ଗୋଟେ ବାହା ହେଇକି ଜୀବନରେ ଏତେ ପସ୍ତଉଛି… ଆଉ ଦିତୀୟ ବାହା ହେବାର ପ୍ରଶ୍ନ ଉଠୁଛି କେଉଁଠୁ ? Anubhav Mohanty

ଛାଡପତ୍ର ଆବେଦନ ଖାରଜ ହେଲା ପରେ ଅନୁଭବ କହିଲେ ନିଜ ମନ କଥା ! ହଁ ଆଜ୍ଞା ଓଡିଶାର ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଗଣ ମାଧ୍ୟମ ସାମ୍ନାରେ ନିଜର ମନର କଥା ବଖାଣିଛନ୍ତି । ତେବେ ନିକଟରେ ବର୍ଷା ଓ ଅନୁଭବଙ୍କର ବିବାହ ବିଚ୍ଛେଦ ଆବେଦନ ଖାରଜ ହେବା କଥା ଚର୍ଚାର ପରିସରକୁ ଆସିଥିଲା । ଏହାପରେ ବର୍ଷା ପ୍ରିୟଦର୍ଶିନୀ ଏହି କଥାକୁ ନେଇ ଖୁସି ମନାଉଥିବା ବେଳେ ଅନୁଭବ ଏହି ଖବର ପାଇ ଭାଙ୍ଗି ପଡିଥିଲେ ।

ପରେ ଅନୁଭବ ମିଡିଆ ସାମ୍ନାରେ କହିଛନ୍ତି । ଯେ ବର୍ଷା ଯେଉଁ ସମସ୍ତଙ୍କୁ କହିହେଉଛନ୍ତି । ଧର୍ମର ଜୟ ହୋଇଛି, ଏଠାରେ କିଛି ବି ଧର୍ମର ଜୟ ହୋଇନାହିଁ । ବର୍ଷା ତାଙ୍କ ଅଧର୍ମ ଜୟ ପାଳନ କରୁଛନ୍ତି । ହେଲେ ସତ କେବେ ବି ଲୁଚି ରହେନା । ଯଦି ମୁଁ ନ୍ୟାୟ ପଥରେ ଥିବି । ତେବେ ମୋତେ ନ୍ୟାୟ ନିଶ୍ଚୟ ଆଇନ ପକ୍ଷରୁ ମିଳିବ । ହଁ ପରିବାର କୋର୍ଟ ଆମ ବାହାଘରର ବିଚ୍ଛେଦ ଆବେଦନ ଖାରଜ କରିଦେଇଛି । ହେଲେ ମୁଁ ଉପରସ୍ଥ ହାଇକୋର୍ଟର ଦରକାର ପଡିଲେ, ଆଶ୍ରୟ ନେବି ।

କାରଣ ମୋତେ ବର୍ତ୍ତମାନ ନ୍ୟାୟ ହିଁ ଦରକାର । ହେଲେ ଅନେକ ଲୋକ ସୋସିଆଲ ମିଡିଆରେ ମୋତେ ନେଇ ମିଥ୍ୟା, ପ୍ରଚାର ପ୍ରସାର କରୁଛନ୍ତି । ଯେ ଅନୁଭବ ଯେତେ ଶୀଘ୍ର ବାହାଘରର ବିଚ୍ଛେଦ କରି ଅନ୍ୟତ୍ର ବାହା ହେବା ପାଇଁ ଇଛା ରଖିଛନ୍ତି । ହେଲେ ମିଡିଆ ସାମ୍ନାରେ ମୁଁ ସ୍ପଷ୍ଠ କରିଦେବାକୁ ଚାହେଁ । ଯେ ମୁଁ ଗୋଟିଏ ବାହା ହେଇକି ଏତେ କଷ୍ଟ ପାଉଛି । ଆଉ ଅଲଗା ବିବାହ ହେବା କଥା ଅନୁଭବ କିପରି ଭାବି ପାରିବ ?

ଭଗବାନଙ୍କୁ ଡାକୁଛି, ମୋ ସାଂସାରିକ ଜୀବନରେ ମୋତେ ଯେତିକି କଷ୍ଟ ମିଳିଛି ଓ ଏବେ ଯାହା ସବୁ ଭୋଗୁଛି । ଏମିତିକା କଷ୍ଟ ଭଗବାନ କାହାକୁ ନଦିଅନ୍ତୁ । ତେବେ ଅନୁଭବ ଓ ବର୍ଷାଙ୍କର ପାରିବାରିକ କଳିରେ ଆଗକୁ କି ମୋଡ ନେଉଛି ? ତାହା ଦେଖିବାକୁ ସମସ୍ତଙ୍କର ଅପେକ୍ଷାରେ ରହିଲା । ତେବେ ଆପଣଙ୍କର ମତାମତ କମେଣ୍ଟ ଦ୍ଵାରା ଜଣାନ୍ତୁ । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *