Anubhav ଓ Barsha ଙ୍କର ବିବାହ ବିଚ୍ଛେଦ ଖାରଜ ହେବା ପଛରେ ରହିଛି ଏହି ସାଂଘାତିକ କାରଣ ! Anubhav and Barsha

ଅନୁଭବ-ବର୍ଷାଙ୍କ ଛାଡପତ୍ର ଖାରଜ ହେବ ପଛରେ ରହିଛି ଏହି କାରଣ… ହଁ ବନ୍ଧୁଗଣ ନିକଟରେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କର ଛାଡପତ୍ର ଫାମିଲି କୋର୍ଟରେ ଖାରଜ ହୋଇ ସାରିଛି । ହେଲେ ଏହି କାରଣ ଯୋଗୁ ଅନୁଭବ ଓ ବର୍ଷାଙ୍କର ବିବାହ ବିଚ୍ଛେଦକୁ କୋର୍ଟ ଖରାତ କରିଛନ୍ତି ତାହାର କାରଣ ସମସ୍ତଙ୍କ ସାମ୍ନାରେ ଅସ୍ପଷ୍ଠ ରହିଛି । ହେଲେ ବର୍ତ୍ତମାନ ସାମ୍ନାକୁ ଆସିଲା ଛାଡପତ୍ର ଖାରଜ ହେବ ପଛର ବଡ କାରଣ ।

ହିନ୍ଦୁ ବିବାହ ଆଇନର ଧାରା 23 ଅନୁସାରେ 2 ପକ୍ଷ ନିଜ ନିଜ ସପକ୍ଷରେ ଅଦାଲତର କୌଣସି ମଧ୍ୟ ନିଷ୍ପତ୍ତି ପାଇଁ ଯୋଗ୍ୟ ନୁହନ୍ତି । ଏଭଳି ସ୍ଥିତିରେ ଛାଡପତ୍ର ଓ ଦାମ୍ପତ୍ୟ ଜୀବନ ପୁନଃ ସ୍ଥାପନ ପାଇଁ ଦାୟର 2 ଆବେଦନ ଖାରଜ କରାଯାଉଛି ବୋଲି ପରିବାର କୋର୍ଟ ରାୟ କହିଛନ୍ତି । ତେବେ କୋର୍ଟର ରାୟ ଅନୁଯାଇ ଅନୁଭବ ବର୍ଷଙ୍କ ନାମରେ ଯେଉଁ ଅଭିଯୋଗ କୋର୍ଟ ସାମ୍ନାରେ ବଖାଣୁଛନ୍ତି । ତାହାର କୌଣସି ଠୋସ ପ୍ରମାଣ ସହ ତଥ୍ୟ ଅନୁଭବ କୋର୍ଟକୁ ଦେଇ ପାରିନାହାନ୍ତି ।

ଅପର ପକ୍ଷରେ ବର୍ଷା ଅନୁଭବଙ୍କ ନାମରେ ଯେଉଁ ସବୁ ଅଭିଯୋଗ ଦେଉଛନ୍ତି । ତାହାର ମଧ୍ୟ ସେପରି କିଛି ପ୍ରମାଣ କୋର୍ଟକୁ ଯୋଗାଇ ପାରୁ ନାହାନ୍ତି । ହେଲେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ସହ ପୁନଃ ସମ୍ପର୍କ ସ୍ଥାପନ କରି ଅନୁଭବଙ୍କ ସାଙ୍ଗରେ ରହିବା ପାଇଁ ମଧ୍ୟ କୋର୍ଟ ନିଷ୍ପତ୍ତି ଦେଇ ନାହିଁ । କାରଣ ଏତେ ସବୁ ହେଲାପରେ ବର୍ଷା କ’ ଣ ସତରେ ଅନୁଭବଙ୍କ ଘରେ ନିଜକୁ ସୁରକ୍ଷିତ ମନେ କରି ରହିପାରିବେ ?

ତେଣୁ ବର୍ଷାଙ୍କୁ ପୁଣି ଥରେ ଅନୁଭବଙ୍କ ସହ ମିଶି ରହିବା ପାଇଁ ମଧ୍ୟ କୋର୍ଟ ରାୟ ଶୁଣାଇ ନାହାନ୍ତି । ତେବେ ବର୍ତ୍ତମାନ ଅନୁଭବ ଓ ବର୍ଷାଙ୍କର ଫ୍ୟାନ ମନେ ଅପେକ୍ଷା କରି ରହିଛନ୍ତି । ଯେ ଅନୁଭବ ଓ ବର୍ଷାଙ୍କର ବିବାହ ବିଚ୍ଛେଦ ଖରାଜ ପରେ ତାଙ୍କର ସମ୍ପର୍କରେ ପୁଣି କେଉଁ ନୂଆ ତ୍ଵିଷ୍ଟ ଆସିବ ।

ତେବେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କର ସମ୍ପର୍କର ଏହି ମୋଡରେ ଆପଣଙ୍କର ମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେମ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *