Odia Hasa Katha- ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା, Amul- The Taste of India, ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା…

ନମସ୍କାର ବନ୍ଧୁଗଣ ଆମ ଜୀଵନ ର ଏହି ବ୍ୟସ୍ତତା ରୁ କିଛି ସମୟ ନିଜକୁ ଦେବା ଆବଶ୍ୟକ । ସର୍ଵଦା ଚିନ୍ତା,ଚାପ ରେ ରହିବା ଦ୍ୱାରା ଜୀଵନ ବହୁତ ଖରାପ ହୋଇ ଯାଏ ତେଣୁ ସେଥିପାଇଁ ଆମେ ଠିକ ଭାବରେ କୌଣସି କାମ କରି ପାରି ନଥାଉ କିମ୍ବା ଠିକ ରେ ଶୋଇ ମଧ୍ୟ ପାରନ୍ତି ନାହିଁ । ଠିକ ରେ ନ ଶୋଇବା କାରଣ ରୁ ବହୁତ ରୋଗ ମଧ୍ୟ ହୋଇଥାଏ । ତେଣୁ ସେଥି ପାଇଁ ଜୀବନରେ କିଛି ରିଲାକ୍ସ ପାଇବା ଚାଲନ୍ତୁ କିଛି ମଜାଦାରିଆ ଜୋକ୍ସ ବିଷୟରେ ଜାଣିନେବା ଏବଂ ଜୀଵନ ରେ ଟିକେ ଖୁସି ଭରି ଦେବା ।

ଜୋକ୍ସ- ୧

ଶାଳି- ଆଛା ଜିଜୁ ଗୋଟେ କଥା କହିଲ

ଶ୍ଵଶୁରଘରେ ଜୋଇଁର କଣ ପାଇଁ ଏତେ ସମ୍ମାନ କରାଯାଏ ?

ଜିଜୁ- କାହିଁକି ନା ଶ୍ବଶୁରଘର ଲୋକ ଜାଣନ୍ତି କି

ଇଏ ସେହି ମହାନ ବ୍ୟକ୍ତି

ଯିଏ ଆମ ଘରର ତୋଫାନକୁ ସମ୍ଭାଳିଛି ।

ଜୋକ୍ସ- ୨

ପତ୍ନୀ ଚିଲେଇକି କହିଲା- ଆଜି ସନ୍ଧ୍ୟାରେ ଶୀଘ୍ର ଘରକୁ ପଳେଈ ଆସିବ

ପତି- କାଇଁ କଣ ଖାସ ଅଛି କି ?

ପତ୍ନୀ- ବାପଘରୁ ସମ୍ପର୍କୀୟ ଆସୁଛନ୍ତି

ପତି- ମୋ ମୁଣ୍ଡ ଖରାପ କରନି

ମୁଁ ବହୁତ ବ୍ୟସ୍ତ ଅଛି, କିଏ କିଏ ଆସୁଛନ୍ତି ?

ପତ୍ନୀ- ମୋ ସାନ ଭଉଣୀ ଦୁଇ ଜଣ ଆସୁଛନ୍ତି ।

ପତି (ଖୁସି ହୋଇ)- ଆରେ ଡାର୍ଲିଂ,

ତୁମ ସମ୍ପର୍କୀୟ କିଏ ଆଉ ମୋ ସମ୍ପର୍କୀୟ କିଏ

ପକ୍କା ଟାଇମରେ ଆସିଯିବି ।

ଜୋକ୍ସ- ୩

ସୋନୁକୁ ଗୋଟେ ଝିଅ କାରରେ ଧ-କ୍କା ମା-ରି-ଦେ-ଲା ।

ଆ-ହ-ତ ହୋଇ ସେ ଡାକ୍ତରଙ୍କ ପାଖକୁ ଗଲା ।

କ୍ଷତ ବାନ୍ଧୁଥିବା ବେଳେ ଡାକ୍ତର ବାବୁ କହିଲେ:-

ଯଦି ତୁମେ ଦେଖିଲ କି ଝିଅଟି କାର ଚଲାଉଛି

ତା’ହେଲେ ତୁମେ ରାସ୍ତାରୁ ଦୂରେଇ ଗଲନି କାହିଁକି ?

ସୋନୁ ଏକଦମ ଚିଡି ଯାଇ କହିଲା:

ଆବେ କେଉଁ ରାସ୍ତା ? କେମିତି ରାସ୍ତା ?

ମୁଁ ତ ଗାର୍ଡେନରେ ଶୋଇଥିଲି ।

ଜୋକ୍ସ- ୪

ପତ୍ନୀ: ହେଲୋ! କୋଉଠି ଅଛ ?

ପତି: ମୋଟିବେଟ କରୁଛି ।

ପତ୍ନୀ: କାହାକୁ ?

ପତି: କାହାକୁ ମାନେ କଣ ?

ତୋର ୱେଟ କରିଛି ଗୋଟିଏ ଘଣ୍ଟା ହେଲାଣି… ମୋଟି !

ଜୋକ୍ସ- ୫

ଗୋଟେ ମ-ଦୁ-ଆ ହଲି ଝୁଲି ଘର ଘରକୁ ଯିବାବେଳେ ଅଚାନକ ଅଟକି ଗଲା…!

ସେ ଦେଖିଲା କି ପଛରେ ଦୁଇ ଜଣ ଝିଅ କେଉଁ କଥାରେ ଝ-ଗ-ଡା କରି କରି ଆସୁଛନ୍ତି…!

ପ୍ରଥମ ଝିଅ- ଭଗବାନ କରନ୍ତୁ ତୋ ବାହାଘର ଏହି ମ-ଦୁ-ଆ ସାଙ୍ଗରେ ହୋଇଯାଉ !

ଦ୍ଵିତୀୟ ଝିଅ- ନା, ଭଗବାନ କରନ୍ତୁ ୟା ସାଙ୍ଗେ ତୋ ବାହାଘର ହୋଇଯାଉ ।

ମ-ଦୁ-ଆ- ତା’ହେଲେ ମୁଁ ରହିବି ନା ପଳେଇବି ?

ଜୋକ୍ସ- ୬

ମୋଟୁ ଆଉ ପତଲୁ ନି-ଶା-ରେ ମଜି ରେଳ ଲାଇନର ମଝିଆ ମଝି ଯାଉଥିଲେ…!

ମୋଟୁ- ହେ ଭଗବାନ, ମୁଁ ଏତେ ସିଡି ଆଗରୁ କେବେ ବି ଚଢିନି !

ପତଲୁ- ଆରେ ସିଡି ତ ଠିକ ଅଛି

ମୁଁ ତ ଏଇ କଥାରେ ହଇରାଣ କି…

ଧରିବା ପାଇଁ ରେଲିଙ୍ଗ କେତେ ତଳେ ଲଗେଇଛନ୍ତି…!!

ଜୋକ୍ସ- ୭

ଝିଅଟି ର ଟି ଶର୍ଟ ରେ ଲେଖା ହୋଇଥିଲା

Amul- The Taste of India

ତା’କୁ ଦେଖି ସାନ୍ତା ବହୁତ ପ୍ରଭାବିତ ହେଲା

ଓ ନିଜ ପ୍ୟାଣ୍ଟ ରେ ଲେଖିଦେଲା

କୁରକୁରେ – ତେଢା ହେ ପର ମେରା ହେ !!!

ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *