ନମସ୍କାର ବନ୍ଧୁଗଣ ଆମ ଜୀଵନ ର ଏହି ବ୍ୟସ୍ତତା ରୁ କିଛି ସମୟ ନିଜକୁ ଦେବା ଆବଶ୍ୟକ । ସର୍ଵଦା ଚିନ୍ତା,ଚାପ ରେ ରହିବା ଦ୍ୱାରା ଜୀଵନ ବହୁତ ଖରାପ ହୋଇ ଯାଏ ତେଣୁ ସେଥିପାଇଁ ଆମେ ଠିକ ଭାବରେ କୌଣସି କାମ କରି ପାରି ନଥାଉ କିମ୍ବା ଠିକ ରେ ଶୋଇ ମଧ୍ୟ ପାରନ୍ତି ନାହିଁ । ଠିକ ରେ ନ ଶୋଇବା କାରଣ ରୁ ବହୁତ ରୋଗ ମଧ୍ୟ ହୋଇଥାଏ । ତେଣୁ ସେଥି ପାଇଁ ଜୀବନରେ କିଛି ରିଲାକ୍ସ ପାଇବା ଚାଲନ୍ତୁ କିଛି ମଜାଦାରିଆ ଜୋକ୍ସ ବିଷୟରେ ଜାଣିନେବା ଏବଂ ଜୀଵନ ରେ ଟିକେ ଖୁସି ଭରି ଦେବା ।
ଜୋକ୍ସ- ୧
ଶାଳି- ଆଛା ଜିଜୁ ଗୋଟେ କଥା କହିଲ
ଶ୍ଵଶୁରଘରେ ଜୋଇଁର କଣ ପାଇଁ ଏତେ ସମ୍ମାନ କରାଯାଏ ?
ଜିଜୁ- କାହିଁକି ନା ଶ୍ବଶୁରଘର ଲୋକ ଜାଣନ୍ତି କି
ଇଏ ସେହି ମହାନ ବ୍ୟକ୍ତି
ଯିଏ ଆମ ଘରର ତୋଫାନକୁ ସମ୍ଭାଳିଛି ।
ଜୋକ୍ସ- ୨
ପତ୍ନୀ ଚିଲେଇକି କହିଲା- ଆଜି ସନ୍ଧ୍ୟାରେ ଶୀଘ୍ର ଘରକୁ ପଳେଈ ଆସିବ
ପତି- କାଇଁ କଣ ଖାସ ଅଛି କି ?
ପତ୍ନୀ- ବାପଘରୁ ସମ୍ପର୍କୀୟ ଆସୁଛନ୍ତି
ପତି- ମୋ ମୁଣ୍ଡ ଖରାପ କରନି
ମୁଁ ବହୁତ ବ୍ୟସ୍ତ ଅଛି, କିଏ କିଏ ଆସୁଛନ୍ତି ?
ପତ୍ନୀ- ମୋ ସାନ ଭଉଣୀ ଦୁଇ ଜଣ ଆସୁଛନ୍ତି ।
ପତି (ଖୁସି ହୋଇ)- ଆରେ ଡାର୍ଲିଂ,
ତୁମ ସମ୍ପର୍କୀୟ କିଏ ଆଉ ମୋ ସମ୍ପର୍କୀୟ କିଏ
ପକ୍କା ଟାଇମରେ ଆସିଯିବି ।
ଜୋକ୍ସ- ୩
ସୋନୁକୁ ଗୋଟେ ଝିଅ କାରରେ ଧ-କ୍କା ମା-ରି-ଦେ-ଲା ।
ଆ-ହ-ତ ହୋଇ ସେ ଡାକ୍ତରଙ୍କ ପାଖକୁ ଗଲା ।
କ୍ଷତ ବାନ୍ଧୁଥିବା ବେଳେ ଡାକ୍ତର ବାବୁ କହିଲେ:-
ଯଦି ତୁମେ ଦେଖିଲ କି ଝିଅଟି କାର ଚଲାଉଛି
ତା’ହେଲେ ତୁମେ ରାସ୍ତାରୁ ଦୂରେଇ ଗଲନି କାହିଁକି ?
ସୋନୁ ଏକଦମ ଚିଡି ଯାଇ କହିଲା:
ଆବେ କେଉଁ ରାସ୍ତା ? କେମିତି ରାସ୍ତା ?
ମୁଁ ତ ଗାର୍ଡେନରେ ଶୋଇଥିଲି ।
ଜୋକ୍ସ- ୪
ପତ୍ନୀ: ହେଲୋ! କୋଉଠି ଅଛ ?
ପତି: ମୋଟିବେଟ କରୁଛି ।
ପତ୍ନୀ: କାହାକୁ ?
ପତି: କାହାକୁ ମାନେ କଣ ?
ତୋର ୱେଟ କରିଛି ଗୋଟିଏ ଘଣ୍ଟା ହେଲାଣି… ମୋଟି !
ଜୋକ୍ସ- ୫
ଗୋଟେ ମ-ଦୁ-ଆ ହଲି ଝୁଲି ଘର ଘରକୁ ଯିବାବେଳେ ଅଚାନକ ଅଟକି ଗଲା…!
ସେ ଦେଖିଲା କି ପଛରେ ଦୁଇ ଜଣ ଝିଅ କେଉଁ କଥାରେ ଝ-ଗ-ଡା କରି କରି ଆସୁଛନ୍ତି…!
ପ୍ରଥମ ଝିଅ- ଭଗବାନ କରନ୍ତୁ ତୋ ବାହାଘର ଏହି ମ-ଦୁ-ଆ ସାଙ୍ଗରେ ହୋଇଯାଉ !
ଦ୍ଵିତୀୟ ଝିଅ- ନା, ଭଗବାନ କରନ୍ତୁ ୟା ସାଙ୍ଗେ ତୋ ବାହାଘର ହୋଇଯାଉ ।
ମ-ଦୁ-ଆ- ତା’ହେଲେ ମୁଁ ରହିବି ନା ପଳେଇବି ?
ଜୋକ୍ସ- ୬
ମୋଟୁ ଆଉ ପତଲୁ ନି-ଶା-ରେ ମଜି ରେଳ ଲାଇନର ମଝିଆ ମଝି ଯାଉଥିଲେ…!
ମୋଟୁ- ହେ ଭଗବାନ, ମୁଁ ଏତେ ସିଡି ଆଗରୁ କେବେ ବି ଚଢିନି !
ପତଲୁ- ଆରେ ସିଡି ତ ଠିକ ଅଛି
ମୁଁ ତ ଏଇ କଥାରେ ହଇରାଣ କି…
ଧରିବା ପାଇଁ ରେଲିଙ୍ଗ କେତେ ତଳେ ଲଗେଇଛନ୍ତି…!!
ଜୋକ୍ସ- ୭
ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା
Amul- The Taste of India
ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା
ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା
କୁରକୁରେ – ତେଢା ହେ ପର ମେରା ହେ !!!
ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।