Tarot Card; – ଭଗବାନଙ୍କୁ ସ୍ମରଣ କରି ନିଜ ପାଇଁ ଚୟନ କରନ୍ତୁ ଗୋଟିଏ କାର୍ଡ ! ଆପଣଙ୍କ ଭାଗ୍ୟରେ ଆଗାମୀ ସମୟରେ କ’ ଣ ସବୁ ଲେଖା ହୋଇଛି…

ମନୁଷ୍ୟ ଜୀବନ ବହୁତ ହିଁ ଦୁର୍ଲଭ ଜୀବନ ଅଟେ । ଯେଉଁ ମାନେ ଏହି ମନୁଷ୍ୟ ଜୀବନ ପାଇଛନ୍ତି । ସେମାନେ ଏହି ଜୀବନ କାଳ ମଧ୍ୟରେ ନିଜର ଲାଇଫକୁ ଖୁସି ସହକାରେ ଉପଭୋଗ କରିବା ପାଇଁ ଚାହିଁଥାନ୍ତି । ଆପଣଙ୍କ ଭାଗ୍ୟରେ କ’ ଣ ଲେଖା ହୋଇଛି ଜାଣିବାକୁ ଚାହୁଁଥାନ୍ତି । କେଉଁ ପ୍ରକାର ଖୁସି ଜୀବନରେ ଆସିବାକୁ ଯାଉଛି ଜାଣିବାକୁ ଇଚ୍ଛୁକ ରହିଥାନ୍ତି । ତେବେ 3 ଟି ଟାରୋଟ କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ କାର୍ଡକୁ ଚୟନ କରନ୍ତୁ । କାର୍ଡର ସଂଖ୍ୟା ଗୁଡିକ ହେଉଛି ୧୧୧, ୨୨୨ ଓ ୮୮୮ ।

୧୧୧;- ଯେଉଁ ମାନେ ୧୧୧ ନମ୍ବରର କାର୍ଡକୁ ଚୟନ କରିଛନ୍ତି । ସେମାନଙ୍କ ଜୀବନରେ ଆଗାମୀ ସମୟ ବହୁତ ହିଁ ଭଲ ରହିବା ପାଇଁ ଯାଉଛି । ସେମାନେ ନିଜ ଜୀବନରେ ଯାହା ବି କରିବା ପାଇଁ ସ୍ଵପ୍ନ ଦେଖିଥିଲେ । ସେହି ସ୍ଵପ୍ନ ତାଙ୍କର ବହୁ ଶୀଘ୍ର ପୂରଣ ହେବ ପାଇଁ ଯାଉଛି । ତାଙ୍କର ଭାଗ୍ୟ ତାଙ୍କ ସପକ୍ଷରେ ରହିବ ।

ଯେଉଁ ମାନେ ଭଲ ଚାକିରୀର ଆଶାରେ ରହିଥିଲେ । ଏହି କିଛି ଦିନ ମଧ୍ୟରେ ଚାକିରୀ ପାଇଁ ଭଲ ଭଲ ସୁଯୋଗର ଅବସର ପ୍ରାପ୍ତ ହୋଇବ । ଚାକିରୀ ଥିଲେ, ଚାକିରୀ କ୍ଷେତ୍ରରେ ପ୍ରମୋଶନ ମଧ୍ୟ ହୋଇପାରେ । ଆପଣଙ୍କ ହାତକୁ ଏପରି ଏକ ପାୱାର ଆସିବା ପାଇଁ ଯାଉଛି । ସେହି ପାୱାର ବଳରେ ଆପଣ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ନିଜର ବନାଇ ପାରିବେ ।

୨୨୨;- ଯେଉଁ ମାନେ ବି ୨୨୨ ନମ୍ବରର କାର୍ଡକୁ ଚୟନ କରିଛନ୍ତି । ସେମାନଙ୍କର ଜୀବନରେ ଏପରି ଏକ ସ୍ଥାୟୀ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଯେଉଁ ପରିବର୍ତ୍ତନ ଆପଣଙ୍କର ଆର୍ଥିକ ସ୍ଥିତିକୁ ମଜଭୁତ କରିବା ପାଇଁ ଯାଉଛି । ଘର ଦ୍ଵାର, ଜାଗା, ସମ୍ପତ୍ତିକୁ ନେଇ ଆପଣଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି । ଏହି ପରିବର୍ତ୍ତନ ବହୁତ ଦୀର୍ଘ ସମୟ ଆପଣଙ୍କ ସହ ରହିବା ପାଇଁ ଯାଉଛି । ବ୍ୟବସାୟ କ୍ଷେତ୍ରରେ ଉନ୍ନତିର ସୋପାନ ଚଢିବା ଆରମ୍ଭ କରିବେ । ଚାକିରୀ କ୍ଷେତ୍ରରେ ମଧ୍ୟ ଭଲ ସମ୍ଭାବନା ରହୁଛି ।

୮୮୮;- ଆପଣଙ୍କର ଆଗାମୀ ସମୟରେ ଧନର ଅବସ୍ଥା ଭଲ ରହିବା ପାଇଁ ଯାଉଛି । ହେଲେ ଆପଣ ଦରକାର ଠାରୁ ଅଧିକ ଟଙ୍କା ଖର୍ଚ କରିଦେବେ । ତେଣୁ ନିଜର ଆୟ ବେୟ ଉପରେ ସନ୍ତୁଳନ ରଖି ହିଁ ଜୀବନରେ ଆଗକୁ ବଢନ୍ତୁ । ନୂଆ ଘର କି ଗାଡି କିଣିବାର ସମ୍ଭାବନା ରହୁଛି । ହେଲେ କିଛି କିଛି କ୍ଷେତ୍ରରେ ଆପଣ ନିଜତ ଟଙ୍କା ଇନଭେଷ୍ଟ କରିବା ପାଇଁ ବହୁତ କଞ୍ଜୁସ ସ୍ଵଭାବର ହୋଇ ପଡ଼ୁଛନ୍ତି । ହେଲେ ଯେଉଁ ଜାଗାରେ ଦରକାର ନାହିଁ । ସେଠାରେ ଅଯଥା ଖର୍ଚ ଆପଣଙ୍କର ହୋଇଯାଉଛି । ପୋଷ୍ଟଟି ଭଲ ଲାଗିଥାଏ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବା ପାଇଁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *