ଗଜବ ହେଇଗଲା: ଦେଖନ୍ତୁ କେମିତି 2 ଟି ସିଂହ ଉପରେ ଭାରି ପଡିଗଲା ଗୋଟିଏ ବଳଦ, ଭିଡିଓ ଦେଖିଲେ ଆପଣଙ୍କ ହୋସ ଉଡିଯିବ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ଓ ଇଣ୍ଟର୍ନେଟର ବ୍ୟବହାର କରୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ କିଛି ଏଭଳି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେଉଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।

ଆଜି ଆମେ ଆପଣ ମାନଙ୍କୁ ଏହି ସବୁ ଭିଡିଓ ଗୁଡିକ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ବନ୍ଧୁଗଣ ଗୁଜୁରାଟର ଜୁନାଗଡରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଏହି ଘଟଣାଟି ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ତେବେ ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ରାତିରେ ଦୁଇଟି ବାଘୁଣୀ ଜୁନାଗଡର ଗୋଟେ ଗାଁ ଭିତରେ ଶିକାର କରିବା ପାଇଁ ପଶି ଯାଇଥିଲେ ।

ଦୁଇ ବାଘୁଣୀ ହାବୁଡରେ ଗୋଟେ ବାଛୁରି ପଡି ଯାଇଥିଲା । ଦୁଇ ବାଘୁଣୀ ବାଛୁରିକୁ ନିଜ ଶିକାର କରିବା ପାଇଁ ବହୁତ ଚେଷ୍ଟା କରିଲେ ହେଲେ ବାଛୁରି ନିଜ ଶୁଣ୍ଢରେ ବାଘୁଣୀକୁ ଡରାଇ ନିଜ ଜୀବନ ବଞ୍ଚାଇ ପାରିଲା ଓ ସେହି ସ୍ଥାନରୁ ଚମ୍ପଟ ମାରିଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ଘଟଣାଟି ଲଣ୍ଡନରେ ଘଟିଛି । ଆପଣ ମାନେ ସମସ୍ତେ କେଏଫସି ଚିକେନ ନିଶ୍ଚୟ ଖାଇଥିବେ । ତେବେ ଲଣ୍ଡନରେ ଜଣେ ମହିଳା କେଏଫସି ଚିକେନ ୱିଙ୍ଗସ ମଗାଇ ଥିଲେ ହେଲେ ତାଙ୍କୁ ଏକ କୁକୁଡା ମୁଣ୍ଡ ପ୍ଯାକେଟରୁ ମିଳିଥିଲା । ଏହା ପରେ ମହିଳା ଖାଦ୍ୟକୁ ଫିଙ୍ଗି ଦେଇଥିଲେ ଓ ସୋସିଆଲ ମିଡିଆରେ ଏହି ଫଟୋଟିକୁ ଅପଲୋଡ କରିଥିଲେ । କେଏଫସି କମ୍ପାନୀ ନିଜ ଭୁଲ ସ୍ଵୀକାର କଲା ଓ ମହିଳାଙ୍କୁ ପରିବାର ସହ ଆସିବା ପାଇଁ ନିମନ୍ତ୍ରଣ କରିଲା ।

୩. ବନ୍ଧୁଗଣ ଆମ ଲିଷ୍ଟର ଶେଷ ଭିଡିଓରେ ଜଣେ ଯୁବକ ଆକାଶରେ ଉଡୁଥିବାର ନଜର ଆସୁଛି । ଏହି ଘଟଣାଟି ହେଉଛି ଶ୍ରୀଲଙ୍କାର ଜାଫନାର । ଯୁବକ ଜଣକ ଗୁଡି ଉଡାଇବା ସମୟରେ ପବନର ବେଗ ଅଧିକ ହୋଇଥିବାରୁ ସେ ଗୁଡି ସହ ଆକାଶରେ ଉଡି ଯାଇଥିଲେ କମ ସେ କମ ସେ ୧୫ ମିନିଟ ପର୍ଯ୍ୟନ୍ତ ଆକାଶରେ ଉଡି ରହିଥିଲେ ।

ହେଲେ ଗୁଡିଟି ତଳକୁ ଖସିବା ମାତ୍ରେ ଯୁବକ ସୂତା ଛାଡି ତଳେ ପଡିଯାଇଥିଲେ ।ଯୁବକ ଅଳ୍ପ ମାତ୍ର ଆହାତ ହୋଇଛନ୍ତି । ବନ୍ଧୁଗଣ ଏହି ଘଟଣାର ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଭାଇରାଲ ହେଉଥିବା ଏହି ସବୁ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *