ୍ଠୁ ଗଣ୍ଠି ବିନ୍ଧା ହେଉଥିଲେ ମେଥି ଗୁଣ୍ଡ ଏକ ଚାମଚ ସକାଳୁ ଉଷୁମ ପଣିରେ ଖାଇଲେ ତାହା ଦୂର ହୁଏ ।

୫. ଦାନ୍ତ ବିନ୍ଧା ହେଉଥିଲେ ଜୁଆଣୀ ପାଣିକୁ ଦିନକୁ ତିନିଥର କୁଳୁକୁଜା କାଲେ ତାହା ଦୂର ହୋଇଥାଏ ।

୬. ଖରାପ ଶବ୍ଦ ବ୍ୟବହାର କରି ଅନ୍ୟକୁ ଗାଳି ଗୁଲଜ କଲେ ଧନ କ୍ଷୟ ହେବା ସହିତ ଦରିଦ୍ରତା ଆସିଥାଏ ।

୭. ଅପଶବ୍ଦ ବ୍ୟବହାର କରି କାହାକୁ ଥଟା କରନ୍ତୁ ନାହିଁ ଏହା ଦ୍ଵାରା ସନ୍ତାନ ସନ୍ତତି ମାନଙ୍କ ବୁଦ୍ଧି ହାନି ହୋଇଥାଏ ।

୮. ଦୈନଦିନ ଜୀବନରେ ଅସୁବିଧା ଓ ଅସନ୍ତୁଳନ ଦେଖା ଦେଲେ ସକାଳୁ ସୂର୍ଯ୍ୟଙ୍କୁ ଜଳଦାନ କରନ୍ତୁ ଏବଂ ଓସ୍ତ ଗଛକୁ ପୂଜା କରନ୍ତୁ ଏହା ମଙ୍ଗଳ ହୋଇଥାଏ ।


୯. ଜାତକରେ ଯଦି ବୃହସ୍ପତି ନୀଚରେ ଥାଏ ତେବେ ମୁଣ୍ଡରେ ଚନ୍ଦନ ଟିପା ଲଗାନ୍ତୁ ଏବଂ ସକାଳୁ ମନ୍ଦିର ଯାଇ ଠାକୁର ଦର୍ଶନ କରନ୍ତୁ ।

୧୦. ପାଣି ନଷ୍ଟ କରିବା ହେଉଛି ଦରିଦ୍ରତାର ଲକ୍ଷଣ ତେଣୁ ଗାଧେଇବା ବେଳେ ଅଧିକ ଜଳ ନଷ୍ଟ କରନ୍ତୁ ନାହିଁ ।

୧୧. ଜାତକରେ ଯଦି ରବି ନୀଚରେ ଥିବେ ତା ହେଲେ ପିତା ମାତାଙ୍କ ସହ ଝଗଡା ହୁଏ ଓ ଆଖି ରୋଗ ଦେଖା ଦିଏ ତେଣୁ ସକାଳୁ ସୂର୍ଯ୍ୟ ଦର୍ଶନ କରନ୍ତୁ ।

୧୨. ଜାତକରେ ମଙ୍ଗଳ ନୀଚରେ ଥିଲେ ଭାତୃ ବିବାଦ ଦେଖା ଦିଏ ଏବଂ ରକ୍ତଚାପ ରୋଗ ହୋଇଥାଏ ତେଣୁ ମନ୍ଦିରରେ ନଡିଆ ମୁଣ୍ଡ ଚାରିକାରେ ବୁଲାଇ ବାଡାନ୍ତୁ ।

୧୩. ନଡିଆ ତେଲରେ ଅଁଳା ଗୁଣ୍ଡକୁ ଭଲ ଭାବରେ ଫୁଟାଇ ଚୁଟିରେ ଲଗାଇଲେ ଚୁଟି କଳା ହୋଇଥାଏ ।

୧୪. ଭ୍ରୂସଙ୍ଗ ପତ୍ର ଓ ପିଆଜକୁ ବାଟି ଚୁଟିରେ ଲଗାଇଲେ ଚୁଟି ଝଡିବା ବନ୍ଦ ହେବା ସହ ଘନତ୍ଵ ବଢିଥାଏ ।

୧୫. ବେସନରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ମୁହଁ ବ୍ରଣ ଦୂର ହୋଇଥାଏ ଏବଂ ମୁହଁରେ ଚମକ ଆସିଥାଏ ।

୧୬. ମହୁରେ ଲେମ୍ବୁ ରସ ମିଶାଇ ମୁହଁରେ ଲଗାଇଲେ ମୁହଁର କଳା ଦାଗ ଦୂର ହୋଇଥାଏ ।

୧୭. ସକାଳୁ ୩୦ ମିନିଟ ଖରାରେ ସମୟ ବିତାଇବା ଉଚିତ ଏହା ଦ୍ଵାରା ଶରୀରର ପୀଡା ଦୂର ହୁଏ ଏବଂ ଭିଟାମିନ D ମିଳେ ।

୧୮. ମୁହଁର କଳା ଜାଇ ଦୂର କରିବାକୁ ହେଲେ ଧନିଆ ପତ୍ରକୁ ବାଟି କିଛି ଦିନ ଲଗାଇଲେ ତାହା ଦୂର ହୋଇଥାଏ ।

୧୯. ସ୍ଵପ୍ନରେ ଯଦି ଗାଈ ଦେଖନ୍ତୁ ତେବେ ତାହା ବହୁତ ଶୁଭ ହୋଇଥାଏ । ଏହା ସୁଖ ଓ ସମ୍ପଦ ବୃଦ୍ଧିର ସଙ୍କେତ ଦେଇଥାଏ ।

୨୦. ସ୍ଵପ୍ନରେ ହାତୀ ଦେଖିଲେ ବହୁତ ଶୁଭ ହୋଇଥାଏ । ଏହା ସୁଖ ସମୃଦ୍ଧି ବୃଦ୍ଧିର ସଙ୍କେତ ଦେଇଥା  । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *