Bhadrak ରେ ହେଲା ଚମତ୍କାର ! 300 ବର୍ଷ ପୁରୁଣା ନିମ୍ବ ଗଛ, ଦିଶୁଛି ଶଙ୍ଖ, ଗଦା ଓ ପଦ୍ମ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ଏହି ଦୁନିଆରେ ବେଳେ ବେଳେ ଏମିତି କିଛି ଦୃଶ୍ୟମାନ ହୋଇଯାଏ ଯାହାକୁ ଦେଖିବା ପରେ ଲାଗେ କି ଏହି ଭୁପୃଷ୍ଠରେ ଭଗବାନ ଅଛନ୍ତି । ବେଳେ ବେଳେ ଭଗବାନ କିଛି ଏହିଭଳି ଚମତ୍କାର କରି ଦେଖାନ୍ତି ଯାହା ବିଷୟରେ କେହି କେବେ କଳ୍ପନା ବି କରି ନ ଥିଲେ । ବର୍ତ୍ତମାନ ଏମିତି ହିଁ କିଛି ଦୃଶ୍ୟ ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି । ଏଠି ଏକ ବହୁ ପୁରୁଣା ନିମ୍ବ ଗଛ ଅଛି । ଯେଉଁ ଗଛରେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଚିହ୍ନ ଦୃଶ୍ୟମାନ ହେଉଛି ।

ଏହି ଖବର ଜାଣିବା ପରେ ବର୍ତ୍ତମାନ ହଜାର ହଜାର ଶ୍ରଦ୍ଧାଳୁ ଏହି ନିମ୍ବ ଗଛକୁ ଦେଖିବା ପାଇଁ ଗଞ୍ଜାମ ଜିଲ୍ଲାର ଏହି ଗାଁକୁ ଯାଉଛନ୍ତି । ଏହି ନିମ୍ବ ଗଛକୁ ପୂଜା କରୁଥିବା ପୂଜାରୀଙ୍କ ଅନୁସାରେ ଏହି ଗଛ ପାଖାପାଖି ୩୦୦ ବର୍ଷ ପୁରୁଣା ଅଟେ । ଏହି ଗଛକୁ ପ୍ରଥମେ ପିତା ବର୍ତ୍ତମାନ ସେ ଓ ତାଙ୍କର ପତ୍ନୀ ପୂଜା କରୁଛନ୍ତି । ଏହିଭଳି ଆମେ ୩୫ ବର୍ଷ ହେବ ଏହି ଗଛର ଦେଖା ଶୁଣା ଓ ସହ ପୂଜା କରୁଛୁ ।

କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ଏହି ଗଛରେ ଦୃଶ୍ୟମାନ ହେଉଥିବା ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଚିହ୍ନ ପ୍ରଥମେ ବହୁତ ଛୋଟ ଛୋଟ ଥିଲା । କିନ୍ତୁ ୫ ବର୍ଷ ମଧ୍ୟରେ ଏହାର ଆକାର ବଡ ହେବାକୁ ଲାଗିଲା । ଆପଣ ବି ଦେଖିଲେ ଜାଣି ପାରିବେ କି ଏହି ଗଛରେ ଦୃଶ୍ୟମାନ ହେଉଥିବା ଏହି ଚିହ୍ନ ଗୁଡିକ ପୂରାପୂରି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଭଳି ।

ଏମିତିରେ ଆମର ପୂର୍ବ ପୁରୁଷ ଓ ମୁନିରୁଷିମାନେ ଯାହା କହି ଦେଇ ଯାଇଛନ୍ତି ତାହା ବର୍ତ୍ତମାନ ଶତ ପ୍ରତିଶତ ସତ ମଧ୍ୟ ପ୍ରମାଣିତ ହେଉଛି । ଯିଏ ବି ଏଠି ମାନସିକ କରୁଛନ୍ତି ତାର ମାନସିକ ପୁରା ହେଉଛି । ଆମ ଗାଁର ସମସ୍ତେ ଏହି ଗଛକୁ ପୂଜା କରୁଛନ୍ତି । ମୁଁ ଚିନ୍ତା କରୁଛି କି ଭଗବାନଙ୍କ ୪ ଟି ଚିହ୍ନ ଏହି ସ୍ଥାନରେ ଅଛି ମାନେ ଭଗବାନ ସ୍ଵୟଂ ଏହି ସ୍ଥାନରେ ଅଛନ୍ତି ।

ପୂଜାରୀ ଆଗକୁ କହିଲେ କି ତାଙ୍କ ପିତା ତାଙ୍କୁ କହିଦେଇ ଯାଇ ଥିଲେ କି ଏହାର ସବୁଦିନ ପୂଜା କରିବା ପାଇଁ । ପୂଜାରୀଙ୍କ ପିତାଙ୍କୁ ସାଧୁ ସନ୍ଥମାନେ କହିଥିଲେ କି ଏହି ଗଛ ଦିନେ ଦାରୁ ହେବ । ଏହାକୁ କେବେ ବି ବିକିବ ନାହିଁ ଓ ଜୀବନ ସାରା ପୂଜା କରିବ । ଗତକାଲି ଠାରୁ ଏହି ନିମ୍ବ ଗଛ ବିଷୟରେ ଚାରି ଆଡେ ଚର୍ଚା ହେଉଛି ।

Leave a Reply

Your email address will not be published. Required fields are marked *