ଗଙ୍ଗା ଠାରୁ ବି ଅଧିକ ପବିତ୍ର ଓ ସ୍ୱାମୀ ସୁହାଗିନୀ ହୋଇ ଥାନ୍ତି ଏହି 3 ଟି ନାମର ଝିଅ (Astrology)

ନମସ୍କାର ବନ୍ଧୁଗଣ ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ୩ ନାମ ର ନାରୀ ଗଙ୍ଗାଜଳ ଭଳି ପବିତ୍ର ଅଟନ୍ତି ବୋଲି କୁହାଯାଇଛି ଏବଂ ଏହା ମଧ୍ୟ କୁହାଯାଇଛି ଯେ, ଏହି ଝିଅ ମାନେ ନିଜ ଘରକୁ ସ୍ୱର୍ଗ ଭଳି ରଖନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୩ ନାମ ଥିବା ନାରୀ ମାନେ କିଏ ଅଟନ୍ତି । ଦୁନିଆ ରେ ବହୁତ କିଛି ଲୋକ ଅଛନ୍ତି ଯେଉଁମାନଙ୍କ ସ୍ଵଭାଵ ପରସ୍ପର ଠାରୁ ବହୁତ ଭିନ୍ନ । କିଛି ଲୋକଙ୍କ ଭିତରେ ବହୁତ ମାତ୍ରା ରେ ଭଲ ଗୁଣ ନିହିତ ହୋଇ ରହିଛି ତଥା ସେମାନେ ଗୁଣୀ ଅଟନ୍ତି ଏବଂ କିଛି ଲୋକଙ୍କ ମଧ୍ୟରେ ସେହି ଗୁଣ ନିହିତ ନାହିଁ ।

ତେବେ ଦୁନିଆ ରେ ସବୁ ବ୍ୟକ୍ତି ପରସ୍ପର ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବନ୍ଧୁଗଣ କିଛି ବ୍ୟକ୍ତି ଏମିତି ଅଛନ୍ତି ଯେଉଁମାନେ ପ୍ରଶଂସନୀୟ ଅଟନ୍ତି ଏବଂ କିଛି ବ୍ୟକ୍ତି ଏମିତି ଯିଏ କେବଳ ନିନ୍ଦା ର ଅଧିକାରୀ । ତେବେ ଆଜି ଆମେ କହିବା କୁ ଯାଉଛୁ ୩ଟି ନାମର ନାରୀ ଙ୍କ ସମ୍ପର୍କରେ ଯେଉଁମାନେ ପ୍ରଶଂସା ର ପାତ୍ର ଏବଂ ତାଙ୍କ ଗୁଣ ଏବଂ ବ୍ୟବହାର ପାଇଁ ତାଙ୍କୁ ଗଙ୍ଗା ଭଳି ପବିତ୍ର ବୋଲି ମଧ୍ୟ କୁହାଯାଏ ।

୧- ପ୍ରଥମରେ ହେଉଛି R ଅକ୍ଷର ଥିବା ଝିଅ । ତେବେ ଏହି ଅକ୍ଷର ଥିବା ନାରୀ ବହୁତ ଭଲ ଅଟନ୍ତି । ଏମାନେ ସର୍ବଦା ନିଜର କାର୍ଯ୍ୟ ଦ୍ଵାରା ସମସ୍ତଙ୍କ ମନକୁ କିଣି ନିଅନ୍ତି । ଏହି ନାରୀ କେବେ ବି କୌଣସି ବ୍ୟକ୍ତି ର ମନ ଦୁଃଖ କରନ୍ତି ନାହିଁ । ଏମାନଙ୍କ ସ୍ଵଭାଵ ବହୁତ ଭଲ ଅଟେ ଏବଂ ଏମାନେ ସମସ୍ତଙ୍କ ସହ ବିନମ୍ରତା ସହ ବ୍ୟବହାର କରନ୍ତି । ଏହି ନାରୀ ମାନେ ବିନା କାରଣରେ କେବେ ବି କାହାକୁ କିଛି କୁହନ୍ତି ନାହିଁ ଏବଂ ସମସ୍ତଙ୍କ ସହ ଭଲ ସଂପର୍କ ରଖନ୍ତି । ଏହି ନାରୀ ମାନେ କୌଣସି ବ୍ୟକ୍ତି କୁ ଘୃଣା କରନ୍ତି ନାହିଁ ।


୨- ଦ୍ଵିତୀୟ ରେ ହେଉଛି K ଅକ୍ଷର ଥିବା ଝିଅ । ତେବେ ଯଦି ଏହି ଅକ୍ଷରର ନାରୀ ମାନଙ୍କ ବିଷୟରେ କୁହାଯିବ ତେବେ ଏମାନଙ୍କ ସ୍ଵଭାଵ ବହୁତ ଶାନ୍ତ ଏବଂ ସରଳ ହୋଇଥାଏ । ଏହି ନାରୀ ମାନେ ପ୍ରତ୍ୟେକ ପ୍ରାଣୀ ଙ୍କ ପାଇଁ ନିଜ ମନରେ ଦୟା ଭାବ ରଖିଥାନ୍ତି । ଏହି ନାରୀ ମାନେ ସେହି ବ୍ୟକ୍ତିଙ୍କ ଠାରୁ ଦୂର ରେ ରୁହନ୍ତି ଯିଏ ଏମାନଙ୍କୁ ଦୁଃଖ ପହଞ୍ଚାଇ ଥାଏ ଏବଂ ତାଙ୍କ ମନକୁ କଷ୍ଟ ଦେଇଥାଏ । ଏହି ନାରୀ ମାନଙ୍କ ର ନିଜର ଏକ ସ୍ୱତନ୍ତ୍ର ସ୍ଵଭାଵ ରହିଥାଏ ଏବଂ ଏମାନେ ନିଜ ଜୀବନ କୁ ସାଧା ସିଧା ଭାବରେ ରହିବା କୁ ଅଧିକ ମାତ୍ରା ରେ ପସନ୍ଦ କରନ୍ତି ।


୩- ତୃତୀୟ ରେ ହେଉଛି T ଅକ୍ଷର ଥିବା ଝିଅ ମାନେ । ତେବେ ଏହି ଅକ୍ଷର ର ନାମ ଥିବା ନାରୀ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ମନରୁ ବହୁତ ସଫା ଏବଂ ପବିତ୍ର ହୋଇଥାନ୍ତି । ଏମାନେ କେବେ କାହା ମନରେ ଦୁଃଖ ଦିଅନ୍ତି ନାହିଁ । ଏମାନଙ୍କର ସବୁଠାରୁ ଭଲ ଗୁଣ ହେଉଛି, ଏମାନେ ଅନ୍ୟ ର ଦୁଃଖ କୁ ନିଜ ଦୁଃଖ ବୋଲି ମାନି ନିଅନ୍ତି ଏବଂ ସର୍ବଦା ସମସ୍ତଙ୍କୁ ସାହାଯ୍ୟ କରିଥାନ୍ତି । ଏମାନେ ସମସ୍ତଙ୍କୁ ଖୁସି ଦେଇଥାନ୍ତି କିନ୍ତୁ ଏହା ବଦଳ ରେ କିନ୍ତୁ ଏମାନଙ୍କୁ ଦୁଃଖ ମିଳିଥାଏ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *