ବର୍ଷାଙ୍କ ରୋଜଗାର ଏବେ ଟୁଙ୍ଗୁରୁ ଠାରୁ ବି ଅଧିକ…ଆଲବମରେ ଅଭିନୟ କରି କେତେ ଟଙ୍କା ପାଇଲେ ବର୍ଷା, ଏନେଇ ସେ କଣ କହୁଛନ୍ତି, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଟୁଙ୍ଗୁରୁ ଓ ବର୍ଷା ଙ୍କ ପ୍ରେମ କାହାଣୀ ଦିନକୁ ଦିନ ଚର୍ଚ୍ଚାର ହେବାରେ ଲାଗିଲାଣି । ନିକଟରେ ଟୁଙ୍ଗୁରୁ ଙ୍କ ଏକ ମ୍ୟୁଜିକ ଭିଡିଓ ମଧ୍ୟ ରିଲିଜ ହୋଇଥିଲା । ତେବେ ବର୍ଷା ମଧ୍ୟ ଚାହିଁଥିଲେ ଯେ, ସେ ବି ଟୁଙ୍ଗୁରୁ ଙ୍କ ଭଳି ଫେମସ ହେବେ ବୋଲି । ବର୍ଷା ମଧ୍ୟ ଏକ ନୂଆ ଆଲବମ୍ ରେ ବର୍ତ୍ତମାନ ନଜର ଆସିବେ । ତେବେ ଏହି ସମ୍ବନ୍ଧରେ ସେ ମିଡିଆ ସାମ୍ନା ରେ ନିଜର କଣ ମତ ପ୍ରକାଶ କରିଛନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ତେବେ ଯେତେବେଳେ ମିଡିଆ ବର୍ଷା ଙ୍କୁ ତାଙ୍କ ଏଭଳି ପଦକ୍ଷେପ ନେବାର କାରଣ ପଚାରି ଥିଲେ ସେତେବେଳେ ସେ ଉତ୍ତର ରେ କହିଥିଲେ ଯେ, ସେ କାହିଁକି ସବୁବେଳେ କାନ୍ଦି କାନ୍ଦି ଘର କଣ ରେ ରହିବେ । ଗୋଟିଏ ପୁଅ ଯଦି ତାଙ୍କୁ ଛାଡ଼ି ଆଲବମ ରେ ସୁଟିଂ କରି ପାରୁଛି ତେବେ ସେ ମଧ୍ୟ ସୁଟିଂ କରି ପାରିବେ ଏବଂ ଦୁନିଆ କୁ ଦେଖାଇବେ ଯେ, ତାଙ୍କ ଭିତରେ କେତେ ଟ୍ୟାଲେଣ୍ଟ ଅଛି ।

ବର୍ତ୍ତମାନ ବର୍ଷା ଭୁବନେଶ୍ୱର ରେ ଏବଂ କଟକ ରେ ସୁଟିଂ କରୁଛନ୍ତି । କଟକ ର ବାରଙ୍ଗ ରେ ତାଙ୍କର ସୁଟିଂ ଶେଷ ହୋଇ ସାରିଛି । ସେ ରାତି ୪ଟା ରୁ କାର ରେ ଆସି ସୁଟିଂ ଆରମ୍ଭ କରିଛନ୍ତି । ଗୀତ ରେ ସେ ହିରୋଇନ ଅଛନ୍ତି ଏବଂ ତାଙ୍କ ସହିତ ଆଉ ଜଣେ ସାଇଡ଼ ହିରୋଇନ ମଧ୍ୟ ଅଭିନୟ କରିଛନ୍ତି ।

ସେ ଏହା କହିଛନ୍ତି ଯେ, ବର୍ତ୍ତମାନ ସାରା ଦେଶରେ ତାଙ୍କର ଚର୍ଚ୍ଚା ଚାଲିଛି ଯେଉଁ କାରଣରୁ ସେ ବହୁତ ଖୁସି ଅଛନ୍ତି । ତାଙ୍କ ଗୀତ ର ପ୍ରଥମ ପାଉଣା ସେ ଟୁଙ୍ଗୁରୁ କୁ ଦେବେ ବୋଲି କହିଛନ୍ତି । ଏହା ସହିତ ସେ ଘଟଗାଁ ତାରିଣୀ ଙ୍କୁ ମିଡିଆ ସାମ୍ନା ରେ ମୁଣ୍ଡିଆ ମାରି ତାଙ୍କୁ ସୁପରଷ୍ଟାର ବନାଇ ଦେବାର ଅନୁରୋଧ କରିଛନ୍ତି ।

ସେ ମିଡିଆ ସାମ୍ନା ରେ ଟୁଙ୍ଗୁରୁ କୁ କହିଛନ୍ତି ଯେ, ସେ ଯେଉଁଠି ବି ସୁଟିଂ କରୁଛନ୍ତି ଭଲ ରେ କରନ୍ତୁ ଏବଂ ଖୁସି ରେ ରୁହନ୍ତୁ । ଏଭଳି କିଛି ମତ ମିଡିଆ ସାମ୍ନା ରେ ପ୍ରକାଶ କରିଛନ୍ତି ବର୍ଷା ।ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *