ବିବାହ ବନ୍ଧନରେ ବାନ୍ଧି ହେଲେ ଗୁଡୁ, ଦେଖନ୍ତୁ କାହାକୁ ବାହାହେଲେ

ନମସ୍କାର ବନ୍ଧୁଗଣ ଆପଣଙ୍କୁ ସ୍ୱାଗତ ଜଣାଉଛୁ ଆମ ପୋଟାଲକୁ । ବୋହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଓଲିଉଡ ଜଗତର ଜବରଦସ୍ତ କମେଡିଆନ ଗୁଡୁ ଏବେ ମାମାଙ୍କ ବିବାହ ବନ୍ଦନରେ ବାନ୍ଧିହେବାକୁ ଯାଉଛନ୍ତି । ଆସନ୍ତୁଜାଣିବା ତାଙ୍କ ବିବାହସଂପର୍କରେ । ବନ୍ଧୁଗଣ ଆପଣମାନେ ପ୍ରତିଦିନ ଆମ ଓଡ଼ିଆଫିଲ୍ମ ନିଶ୍ଚିତଭାବେ ଦେଖୁଥିବେ ତେବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ହାସ୍ୟ ଅଭିନେତା ଗୁଡୁଙ୍କ ବିଷୟରେ ବେଶ୍ ଆପଣଙ୍କୁ ଭଲଭାବେ ଜଣାଥିବ ।

ଯିଏକି ସମସ୍ତଙ୍କ ହୃଦୟରେ ଆଜିକୁ ପ୍ରାୟ ୧୯ ବର୍ଷହେବ ରାଜ୍ କରିଆସୁଛନ୍ତି । ସେଏବେ ମାମାଙ୍କ ହୃଦୟ ରେ ରାଜ୍ କରିବାକୁ ଯାଉଛନ୍ତି । ତାହାଫୁଣି ସମ୍ପୂର୍ଣ୍ଣଅଲଗା ଆଉ ନିଆରା ଢଙ୍କରେ । ଗୁଡୁଙ୍କ ଜନ୍ମସ୍ଥାନ ଭୁବନେଶ୍ୱର ତାଙ୍କର ପୁରାନାମ ସ୍ୱାଆନ ସୁମନ ନାୟକ ତାଙ୍କୁଶ୍ରଦ୍ଧାରେ ଗୁଡୁ ବୋଲି ଡାକନ୍ତି ।

 

ଗୁଡୁଙ୍କ ବାପାଜଣେ ସରକାରୀ କର୍ମଚାରୀ ଏବଂ ମାଆ ଜଣେ ମେକପ ଆଟିଷ୍ଟ । ଗୁଡୁ ତାଙ୍କ ବାପାମାଆଙ୍କଏକମାତ୍ର ଯୋଗ୍ୟସନ୍ତାନ । ପରିବାର କହିବାକୁ ଗଲେ ଏହି ତିନି ଜଣଙ୍କୁ ବୁଝାଏ । ଗୁଡୁ ପ୍ରଥମେ ସମୟ ଶିଶୁ କଳାକାରଭାବେ ଚକାଭଉଁରୀ ଫିଲ୍ମିରେ ଅଭିନୟକରି ଲୋକପ୍ରିୟ ଭାବେ ପରିଚିତଥିଲେ । ପପୁ ଭାଇଙ୍କ ସହ ଫାଲତୁକଥା ସିରିଏଲରେ ଆସି ସେ ବୋହୁତ ଚର୍ଚିତ ହେଲେ । ରଙ୍ଗିଲା ଟୋକା ଏବଂ ବାଳୁଙ୍କା ଟୋକା ଆଦି ଫିଲ୍ମରେ ଅଭିନୟ କରିଥିଲେ । କିଛିଦିନ ଫିଲ୍ମିରେ କାମ କରିବାପରେ ସେଏବେ ଭୁବନେଶ୍ୱର ନୟାପଲ୍ଲୀ ଛକରେ ଗୋଟିଏ ବିଉଟିପାଲର କରିଛନ୍ତି କୋ-ର-ନା ମହାମାରୀ ଯୋଗୁଁସେ ଏବେ ବନ୍ଦଅଛି ।

ଗୁଡୁଙ୍କ ପରିବାରର ସମସ୍ତସଦସ୍ୟ ଉଚ୍ଚଶିଖିତ ଅଟନ୍ତି କିନ୍ତୁ ଗୁଡୁ ବାଲୁଙ୍କା ଟୋକାରେ ଅଭିନୟ କରୁକରୁ ପ୍ରକୃତରେ ସେଏବେ ବାଳୁଙ୍କା ପ୍ରେମରେ ପଡି କେନ୍ଦ୍ରାପଡା ର ରାଜନଗରରେ ପଡୁଥିବା ଜଣେ +୩କଳା ମେଧାବୀ ଛାତ୍ରୀ ପ୍ରିୟଙ୍କା ନାୟକ(ମାମା) ବୋହୁତଦିନ ହେବ ପ୍ରେମବନ୍ଦନରେ ଉଭୟ ବାନ୍ଧି ହୋଇଥିଲେ । ମାମାଙ୍କ ଘରମଧ୍ୟ ରାଜନଗର ରେ ଅଟେ କୋରନା ମହାମାରୀ ଯୋଗୁ ବିବାହ କରିପାରିନଥିଲେ ।

 

ପ୍ରିୟଙ୍କା ଜଣେ ମେଧାବୀ ଛାତ୍ରୀ ଥିଲେ ବାପା ତାଙ୍କ ବାପା ମଧ୍ୟ ଜଣେ ବେବସାୟ କରି ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ପ୍ରିୟଙ୍କା କେବେ ସ୍ଵପ୍ନରେବି ଭାବିନଥିଲେ ଏମିତି ବରପାଇବେ ବୋଲି ଗୁଡୁଙ୍କୁ ପାଇଁ ସେଏବେ ବୋହୁତ ଖୁସି ଅନୁଭବକରୁଛନ୍ତି । ସରକାର ଙ୍କ ଗାଇଡ଼ ଲାଇନ ଅନୁସାରେ କମଅତିଥି ମଧ୍ୟ୍ୟରେ ଏହିବିବାହ କାର୍ଯ୍ୟ ଉଭୟପକ୍ଷ ସମ୍ପୂର୍ଣ୍ଣ କରିଥିଲେ ।

Leave a Reply

Your email address will not be published. Required fields are marked *