‘ହଇରେ ମୋଦୀ ତୋର ଚ..ରେ କଣ ପୁରେଇଛୁ କି ? ତୁମ ଭାଗ୍ୟ ଭଲ କି…’ PM Narendra Modi ଙ୍କୁ କଟାକ୍ଷ କରି କିଛି ଏମିତି କହିଲେ Sura ଭାଇ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସୁର ଭାଇଙ୍କ ଲୋକପ୍ରିୟତା ଓଡିଶାରେ ବହୁତ ଅଧିକ ରହିଛି । ଜଣେ ରାଜନେତା ହୋଇ ସୁର ଭାଇ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅଧିକାଂଶ ସମୟ ସୁର ଭାଇ ନିଜ କଡା ବୟାନ ଓ ନିଜ ସମାଜସେବା ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ଗତ କିଛି ସମୟ ହେବ କିଛି ଅଲଗା କାରଣ ପାଇଁ ସୁର ଭାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି ।

ବନ୍ଧୁଗଣ ସୁର ଭାଇ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ସୁର ଭାଇ ନରେନ୍ଦ୍ର ମୋଦୀଙ୍କ ବିଷୟରେ ଯାହା ସବୁ କହିଛନ୍ତି ତାହା ଶୁଣିଲେ ଆପଣ ମାନେ ବି ମୁଣ୍ଡରେ ହାତ ଦେବେ । ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ମୋଦୀ ନରେନ୍ଦ୍ରଙ୍କ ବିଷୟରେ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଘୋର ଅନ୍ୟାୟ ମୁଁ ଘୋର ନିନ୍ଦା କରୁଛି । ଆରେ ନରେନ୍ଦ୍ର ମୋଦୀ ତୁମ ଭାଗ୍ୟ ଭଲ କି 140 କୋଟି ଲୋକଙ୍କ ଦେଶର ପ୍ରଧାନମନ୍ତ୍ରୀ ତୁମେ । ତୁମ ବାପା ଚାହା ଭେଣ୍ଡି ଫେଣ୍ଡି ବିଙ୍ଗୀ ହେଇଯାଇଥିଲା । ଏଡେ ବଡ ଭାରତ ବର୍ଷର ପ୍ରଧାନମନ୍ତ୍ରୀ ହେବା ପରେ ତମର ଜ୍ଞାନ ପରିବର୍ତ୍ତନ ହେଇନି ।

ଏଆଇସିସି ଗୋଟେ 140 ବର୍ଷର ଦଳ ତମେ ଆସିଛ ଏହି 10-20 ବର୍ଷ ହେଲା । ତୁମେ ତା ଭିତରେ ପୋଲିସ ଫୋର୍ସକୁ ପଠାଇ ନିରୀହ ସ୍ତ୍ରୀ ଲୋକଙ୍କୁ ମାଡ, ଗରିବ ଛାତ୍ର ଛାତ୍ରୀଙ୍କୁ ମାଡ, ମୁଲିଆଙ୍କୁ ମାଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛ । ଗଣତନ୍ତ୍ର ଲୋପ କରିଦେଲ ନରେନ୍ଦ୍ର ମୋଦୀ । ଆରେ ନରେନ୍ଦ୍ର ମୋଦୀ ଚାହା ବିକ୍ରି କରୁଥିଲୁ ତୁ ଦିନକୁ 4 ଥର ଡ୍ରେସ ଚେଞ୍ଜ କରୁଛୁ 30 ଲକ୍ଷ 35 ଲକ୍ଷ ଟଙ୍କାରେ ।

ତୋ ଚଡି ହେଉଛି ଦେଢ ଲକ୍ଷ । ତୋର କି ଚଡି କିଏ ହୀରା ପୁରେଇଛୁ କି ସେଥିରେ । ଆରେ ଆଲ୍ଲାଜୁକ 7 ଲକ୍ଷ ଟଙ୍କାର ଛତୁ ଖାଉଛୁ ଗରିବ ଲୋକଙ୍କର ଆମ୍ବାନୀ ଜରିଆରେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୁର ଭାଇ ନରେନ୍ଦ୍ର ମୋଦୀଙ୍କ ବିଷୟରେ କହିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *