ଚା’ ର ସନ୍ଧାନ ସର୍ବ ପ୍ରଥମେ କେଉଁ ଦେଶରେ ହୋଇଥିଲା ? ଏହିଭଳି ଆହୁରି ମଧ୍ୟ Interesting General Knowledge

ନମସ୍କାର ବନ୍ଧୁଗଣ । ଦୁନିଆର କୋଣ ଅନୁକୋଣରେ ଅନେକ କିଛି ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସେଥିମଧ୍ୟରୁ କିଛି ବଛା ବଛା ଜ୍ଞାନପୂର୍ଣ୍ଣ କଥା ଆଜି ଆପଣଙ୍କ ପାଇଁ ଆମେ ନେଇକି ଆସିଛୁ । ଯାହା ପଢିବା ଦ୍ଵାରା ଆପଣ ଅନେକ କିଛି ଜଣା ଓ ଅଜଣା ଜ୍ଞାନର ସମାହାର ବିଷୟରେ ଜାଣିବାକୁ ପାଇବେ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ସେହିସବୁ ଜ୍ଞାନପୂର୍ଣ୍ଣ କଥା ଆଲୋଚନା କରି ଜାଣିନେବା ।

1; – ଦୁନିଆର ସବୁଠାରୁ ବଡ ଫଳ କ’ ଣ ଅଟେ ?

ଉତ୍ତର;- ଦୁନିଆର ସବୁଠାରୁ ବଡ ଫଳ ପଣସ ଅଟେ ।

2; -ଟ୍ରେନର ହର୍ଣ୍ଣ କେତେ କିଲୋମିଟର ପର୍ଯ୍ୟନ୍ତ ଶୁଣା ଯାଇଥାଏ ?

ଉତ୍ତର;- ଟ୍ରେନର ହର୍ଣ୍ଣ 5 କିଲୋମିଟର ପର୍ଯ୍ୟନ୍ତ ଶୁଣା ଯାଇଥାଏ ।

3; – ସଂସାରର ସବୁଠାରୁ ପରିଶ୍ରମୀ ଜୀବ କିଏ ଅଟେ ?

ଉତ୍ତର;- ସଂସାରର ସବୁଠାରୁ ପରିଶ୍ରମୀ ଜୀବ ପିମ୍ପୁଡି ଅଟେ ।

4; – ଭଙ୍ଗଡା କେଉଁ ରାଜ୍ୟର ଲୋକନୃତ୍ୟ ଅଟେ ?

ଉତ୍ତର;- ଭଙ୍ଗଡା ପଞ୍ଜାବର ଲୋକନୃତ୍ୟ ଅଟେ ।

5; – ତାଜମହଲର ନିର୍ମାଣ କିଏ କରାଇଥିଲେ ?

ଉତ୍ତର;- ତାଜମହଲର ନିର୍ମାଣ ଶାହାଜାହାନ କରାଇଥିଲେ ।

6; – କେଉଁ ଦେଶର ଲୋକ ଶଣ୍ଢ ସହିତ ଲଢେଇ କରିଥାନ୍ତି ?

ଉତ୍ତର;- ସ୍ପେନ ଦେଶର ଲୋକ ଶଣ୍ଢ ସହ ଲଢେଇ କରିଥାନ୍ତି ।

7; – କଳା ଗୋଲାପ କେଉଁ ଦେଶରେ ଦେଖିବାକୁ ମିଳିଥାଏ ?

ଉତ୍ତର;- କଳା ଗୋଲାପ ତୁର୍କୀ ଠାରେ ଦେଖିବାକୁ ମିଳିଥାଏ ।

8; – ସୂର୍ଯ୍ୟକିରଣରୁ ଆମକୁ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର;- ସୂର୍ଯ୍ୟକିରଣରୁ ଆମକୁ ଭିଟାମିନ-ଡି ମିଳିଥାଏ ।

କେଉଁ ଫଳ ଉଡାଜାହାଜରେ ନେଇକି ଯିବା ମନା କରାଯାଇଥାଏ ?

ଉତ୍ତର;- ନଡିଆ ଉଡାଜାହାଜରେ ନେଇକି ଯିବା ଅନୁଚିତ ।

9; – କେଉଁ ଜୀବ ଭୋକ ଲାଗିବା ମାତ୍ରେ ନିଜର ଛୁଆକୁ ମଧ୍ୟ ଖାଇ ଯାଇଥାଏ ?

ଉତ୍ତର;- କଇଞ୍ଛ ଭୋକ ଲାଗିବା ମାତ୍ରେ ନିଜର ଛୁଆକୁ ମଧ୍ୟ ଖାଇ ଯାଇଥାଏ ।

10; – ଭାରତରତ୍ନ ପୁରଷ୍କାର ଉପରେ ତିଆରି ହୋଇଥାଏ ?

ଉତ୍ତର;- ଭାରତ ରତ୍ନ ପୁରଷ୍କାରଉପରେ ସୂର୍ଯ୍ୟଙ୍କର ଆକୃତି ନିର୍ମାଣ ହୋଇଥାଏ ।

11; – କେଉଁ ଜୀବର କ୍ଷୀର ପିଇବା ମାତ୍ରେ ମସ୍ତିଷ୍କ ପ୍ରଖର ହୋଇଥାଏ ?

ଉତ୍ତର;- ଗାଈର କ୍ଷୀର ପିଇବା ମାତ୍ରେ ମସ୍ତିଷ୍କ ପ୍ରଖର ହୋଇଥାଏ ।

12; – ବୁଢିଆଣୀ ନଖାଇପିଇ ମଧ୍ୟ କେତେ ଦିନ ବଞ୍ଚିକି ରହିପାରେ ?

ଉତ୍ତର;- ବୁଢିଆଣୀ ନଖାଇପିଇ 10 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ ।

13; – ପଢୁଥିବା ଖବର କାଗଜ କେଉଁ ବୃକ୍ଷରୁ ତିଆରି କରାଯାଇଥାଏ ?

ଉତ୍ତର;- ପଢୁଥିବା ଖବର କାଗଜକୁ ବାଉଁଶ ଗଛରୁ ତିଆରି କରାଯାଇଥାଏ ।

14; – ଆଖିର କଜଳ ହେବା ଲୋକବାଣୀର ଅର୍ଥ କ’ ଣ ଅଟେ ?

ଉତ୍ତର;- ଆଖିର କଜଳ ହେବା ଅତ୍ୟଧିକ ପ୍ରିୟ ହେବା ।

15; – ଚା’ ର ସନ୍ଧାନ ସର୍ବ ପ୍ରଥମେ କେଉଁ ଦେଶରେ କରା ଯାଇଥିଲା ?

ଉତ୍ତର;- ଚା’ ର ସନ୍ଧାନ ସର୍ବ ପ୍ରଥମେ ଚୀନ ଦେଶରେ କରାଯାଇଥିଲା ।

ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *