ଲୁହ ଝରାଉଛନ୍ତି ରାମାୟଣର ସୀତା.. ଅଭିନେତ୍ରୀ Dipika chikhilia ଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ

ମା’ ସୀତାଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ ! ହଁ ଆଜ୍ଞା ଅଭିନେତ୍ରୀ ଦୀପିକା ଚିଖଲିୟା ବା ଯାହାଙ୍କୁ ଆପଣ ମାତା ସୀତା ଚରିତ୍ରରେ ଖୁବ ସାରା ଭଲ ପାଇବ ଅଓ ସମ୍ମାନ ଦେଇଆସିଛନ୍ତି । ରାମାନନ୍ଦ ସାଗରଙ୍କର ରାମାୟଣରେ ସୀତା ଚରିତ୍ରରେ ସେ ଅଭିନୟ କରି ଖୁବ ଲୋକପ୍ରିୟତା ଅର୍ଜନ କରିପାରିଥିଲେ । ଯାହା ଦ୍ଵାରା ସେ ଦର୍ଶକଙ୍କ ମନରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ହାସୀଲ କରିପାରିଥିଲେ । ଯେଉଁଥି ପାଇଁ ଏହି ଅଭିନେତ୍ରୀ ଜଣଙ୍କୁ କିଏ ଅବା ନଜାଣେ ।

ସେ ଅଭିନେତ୍ରୀ ଦୀପିକା ଚିଖଲିୟା ଠାରୁ ସୀତା ମା’ ଙ୍କ ଚରିତ୍ରରେ ଅଭିନୟ କରି ସେହି ନାମରେ ବହୁତ ଜଣାଶୁଣା ଅଟନ୍ତି । ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କ ଠାରେ ଅନେକ ଲୋକ ମା’ ସୀତାଙ୍କର ପ୍ରତିଛବି ଦେଖିବାକୁ ପାଇଥାନ୍ତି । ଗତ ନିକଟ ଅତୀତରେ ଅଯୋଧ୍ୟାର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳିଥିଲା । ହେଲେ ସେହି ଅଭିନେତ୍ରୀ ଜଣଙ୍କୁ ବର୍ତ୍ତମାନ ବହୁତ ଦୁଃଖୀତ ଅବସ୍ଥାରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

ତେବେ ଅଭିନେତ୍ରୀ ଦୀପିକାଙ୍କ ଏହି ଦୁଃଖ ପଛର କାରଣ ହେଉଛି । ତାଙ୍କର ଅତି ପ୍ରିୟ ପୋଶ କୁକୁରଟି ତାଙ୍କୁ ଛାଡିକୁ ଆରପାରିକୁ ଚାଲି ଯାଇଛି । ଯେଉଁ କାରଣରୁ ଦୀପିକା ଏହି ଦୁଃଖରେ ଭାଙ୍ଗି ପଡିଛନ୍ତି । ଏଥିସହ ଏହି ଦୁଃଖରେ ଅତ୍ୟନ୍ତ ମର୍ମାହତ ମଧ୍ୟ ହୋଇଛନ୍ତି । ହଁ ଆଜ୍ଞା ଯେତେବେଳେ କୌଣସି ବ୍ୟକ୍ତି ନିଜତ ଅତି ପ୍ରିୟର ଜିନିଷ ବା ବ୍ୟକ୍ତି କିଛି ବି ହରାଇଥାଏ । ସେତେବେଳେ ସେ ବହୁତ ଦୁଃଖୀତ ହୋଇଯାଇଥାଏ ।

ଏହି ଯେପରି ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କୁ ତାଙ୍କ ପୋଷା କୁକୁରଟି ଛାଡି ଆରପାରିକୁ ଚାଲିଆଜିଛି ବୋଲି ସୋସିଆଲ ମିଡିଆରେ ଅଭିନେତ୍ରୀ ଜଣଙ୍କ ନିଜ ଶେୟାର କରିଛନ୍ତି । ଯେଉଁଥିରେ ସେ ବହୁତ ଦୁଃଖୀ ଅଛନ୍ତି ବୋଲି ମଧ୍ୟ ଜଣାଇଛନ୍ତି । ତେବେ ଏଠାରେ ଆମେ କହି ରଖିବା ପାଇଁ ଚାହିଁବୁ । ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କର ମାତା ସୀତା ଚରିତ୍ରରେ ସେହି ଜୀବନ୍ତ ଅଭିନୟକୁ ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକେ ଭୁଲିପାରିନାହାନ୍ତି । ଯେଉଁଥି ପାଇଁ ମାତା ସୀତାଙ୍କ ପରି ଅଭିନେତ୍ରୀ ଦୀପିକା ଚିଖଲିୟାଙ୍କୁ ମଧ୍ୟ ଲୋକମାନେ ସେହିପରି ଅନେକ ସମ୍ମାନ ଓ ଭଲ ପାଇବା ଦେଇ ଆସିଛନ୍ତି । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *