କେଉଁ ଫଳକୁ ଫ୍ରିଜରେ ରଖିବା ଅନୁଚିତ ? ଫଳ ଜହର ପାଲଟିଯାଏ ! 15+ GK question with answer

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ତଳରେ ବହୁତ ଦରକାର ପଡିଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ବଛା ବଛା କିଛି ସାଧାରଣ ଜ୍ଞାନ ନେଇକରି ଆସିଛୁ ।

1- କେଉଁ ଫଳର ପ୍ରୟୋଗ ଜୋତା ସଫା କରିବା ପାଇଁ ଦରକାର ପଡିଥାଏ ?

ଉତ୍ତର;- କଦଳୀର ପ୍ରୟୋଗ ଜୋତା ସଫା କରିବା ପାଇଁ ଦରକାର ପଡିଥାଏ ।

2- କେଉଁ ଦେଶରେ ନାଲି ରଙ୍ଗର ଗାଈ ରଖିବା ଦ୍ଵାରା ଜୋରିମାନା ଦେବାକୁ ପଡିଥାଏ ?

ଉତ୍ତର;- ଚୀନ ଦେଶରେ ନାଲି ଗାଈ ରଖିବା ଦ୍ଵାରା ଜୋରିମାନା ଦେବାକୁ ପଡିଥାଏ ।

3- ବାଇଗଣୀ ରଙ୍ଗର ବିଲାତି କେଉଁ ଦେଶରେ ଦେଖିବାକୁ ମିଳିଥାଏ ?

ଉତ୍ତର;- ଚୀନ ଦେଶରେ ବାଇଗଣୀ ରଙ୍ଗର ବିଲାତି ଦେଖିବାକୁ ମିଳିଥାଏ ।

4- ଘଡି ସର୍ଫ କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର;- ଘଡି ସର୍ଫ ଭାରତ ଦେଶର କମ୍ପାନୀ ଅଟେ ।

5- ମହୁମାଛି ମାନେ କେଉଁ ଫୁଲର ରସକୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି ?

ଉତ୍ତର;- ମହୁମାଛି ମାନେ ସୋରିଷ ଫୁଲର ରସକୁ ଅଧିକ ଭଲ ପାଇଥାନ୍ତି ।

6- ଦୁନିଆର କେଉଁ ଦେଶରେ ପ୍ରଥମେ ନୋଟ ବନାଯାଇଥିଲା ?

ଉତ୍ତର;- ଚୀନ ଦେଶରେ ପ୍ରଥମେ ନୋଟ ବନାଯାଇଥିଲା ?

7-  ପ୍ରତିଦିନ ରୁଟି ଓ କ୍ଷୀର ଖାଇବା ଦ୍ଵାରା ଶରୀରର କଣ ବଢିଥାଏ ?

ଉତ୍ତର;- ରୁଟି ଓ କ୍ଷୀର ଖାଇବା ଦ୍ଵାରା ଓଜନ ବଢିଥାଏ ।

8- ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ କେଉଁଟି ?

ଉତ୍ତର;- ଆମେରିକା ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ଦେଶ ।
9- ଦିଲ୍ଲୀ ଭାରତର ରାଜଧାନୀ କେବେ ବନିଲା ?

ଉତ୍ତର;- ଦିଲ୍ଲୀ ଭାରତର ରାଜଧାନୀ 1911 ମସିହାରେ ବନିଲା ।

10- ଫଳର ରାଜା କାହାକୁ କୁହାଯାଏ ?

ଉତ୍ତର;- ଆମ୍ବକୁ ଫଳର ରାଜା ବୋଲି କୁହାଯାଇଥାଏ ।

11- କେଉଁ ପଶୁର କ୍ଷୀରରେ ସବୁଠାରୁ ଅଧିକ ପ୍ରୋଟିନ ରହିଥାଏ ?

ଉତ୍ତର;- ମେଣ୍ଢାର କ୍ଷୀରରେ ସବୁଠାରୁ ଅଧିକ ପ୍ରୋଟିନ ରହିଥାଏ ।

12- କେଉଁ ପଦାର୍ଥ ଯାହା କେବେବି ଖରାପ ହୋଇନଥାଏ ?

ଉତ୍ତର;- ମହୁ ଯାହା କେବେବି ଖରାପ ହୋଇନଥାଏ ।

 

13- ଭାରତର ରାଷ୍ଟ୍ରୀୟ ସଙ୍ଗୀତ କଣ ଅଟେ ?

ଉତ୍ତର;- ଭାରତର ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମ ଅଟେ ।

14- ଭାରତର କେଉଁ ସହରରେ ସବୁଠାରୁ ପ୍ରଥମେ ବିଜୁଳୀ ଆସିଥିଲା ।

ଉତ୍ତର;- କଲିକତା ସହରରେ ସବୁଠାରୁ ଆଗେ ବିଜୁଳୀ ଶକ୍ତି ଆସିଥିଲା ।

15- କେଉଁ ଫଳକୁ ଫ୍ରିଜରେ ରଖିବା ଦ୍ଵାରା ତାହା ବିଷ ପାଲଟିଯଥାଏ ?

ଉତ୍ତର;- ତରଭୁଜକୁ ଫ୍ରିଜରେ ରଖିବା ଦ୍ଵାରା ତାହା ବିଷ ପାଲଟିଯାଇଥାଏ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *