ବାପାଙ୍କ ବିୟୋଗ ପୂର୍ବରୁ ସଂସଦରେ ରାମମନ୍ଦିର ବିଷୟରେ ଏମିତି କହି ହୃଦୟ ଜିତିଥିଲେ…Anubhab Mohanty

ବାପାଙ୍କ ବିୟୋଗ ପୂର୍ବରୁ ସଂସଦରେ ଏମିତି କହି ହୃଦୟ ଜିତିଥିଲେ ଅନୁଭବ ! କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କର ବାପାଙ୍କର ନିକଟ ଅତୀତରେ ଦେହାନ୍ତ ଘଟିଛି । ତେଣୁ ଏ ସମୟରେ ଅନୁଭବ ନିଜ ବାପାଙ୍କ ଚାଲିଯିବା ଦୁଃଖରେ ଭାଙ୍ଗି ପଡିଛନ୍ତି । ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ଲୋକଙ୍କୁ ହରାଇ ସେ ଦୁଃଖୀତ ଅଛନ୍ତି । ହେଲେ ଅନୁଭବ ମହାନ୍ତିଙ୍କ ବାପାଙ୍କ ବିୟୋଗ ପୂର୍ବରୁ ସେ ସଂସଦରେ ଏଭଳି କିଛି ରାମ ମନ୍ଦିର ବିଷୟରେ କହି ଲୋକଙ୍କର ମନ ଜିତିପାରିଥିଲେ ।

ଯେତେବେଳେ ଅଯୋଧ୍ୟା ଠାରେ ରାମ ମନ୍ଦିରର ନିର୍ମାଣ କରାଯିବ ବୋଲି ପ୍ରସଙ୍ଗ ଉଠିଥିଲା । ସେତେବେଳେ ଭାରତୀୟ ଲୋକଙ୍କୁ ବହୁତ ଖୁସି ଅନୁଭବ ହୋଇଥିଲା । ତାପରେ ସେଠାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସରି ଭଗବାନ ରାମଙ୍କର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯେବେ କରାଯିବାର ବ୍ୟବସ୍ଥା କରାଯାଇଥିଲା । ଏହି ଖବର ଶୁଣି ପ୍ରତ୍ଯେକଟି ଭାରତୀୟଙ୍କୁ ବହୁତ ଗର୍ବ ଅନୁଭବ ହୋଇଥିଲା । ଖୁସିରେ ସବୁ ଭାରତୀୟବାସୀ ଭାବ ବିହ୍ଵଳ ହୋଇ ପଡିଥିଲେ ।

ଏହା ସବୁ ଆମ ପୂର୍ବଜ ମାନଙ୍କର ତ୍ୟାଗ ଓ ବଳୀଦାନ ପାଇଁ ସମ୍ଭବ ହୋଇପାରିଛି । କାରଣ ଅନେକଙ୍କର ରାମ ମନ୍ଦିରର ନିର୍ମାଣ ପାଇଁ ଅନେକ ଉଦ୍ୟମ ରହିଥିଲା । ତେବେ ଅଯୋଧ୍ୟାର ରାମ ମନ୍ଦିର ଭଳି ଆମ ଓଡିଶାର ପୁରୀ ବା ଆମେ ଯାହାକୁ ଜଗନ୍ନାଥ ଧାମ ବୋଲି କହିଥାଉ । ପୁରୀ ଧାମରେ ପ୍ରଭୁ ଜଗନ୍ନାଥ ପୂଜା ପାଉଛନ୍ତି । ତେବେ ଭଗବାନ ତ ଗୋଟେ ହେଲେ ତାଙ୍କଅ ଭିନ୍ନ ଭିନ୍ନ ଅବତାର ରହିଛି ।

ସେଥିମଧ୍ୟରୁ ପୁରୀ ଶ୍ରୀମନ୍ଦିରରେ ବିରାଜମାନ ଥିବା ପ୍ରଭୁ ଜଗନ୍ନାଥ ଅନ୍ଯତମ । ଶ୍ରୀମନ୍ଦିର ଚାରିପଟେ ଯେଉଁ ଶ୍ରୀ ମନ୍ଦିର ପରିକ୍ରମା ପରିସର କରାଯାଇଛି । ତାହା ବହୁତ ସୁନ୍ଦର ଭାବେ କରାଯାଇଛି । ଯାହା କେବଳ ପୁରୀ କି ଓଡିଶାର ଗର୍ବ ନୁହେଁ, ସାରା ଭାରତ ବର୍ଷର ଏକା ଗର୍ବ । କାରଣ ପ୍ରଭୁ ଜଗତର ନାଥ ହେଉଛନ୍ତି ସ୍ଵୟଂ ପ୍ରଭୁ ଜଗନ୍ନାଥ । ତେଣୁ ଓଡିଶା ବାହାର ଯେଉଁ ବି ଶ୍ରଦ୍ଧାଳୁ ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇଁ ଆସିବେ। ସେମାନଙ୍କୁ ନିହାତି ଭାବେ ପୁରୀ ମନ୍ଦିରର ସୌନ୍ଦର୍ଜ୍ୟ ଚାରିପଟ ଦୃଶ୍ୟ ବହୁତ ଭଲ ଲାଗିବ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *