ବିଜେପି ଦଳ ଜିତିଲା ପରେ ନିଜ ନେତାଙ୍କୁ ଏମିତି କହିଲେ, CM Naveen Patnaik

ପରାଜୟ ପରେ ମୁହଁ ଖୋଲିଲେ ନବୀନ ! ହଁ ଆଜ୍ଞା ପ୍ରଥମ ଥର ପାଇଁ ପରାଜୟ ହୋଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ବିଜୁ ଜନତା ଦଳର ପରାଜୟ ପରେ ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ କିଛି ଏଭଳି ଲେଖି ଶେୟାର କରିଛନ୍ତି । ତେବେ ସେ ଲେଖିଛନ୍ତି । ଯେ ଦଳମତ ନିର୍ବୀଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି ।

ହଁ ଆଜ୍ଞା ଏଭଳି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ । ଯାହାକୁ ଦେଖି ନବୀନ ପଟ୍ଟନାୟକଙ୍କ ସମର୍ଥକ ମାନେ ପୁରା ଭାବବିହ୍ଵଳ ହୋଇପଡିଛନ୍ତି । ତେବେ ନବୀନ ପଟ୍ଟନାୟକ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ହାରିଛନ୍ତି । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ସେ ପରାଜୟ ହୋଇଛନ୍ତି । ତେବେ ଭାରତୀୟ ଜନତା ପାର୍ଟିର ବିଜୟ ପରେ ବିଜେପି ସମର୍ଥକ ମାନଙ୍କ ମଧ୍ୟରେ ଖୁସି ଓ ଆଗ୍ରହର ଲହରୀ ଖେଳି ଯାଇଛି ।

ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଂଜିଳି ଓ ବଲାଙ୍ଗିର କଣ୍ଟାବାଞ୍ଜିରୁ ନିର୍ବାଚନ ଲଢୁଥିଲେ । ତେଣୁ ଉଭୟ ଆସନରେ ଜିତିବେ ବୋଲି ମଧ୍ୟ ସେ ଆଶାବାଦୀ ରହିଥିଲେ । ତେବେ ଗଞ୍ଜାମର ହିଂଜିଳିରୁ ନବୀନ ପଟ୍ଟନାୟକ ଜିତିଥିବା ବେଳେ କଣ୍ଟାବାଞ୍ଜିରୁ 2024 ନିର୍ବାଚନରେ ନବୀନ ପଟ୍ଟନାୟକ ହାରିଯାଇଛନ୍ତି । ଏଥିସହ ବିଜେଡି 49 ଟି ଆସନ ପାଇଥିବା ବେଳେ ଭାରତୀୟ ଜନତା ପାର୍ଟି ଠାରୁ ବିଧାନସଭାରେ ପରାଜୟ ହୋଇଛି ।

ତେବେ ଚଳିତ ବର୍ଷ ନିର୍ବାଚନରେ ବିଜେଡି ପରାଜୟ ହୋଇଥିବା ବେଳେ ଓଡିଶାରେ ଭାଜପା ସରକାର ଗଠନ ହେବାକୁ ଯାଉଛି । ଓଡିଶାରେ ବିଜେପି ପକ୍ଷରୁ ନୂତନ ମୁଖ୍ୟମନ୍ତ୍ରୀ ଆସନ୍ତା ଜୁନ 10 ରେ ଶପଥ ନେବାକୁ ଯାଉଛନ୍ତି । ତେବେ ଏହାରି ଭିତରେ ମାନ୍ୟବର ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡିଆରେ ଏଭଳି କିଛି ଲେଖି ପୋଷ୍ଟ କରିଛନ୍ତି । ଦଳମତ ନିର୍ବୀଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଓ ନେତାଙ୍କ ନିଷ୍ଠାପର ଉଦ୍ୟମ ଓ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *