Vastu Shastra- ମକର ସଙ୍କ୍ରାନ୍ତି ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 4 ଟି କାମ, ହୋଇଥାଏ ଅନର୍ଥ !

ବନ୍ଧୁଗଣ ମକର ସଙ୍କରାନ୍ତି ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ପୌଷ ମାସରେ ପାଳନ କରାଯାଏ ଏହା ହେଉଛି ଏକ ପ୍ରମୁଖ ଭାରତୀୟ ପର୍ବ । ଏହା ହେଉଛି ଏକ ଏପରି ପର୍ବ ଯାହା ଗୋଟିଏ ତିଥି ୧୪ ଜାନୁୟାରୀରେ ପାଳନ କରାଯାଏ । ବହୁତ କମ ଥର ଏହି ପର୍ବ ୧୩ ଜାନୁୟାରୀ ଓ ୧୫ ଜାନୁୟାରୀରେ ପଡିଥାଏ । ଜ୍ୟୋତିଷ୍ୟ ଗଣନା ଅନୁସାରେ ବି ଏହା ଏକ ମହତ୍ଵପୂର୍ଣ୍ଣ ପର୍ବ ଅଟେ । ଏହି ଦିନରେ ସୂର୍ଯ୍ୟ ଦେବତା ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରନ୍ତି ।

ବନ୍ଧୁଗଣ ଏହି ମକର ସଙ୍କ୍ରାନ୍ତିରେ ଭୁଲ ସେ ମଧ୍ୟ କିଛି କାମ କରିବା ଉଚିତ ନୁହେଁ ଏହା କରିବା ଦ୍ଵାରା ପର୍ବର ସକରାତ୍ମକତା ଶେଷ ହୋଇଥାଏ ଆଉ ମଣିଷକୁ ତାର ବିପରୀତ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସବୁ କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ମକର ସଙ୍କ୍ରାନ୍ତି ଦିନ ଭୁଲ ସେ ମଧ୍ୟ କରିବେ ନାହିଁ ।

୧. ବନ୍ଧୁଗଣ ଏହି ସଙ୍କ୍ରାନ୍ତି ସୂର୍ଯ୍ୟ ଓ ଶନିଙ୍କ ପାଇଁ ମାନା ଯାଇଥାଏ । ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଏବଂ ଶନି ଦଶା ଖରାପ ଥାଏ ତେବେ ଆପଣଙ୍କୁ ଏହି ଦିନରେ ବିଶେଷ ସାବଧାନତା ପାଳନ କରିବା ଉଚିତ । ଏହି ଦିନରେ ଆପଣ ମାନେ ପ୍ରାତଃ କାଳରୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଓ ସନ୍ଧ୍ୟା ସମୟରେ ଶନି ମନ୍ଦିର ଯାଇ ତେଲ ନିଶ୍ଚୟ ଚଢାନ୍ତୁ ।

୨. ସଙ୍କ୍ରାନ୍ତି ଦିନ ଦାନ ଧର୍ମର ବିଶେଷ ମହତ୍ଵ ରହିଛି । ଏହି ଦିନ ଅର୍ଣ୍ଣ, ତେଲ, ଗୁଡ, ଚାଉଳ କିମ୍ବା ଅନ୍ୟ ଉପଯୋଗୁ ବସ୍ତୁର ଦାନ ନିଶ୍ଚୟ କରନ୍ତୁ । କୌଣସି ଅସହାୟଙ୍କୁ ଏବଂ ସାଧୁ ସନ୍ଥଙ୍କୁ ଆପଣଙ୍କ ଘରୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ । ସେମାନଙ୍କ ଅପମାନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ ।

୩. ସଙ୍କ୍ରାନ୍ତି ଦିନ ସ୍ନାନର ବିଶେଷ ମହତ୍ଵ ରହିଛି । ଏହି ଦିନରେ ବିନା ସ୍ନାନରେ ଅର୍ଣ୍ଣ ସେବନ ଭୁଲ ସେ ମଧ୍ୟ କରନ୍ତୁ ନାହିଁ । ଆପଣ ମାନେ କୌଣସି ନଦୀରେ ଯାଇ ସ୍ନାନ କରିପାରିବେ ନଚେତ ଘରେ ସ୍ନାନ କରିବା ସମୟରେ ଅଳ୍ପ ଗଙ୍ଗା ଜଳର ବ୍ୟବହାର ନିଶ୍ଚୟ କରନ୍ତୁ ।

୪. ମକର ସଙ୍କ୍ରାନ୍ତି ଦିନ ସ୍ତ୍ରୀଙ୍କୁ ନିଜ କେଶ ଧୋଇବା ଉଚିତ ନୁହେଁ  । ଏହା ସହିତ ଏହି ସଙ୍କ୍ରାନ୍ତି ଦିନ କେଶ ଏବଂ ନଖ କାଟିବା ଉଚିତ ନୁହେଁ । ଯଦି ଆପଣ ଏଭଳି ଭୁଲ କରନ୍ତି ତା ହେଲେ ଆପଣଙ୍କୁ ଏହାର କୁପରିଣାମ ସହିବାକୁ ପଡିପାରେ । ତେଣୁ ବନ୍ଧୁଗଣ ମକର ସଙ୍କ୍ରାନ୍ତି ଦିନ ଭୁଲ ସେ ମଧ୍ୟ ଏହି ସବୁ ଭୁଲ ଗୁଡିକ କରିବେ ନାହିଁ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *