ମକର ସଙ୍କ୍ରାନ୍ତି ଦିନ ଚୁପଚାପ ଖାଇ ନିଅନ୍ତୁ ଏହି 1 ଜିନିଷ, ବର୍ଷ ସାରା ଘରକୁ ଆସିବ ଧନ !

ବନ୍ଧୁଗଣ, ମକର ସଙ୍କ୍ରାନ୍ତି ର ପର୍ବ ରେ କରନ୍ତୁ ଏହି ୫ ଟି ଜିନିଷ ର ସେବନ । ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ବର୍ଷାଇବେ ଅପାର ଧନ । ୧୪ ଜାନୁଆରୀ ଶୁକ୍ରବାର ଦିନ ମକର ସଙ୍କ୍ରାନ୍ତି ର ପବିତ୍ର ପର୍ବ ପାଳନ କରାଯିବ । ସବୁ ବର୍ଷ ପୌଷ ମାସ ରେ ସୂର୍ଯ୍ୟ ଙ୍କର ମକର ରାଶିରେ ଗୋଚର କରିବାକୁ ମକର ସଙ୍କ୍ରାନ୍ତି ର ପର୍ବ ପାଳନ କରାଯାଇଥାଏ । ହିନ୍ଦୁ ଧର୍ମ ରେ ମକର ସଙ୍କ୍ରାନ୍ତି ର ବହୁତ ମହତ୍ଵ ରହିଛି ।

ଧାର୍ମିକ ମାନ୍ୟତା ଅନୁସାରେ ଏହି ଶୁଭ ଦିନରେ ପବିତ୍ର ନଦୀ ରେ ସ୍ନାନ ଏବଂ ଦାନଧର୍ମ କରିବା ଦ୍ଵାରା ବହୁତ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ଆଜି ଆମ୍ଭେ ଆପଣ ମାନଙ୍କୁ ଏହିଭଳି ଏକ ବିଶେଷ ଉପାୟ ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଦ୍ଵାରା ଆପଣଙ୍କୁ ସୁଖ ସମୃଦ୍ଧି ସମେତ ମାତା ଲକ୍ଷ୍ମୀ ଙ୍କ କୃପା ରୁ ଅପାର ଧନ ପ୍ରାପ୍ତି ହେବ । ମକର ସଙ୍କ୍ରାନ୍ତି ଦିନ ଏହି ୫ ଟି ଜିନିଷ ଅବଶ୍ୟ ଖାଇ ନେବେ ।

ଏହାଦ୍ଵାରା ସଂପୂର୍ଣ୍ଣ ବର୍ଷ ଧନଧାନ୍ୟ ର ଅଭାବ ରହିବ ନାହିଁ । ଘରେ ସୁଖ ଶାନ୍ତି ବନି ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ବର୍ଷ ମକର ସଙ୍କ୍ରାନ୍ତି ରେ ଖାସ ସଂଯୋଗ ବନୁଅଛି । ଏହି ଶୁଭ ଯୋଗ ରେ ଆରମ୍ଭ କରିଥିବା କୌଣସି କାର୍ଯ୍ୟ ରେ ବିଘ୍ନ ବାଧା ଆସିନଥାଏ । ଏହିଦିନ ସୁନା ଚାନ୍ଦି ଭଳି ଜିନିଷ କିଣିବା ବହୁତ ଲାଭ ଦାୟକ ହୋଇଥାଏ ।

୧;- ବିଶେଷ କରି ଆପଣ ଏହିଦିନ ମାତା ଲକ୍ଷ୍ମୀର ଚରଣ ପାଦୁକା ନିଜ ଘରକୁ ଆଣନ୍ତୁ । ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ନିଜ ଘରେ ମିଠା ବ୍ୟଞ୍ଜନ ବନାନ୍ତୁ ଏବଂ ତାହାକୁ ଅର୍ପଣ କରି ଦିଅନ୍ତୁ । ମକର ସଙ୍କ୍ରାନ୍ତି ରେ ଆପଣ ରାଶିରେ ନିର୍ମିତ ଲଡୁ ମାତା ଲକ୍ଷ୍ମୀ ଙ୍କୁ ଅର୍ପିତ କରି ପ୍ରସାଦ ଭାବରେ ସଂପୂର୍ଣ୍ଣ ଘର ଲୋକଙ୍କ ସହିତ ସେବନ କରନ୍ତୁ ।

୨;- ମକର ସଙ୍କ୍ରାନ୍ତି ଦିନ ଖିଚିଡି ବନାଇ ମାତା ଲକ୍ଷ୍ମୀ ଙ୍କୁ ଭୋଗ ଲଗାନ୍ତୁ ଏବଂ ନିଜେ ଖାଇ ଅନ୍ୟକୁ ଦାନ କରନ୍ତୁ ।

୩;- ମାତା ଲକ୍ଷ୍ମୀ ଙ୍କୁ ଏହି ଦିନ କଦଳୀ ଏବଂ ଅଙ୍ଗୁର ନିଶ୍ଚିତ ଅର୍ପଣ କରନ୍ତୁ । ଏବଂ ତାହାକୁ ଆପଣ ଭୋଗ ଲାଗିବା ପରେ ସେବନ କରନ୍ତୁ ।

୪;- ମକର ସଙ୍କ୍ରାନ୍ତି ଦିନ ଅଭିଜିତ ମୂହୁର୍ତ୍ତ ରେ କିଛି ଲୁଣ ନିଜ ହାତରେ ନେଇ ତାହାକୁ ସେବନ କରି ନିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ସର୍ବଦା ବନି ରହିବ । ଘରେ ଧନଧାନ୍ୟ ର ଅଭାବ ଆଦୌ ହେବ ନାହିଁ ।

୫;- ମକର ସଙ୍କ୍ରାନ୍ତି ଦିନ ମାତା ଲକ୍ଷ୍ମୀ ଙ୍କୁ ସାକରକନ୍ଦା ର ଭୋଗ ଅବଶ୍ୟ ଲଗାନ୍ତୁ । ଏହାପରେ ଏହାକୁ ସେବନ କରି ନିଅନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଯାଇଥାଏ । ଏହିଦିନ ସାକରକନ୍ଦ ଖାଇବା ବହୁତ ଲାଭକାରୀ ହୋଇଥାଏ । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *