ତାଙ୍କ ବାହାଘର କେବେ ହେବାକୁ ଯାଉଛି ଜାଣିବାକୁ ଚାହୁଁଥିଲେ… ବାଛନ୍ତୁ କୌଣସି ଏକ ହାର୍ଟ ! Tarot card reading

ଯେଉଁ ମାନେ ନିଜ ବାହାଘର ପାଇଁ ବହୁତ ଇଚ୍ଛୁକ ଅଛନ୍ତି । ନିଜ ଜୀବନସାଥି ପାଇବା ପାଇଁ ବହୁ ଦିନ ଧରି ଅପେକ୍ଷା କରି ରହିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ 4 ଟି ନମ୍ବର ଦେଇଛୁ । 1, 2, 3 ଓ 4 ଏହି ନମ୍ବର ମଧ୍ୟରୁ କୌଣସି ଏକ ନମ୍ବରକୁ ନିଜ ପାର୍ଟନରଙ୍କ କଥା ମନରେ ଭାବି ବାଛିଦିଅନ୍ତୁ । ଆଜି ଆମେ ଆପଣଙ୍କ ବାହାଘର କେବେ ହେବ ଆପଣଙ୍କୁ ତାହା ବିଷୟରେ କହିବୁ ।


1-ଯେଉଁ ମାନେ ନିଜ ବିବାହର ସମ୍ବଦ୍ଧରେ ଜାଣିବା ପାଇଁ ପ୍ରଥମ ନମ୍ବରକୁ ବାଛିଛନ୍ତି । ସେମାନଙ୍କୁ ଏଠାରେ କହିବା ପାଇଁ ଯାଉଛୁ । ଆପଣଙ୍କ ବାହାଘରକୁ ଏବେ କିଛି ସମୟ ଅପେକ୍ଷା କରି ରହିବାକୁ ପଡିବ । କାରଣ ଆପଣଙ୍କର ନିକଟରେ ବିବାହ ହେବାର କୌଣସି ସମ୍ଭାବନା ନଜର ଆସୁନାହିଁ । ପାଖାପାଖି 1 ବର୍ଷ ଭିତରେ ବା 1 ବର୍ଷ ପରେ ପରେ ଆପଣଙ୍କ ବାହାଘରର ଯୋଗ ବନୁଅଛି ।

2-ଆପଣଙ୍କର ବାହାଘରର ଯୋଗ 4 ରୁ 5 ମାସ ମଧ୍ୟରେ ହେବାର ସମ୍ଭାବନା ବନୁଛି । ଏପରି ହୋଇପାରେ, ଯେଉଁଠାରେ ଆପଣ କାମ କରୁଛନ୍ତି । ସେହିଠାରେ ଆପଣଙ୍କର ଲଭ ପାର୍ଟନର ଥାଇପାରନ୍ତି । ବା ଆପଣଙ୍କ ଘର ପରିବାର ତରଫରୁ ଆପଣଙ୍କର ଆରେଞ୍ଜ ମ୍ୟାରେଜ ବି ହେଇପାରେ । ହେଲେ ଏହି ବର୍ଷ ମଧ୍ୟରେ ଆପଣଙ୍କର ବାହାଘର ହେବାର ଯୋଗ ରାହିଅଛି ।

3-ଆପଣଙ୍କର ଏଠାରେ ଲଭ ଓ ଆରେଞ୍ଜ ହେବାର ସମ୍ଭାବନା ରହିଛି । 3 ରୁ 4 ମାସ ଭିତରେ ବାହାଘର ହୋଇପାରେ । ଶୀତ ଦିନରେ ଆପଣଙ୍କ ବାହାଘର ହେବାର ସମ୍ଭାବନା ବନୁଅଛି । ତେବେ ଆପଣଙ୍କର ଜିଏବି ଲାଇଫ ପାର୍ଟନର ହେବାକୁ ଯାଉଛନ୍ତି । ଆପଣଙ୍କ ଠାରୁ ସେ ବହୁତ ଦୂରରେ ବର୍ତ୍ତମାନ ଅଛନ୍ତି । ତାଙ୍କ ଘର ଦୂରରେ ହେଉ ଅବା ନିଜର ଚାକିରୀ ପାଇଁ ଘର ଠାରୁ ଦୂରରେ ରହୁଥାନ୍ତି ।

4-ଆପଣ ନିଜ ବାହାଘରକୁ ନେଇ କିଛି ମାତ୍ରାରେ ଦ୍ଵନ୍ଦରେ ରହୁଛନ୍ତି । ଆପଣ ଯଦି କାହାକୁ ଲଭ କରୁଥାନ୍ତି । ତାଙ୍କୁ ହିଁ ବାହା ହେବାକୁ ଇଛା ରଖୁଥାନ୍ତି । ତେବେ ଆପଣଙ୍କର କୌଣସି ଥାର୍ଡ ପର୍ଶନଙ୍କ କାରଣରୁ ବାହାଘର ହେବାରେ ବିଳମ୍ବ ହୋଇଯାଉଛି । ଆପଣଙ୍କ ବାହାଘରରେ ବାରମ୍ବାର କିଛି ନା କିଛି ଅସୁବିଧା ଉପୁଜୁଥିବା କାରଣରୁ ଆପଣ ମଧ୍ୟ ବିଚଳିତ ହୋଇପଡୁଛନ୍ତି । ହେଲେ ଆପଣ ଏଥିପାଇଁ ବିଚଳିତ ନହୋଇ ନିଜ ମନକୁ ସ୍ତିର କରି ନିଜ ଲାଇଫର ଏତେ ବଡ ନିଷ୍ପତ୍ତିକୁ ଠିକ ସେ ନେବାକୁ ଚେଷ୍ଟା କରନ୍ତୁ । ଆପଣଙ୍କର ମନର ଇଛା ବହୁତ ଶୀଘ୍ର ପୂରଣ ହେବ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *