ସବୁ ସମୟରେ ଶା-ରୀ-ରି-କ ସମ୍ପର୍କ ରଖିବାକୁ କରୁଥିଲା ବାଧ୍ୟ ତ ସ୍ଵାମୀକୁ ମା-ରି-ଦେ-ଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ବନ୍ଧୁଗଣ ନମସ୍କାର ଆମପୋଟାଲ କୁ ସ୍ୱାଗତ ଜଣାଉଛୁ । ଆପଣମାନେ ପ୍ରତିଦିନ ଖବରକାଗଜ ପଡୁଥିବେ ସେଥିରେ କିଛି ଘଟଣା ଆଉ ଦୁ-ର୍ଘ-ଟ-ଣା ସମ୍ବନ୍ଧରେ ଖବର ଆପଣ ପାଇଥିବେ । ଆପଣମାନେ ଶୁଣିଥିବେ ଯୌ-ତୁ-କ ପାଇଁ ଝିଅକୁ ଶାଶୁଘରେ ତାର ସ୍ୱାମୀ ନି-ର୍ଯା-ତ-ନା ଦେଇ ମା-ରି ଦେବାର । କିନ୍ତୁ କେବେ ଶୁଣି ନଥିବେ ସେ-କ୍ସ ପାଇଁ ସ୍ୱାମୀକୁ ଝିଅ ମା-ରି-ଦେ-ବା-ର । ଆମେ ଆଜି ଆପଣ ଙ୍କୁ ଏମିତି ଗୋଟାଏ ପୁଅ ଝିଅ ବିଷୟରେ କହିବାକୁ ଯାଉଛୁ ଯାହାକି ସେ-କ୍ସ କରିବାକୁ ବାରମ୍ବାର କହିବାରୁ ଝିଅ ତାର ସ୍ୱାମୀ ହ-ତ୍ୟା କରିଲା ଯାହାକି ଆପଣ ଶୁଣିଲେ ଆର୍ଶ୍ଚୟ୍ଯ ହେବେ ।

ବନ୍ଧୁଗଣ ଆପଣମାନେ ଜାଣିଥିବେ ଗୋଟିଏ ଝିଅ ଆଉ ପୁଅ ବିବାହ ପରେ ଦୁହେଁ ଦୁହିଁଙ୍କ ର ଶା-ରୀ-ରି-କ ସମ୍ପର୍କ ନିହାତି ଭାବେ ରହେ । ଏହି ସମ୍ପର୍କ ଦୁହିଁଙ୍କ ବୁଝାବଣାରେ ହିଁ ହୋଇଥାଏ । ଆମେ ଆଜି କହୁଛୁ ଏମିତି ଏକ ଘଟଣା ବିଷୟ ରେ ଯାହାକି ସେ-କ୍ସ ପାଇଁ ଗୋଟିଏ ସ୍ବାମିକୁ ହ-ତ୍ୟା କରିଲା ସ୍ତ୍ରୀ ।

କଟକ ଜିଲ୍ଲାର ମଙ୍ଗଳପୁର ଥାନା ଏସଲାମପୁର ଗ୍ରାମର ସୁବାସ କୁଅଁର ନାମକ ଜଣେ ବେକ୍ତି ମଙ୍ଗଳପୁର ବାଳିକା ବିଦ୍ୟାଳୟ ନିକଟରେ ରହୁଥିଲେ । ସୁବାସ କୁଅଁରକୁ ଗ୍ରାମ ରେ ଅଟଳ ବୋଲି ଡାକନ୍ତି । ସେ ଯେଉଁଠି ରହୁଥିଲେ ତଳମହଲା ରେ ତାଙ୍କ ପୁଅ ଏବଂ ପତ୍ନୀ ଉଭୟ ରହୁଥିଲେ । ଅନ୍ୟ କୋଠରୀ ମାନଙ୍କ ରେ ତାଙ୍କ ଶାଶୁ, ଶାଶୂର ଆଉ ଶାଳୀ ସଂଯୁତା ବିଶ୍ୱାଳ ରହୁଥିଲେ ।

ପ୍ରତ୍ୟେକଦିନ ଅଟଳ ଆଉ ତାଙ୍କ ପତ୍ନୀ ମମତା ଆଉ ପୁଅ ଓଁମ ପ୍ରକାଶ ଖାଇସାରିଲେ ପରେ ଘୋର ନିଦ୍ରା ରେ ଶୋଇରୁହଁନ୍ତି । ସେଦିନ ସୋମବାର ହୋଇଥାଏ ରାତ୍ର ପ୍ରାୟ ୧୨ ଟା ସମୟ ଅଟଳଙ୍କ ଏକ ବି-କ-ଟା-ଳ ଶବ୍ଦ ଶୁଣିବାକୁ ପାଇଲେ ତାଙ୍କ ଶା-ଳୀ ସଂଜୁଟା ବିଶ୍ୱାଳ । ନିଦରୁ ଉଠି ତାଙ୍କ ପାଖ କୋଠରୀ ରେ ଶୋଇଥିବା ଭେଣେଇ, ଭଉଣୀ କୁ ଡାକପକେଇଲେ ଯାହାକି ସେ ଶୁଣି ନଥିଲେ । ଉପର ମହଲରେ ରହୁଥିବା ଘର ମାଲିକଙ୍କୁ ଡାକ ପକେଇଲେ ଘର ମାଲିକ ଆସି ଦେଖିଲାବେଳକୁ ଅଟଳ ଖଟଉପରେ ଚିତ ହୋଇ ପଡିଥିଲେ ଅଟଳ ।

ସାଙ୍ଗେସାଙ୍ଗେ ମେଡ଼ିକାଲ ନେଇ ଯାଇଥିଲେ ଘର ମାଲିକ କିନ୍ତୁ ତାଙ୍କ ପତ୍ନୀ ତାଙ୍କ ସହ ଯାଇ ନଥିଲେ । ମେଡ଼ିକାଲ ରେ ପହଞ୍ଚିବାପରେ ଡାକ୍ତର ଅଟଳକୁ ମୃ-ତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟେ ମମତା ତାଙ୍କ ଘରର ଶଯ୍ୟା ଆଉ ବାରଣ୍ଡା ସଫାସୁତୁରା କରୁଥିଲେ । ଏହି ଅଟଳଙ୍କ ମୃ-ତ୍ୟୁ ଘଟଣା ଏକ ହ-ତ୍ୟା କା-ଣ୍ଡ ବୋଲି ଡାକ୍ତର ପ୍ରଥମ ଦିନରୁ କହିଥିଲେ । ଯାହାକି ତାଙ୍କ ପତ୍ନୀ ଉପରେ ସମସ୍ତ ଙ୍କ ସନ୍ଦେହ ରହୁଥିଲା ।

ପୋ-ଲି-ସ-ର ତତ୍ୱଅଭଧାନ ରେ ପତ୍ନୀ ମମତା ଙ୍କୁ ପ୍ରଥମେ ପଚାରାଉଚାର କରିବାରୁ ସେ ମାନିନଥିଲେ ପରେସେ ୬୦ଘଣ୍ଟା ଜେରା ପରେସେ ମାନିଥିଲେ ନିଜଦୋଷ କୁ ସେ ନିଜେ ସ୍ୱୀକାର କରିଥିଲେ ଏବଂ କହିଲେ ୧୯ ତାରିଖ ଦିନ ରାତିରେ ମୋ ସ୍ୱାମୀ ଅଟଳ ସେ ଦିନ ମ-ଦ ପିଇକି ଆସିଥିଲେ । ଖାଇବାକୁ ମାଗିଲେ ପତ୍ନୀ ମମତା ଭଜା ଏବଂ ରୁଟି ଦେଇଥିଲେ ସେଖାଇକି ଉଭୟ ଶୋଇବାକୁ ଯାଇଥିଲେ । ଶୋଇବା ସମୟ ଅଟଳ ଶା-ରୀ-ରି-କ ସ-ମ୍ପ-ର୍କ ରଖିବାକୁ କହିଥିଲେ କିନ୍ତୁ ପତ୍ନୀ ମମତା କିଛି ଦିନ ତଳେ ଅ-ସ୍ତ୍ରୋ-ପ-ଚା-ର ହୋଇ ଆସିଥିଲେ ସେଥିପାଇଁ ସେ ସିଧାସଳଖ ମନାକରିଥିଲେ ।

ସ୍ୱାମୀ ସ୍ତ୍ରୀ ଉଭୟ ଙ୍କ ମଧ୍ୟ୍ୟରେ ବୋହୁତ ଜୋର ଜଗଡା ହେଲା ଯାହାକି ଅଟଳ ପତ୍ନୀ ମମତା ଙ୍କ ପେଟ ରେ ବୋହୁତ ଆ-ଘା-ତ ଦେଲା ଏହି ଆ-ଘା-ତ ସହି ନ ପାରି ପାଖରେ ଥିବା ତକିଆ କୁ ପତ୍ନୀ ଅଟଳ ଙ୍କ ମୁହଁକୁ ଚା-ପି-ଦେ-ବା ସହ ହାତ ରେ ବେକ କୁ ଚି-ପି ଦେଇଥିଲେ ଯାହାଫଳରେ ଅଟଳ ଙ୍କ ମୃ-ତ୍ୟୁ ହୋଇଥିଲା । ତାଙ୍କୁ ଆଜି ଧାରା୩୦୨ ପୋଲିସ କେସ ନମ୍ବରକେସ୍‌ ନଂ. ୩୬୫/୨୧ ଅନୁସାରେ ଭାରତୀୟ ଦ-ଣ୍ଡ ଅନୁସାରେ ତାଙ୍କୁ ଦ-ଣ୍ଡ ବିଧାନ କରି ହାଜତ କୁ ନିଆ ଯାଇଛି । ଯଦି ଏମିତି ପୁରୁଷ ଦୁନିଆ ରେ ଯଦି ରହିବେ ନାରୀ ସମାଜ ଆଉ ରହିବ ନାହିଁ ।

Leave a Reply

Your email address will not be published. Required fields are marked *