କେଉଁ ବୃକ୍ଷର ତଳେ ଶୋଇବା ଦ୍ଵାରା ବ୍ୟକ୍ତିର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ? Gk challenge for you

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।

1- କେଉଁ ଫଳରେ ସବୁଠାରୁ ଅଧିକ ପାଣି ମିଳିଥାଏ ?

ଉତ୍ତର;- ତରଭୁଜରେ ସବୁଠାରୁ ଅଧିକ ପାଣି ମିଳିଥାଏ ।

2- ସବୁଠାରୁ ଅଧିକ ଅମ୍ଳଜାନ କେଉଁ ଗଛ ଦେଇଥାଏ ?

ଉତ୍ତର;- ସବୁଠାରୁ ଅଧିକ ଅକ୍ଷିଜେନ ଓସ୍ତ ଗଛ ଦେଇଥାଏ ।

3- ବିଶ୍ଵରେ ସବୁଠାରୁ ଅଧିକ ଡାକ୍ତର କେଉଁ ଦେଶରେ ଅଛନ୍ତି ?

ଉତ୍ତର;- ବିଶ୍ଵରେ ସବୁଠାରୁ ଅଧିକ ଡାକ୍ତର ଭାରତ ଦେଶରେ ଅଛନ୍ତି ।

4- ଚାନ୍ଦରେ ପାଣିର ସନ୍ଧାନ ସର୍ବ ପ୍ରଥମେ କେଉଁ ଦେଶ କରିଥିଲା ?

ଉତ୍ତର;- ଚାନ୍ଦରେ ସର୍ବ ପ୍ରଥମେ ପାଣିର ସନ୍ଧାନ ଭାରତ କରିଥିଲା ।

5- କେଉଁ ଜୀବ ଜିଏକି 30 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପାରିଥାଏ ?

ଉତ୍ତର;- କଙ୍ଗାରୁ 30 ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପାରିଥାଏ ।

6- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଟି ?

ଉତ୍ତର;- ଭାରତର ସବୁଠାରୁ ଛୋର ରାଜ୍ୟ ହେଉଛି ଗୋଆ ।

7- ଭାରତର ରାଷ୍ଟ୍ରୀୟ ବୃକ୍ଷ କେଉଁଟି ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ବୃକ୍ଷ ହେଉଛି ବର ଗଛ ।

8- ଇନଷ୍ଟାଗ୍ରାମ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- ଇନଷ୍ଟାଗ୍ରାମ ଆମେରିକା ଦେଶର କମ୍ପାନୀ ଅଟେ ।

9- ଦୁନିଆର ସବୁଠାରୁ ସୁନ୍ଦର ଦେଶ କେଉଁଟି ?

ଉତ୍ତର;- ଦୁନିଆର ସବୁଠାରୁ ସୁନ୍ଦର ହେଉଛି ସିଙ୍ଗାପୁର ।

10- ଧୂଆଁ ପ୍ରଦୂଷଣକୁ ରୋକୁଥିବା ବୃକ୍ଷ କେଉଁଟି ଅଟେ ?

ଉତ୍ତର;- ଧୂଆଁ ପ୍ରଦୂଷଣ ରୋକୁଥିବା ବୃକ୍ଷଟି ହେଉଛି ଓସ୍ତ ଗଛ ।

11- କେଉଁ ବେମାରୀ ହେଲା ପରେ ମଣିଷ ଆଳୁ ଖାଇପାରିବ ନାହିଁ ?

ଉତ୍ତର;- ସୁଗାର ବେମାରୀ ହେଲା ପରେ ବ୍ୟକ୍ତି ଆଳୁ ଖାଇପାରିବ ନାହିଁ ।

12- ରାବଣର ପୂଜା କେଉଁ ଦେଶର ଲୋକେ କରନ୍ତି ?

ଉତ୍ତର;- ରାବଣର ପୂଜା ଶ୍ରୀଲଙ୍କା ଦେଶର ଲୋକେ କରନ୍ତି ।

13- ସିଙ୍ଗଡାର ଆବିଷ୍କାର କେଉଁ ଦେଶରେ ପ୍ରଥମେ ହୋଇଥିଲା ?

ଉତ୍ତର;- ସିଙ୍ଗଡାର ଆବିଷ୍କାର ଇରାନ ଦେଶରେ ପ୍ରଥମେ ହୋଇଥିଲା ।

14- କେଉଁ ଦେଶରେ 2 ଟି ବାହାଘର ହେବା ବାଧ୍ୟତାମୂଳକ ଅଟେ ?

ଉତ୍ତର;- ଆଇସଲ୍ୟାଣ୍ଡରେ 2 ଟି ବାହାଘର ହେବା ବାଧ୍ୟତାମୂଳକ ଅଟେ ।

15- କେଉଁ ଗଛ ମୂଳରେ ଶୋଇବା ଦ୍ଵାରା ମନୁଷ୍ୟର ମୃତ୍ୟୁ ହୋଇପାରେ ?

ଉତ୍ତର;- ନୀମ ଗଛ ତଳେ ଶୋଇବା ଦ୍ଵାରା ମନୁଷ୍ୟର ମୃତ୍ୟୁ ହେବାର ସମ୍ଭାବନା ରହିଥାଏ ।

ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଏହିଭଳି ଜ୍ଞାନପୂର୍ଣ୍ଣ ପୋଷ୍ଟ ପାଇଁ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *