ସ୍ଵାମୀ-ସ୍ତ୍ରୀ ହେବେ, ହେଲେ ସେଠି ସମ୍ପର୍କ ରହିବନି, ଏଇଟା କେଉଁ ପ୍ରକାର ମ୍ୟାରେଜ ! ବର୍ତ୍ତମାନ ଚର୍ଚାରେ ରହିଥିବା ବହୁ ଫେମସ ଷ୍ଟାରର କଳି ଅନୁଭବ ଓ ବର୍ଷାଙ୍କ ମାମଲାକୁ ନେଇ ସମାଜସେବି ମୋନାଲିସା ଗନ୍ତାୟତ ଏଭଳି କିଛି ମତ ରଖିଛନ୍ତି । ତେବେ ମୋନାଲିସାଙ୍କ କହିବା ଆଧାରରେ ବର୍ତ୍ତମାନ ଏବେ ଯେଉଁ ଅନୁଭବ ଓ ବର୍ଷାଙ୍କୁ ଖବର ଶୁଣିବାକୁ ମିଳୁଛି । ଯେ ଅନୁଭବ ଓ ବର୍ଷାଙ୍କର ବିବାହ ବିଚ୍ଛେଦ ଆବେଦନ କୋର୍ଟ ଖାରଜ କରିଦେଇଛି ।
ଏଠାରେ କୋର୍ଟ ଅନୁଭବ- ବର୍ଷାଙ୍କୁ ଏକାଠି କରିନି । କି ତାଙ୍କୁ ମିଶିବା ପାଇଁ ମଧ୍ୟ ଦେଇନାହିଁ । ଯେଉଁ କାରଣରୁ ଏଠାରେ ଅନୁଭବ ମହାନ୍ତି ବହୁତ ବଡ ମାନସିକ ଚାପରେ ପଡିଯାଇଛନ୍ତି । କାରଣ ଯଦି ଏହି ବାହାଘରରେ ଉଭୟ ଖୁସି ନାହାନ୍ତି । ତେବେ ଏଠାରେ କୋର୍ଟ ତାଙ୍କର ଯଥା ଶୀଘ୍ର ଛାଡପତ୍ର କରିଦେବା ଉଚିତ ଥିଲା । ଛାଡପତ୍ର ପରେ ଉଭୟ ଚାହିଁଥିଲେ । ନିଜର ଅନ୍ୟତ୍ର ବାହା ହେଇ ମଧ୍ୟ ଆଉ ଏକ ସୁଖର ସଂସାର ଗଢି ପାରିଥାନ୍ତେ ।
ହେଲେ ଛାଡପତ୍ରର ଆବେଦନକୁ କୋର୍ଟ ଯଦି ଖାରଜ କରିଦେଉଛି । ତେବେ ଅନୁଭବ ଚାହିଁଲେ ବି ଅଲଗା କେଉଁଠାରେ ଏବେ ବାହା ହୋଇପାରିବେ ନାହିଁ । ହେଲେ ଅନୁଭବ-ବର୍ଷାଙ୍କ ମଧ୍ୟରେ ସେପରି କିଛି ଘଟିଛି ବୋଲି ଉଭୟଙ୍କର କଥା ଛାଡପତ୍ର ପର୍ଯ୍ୟନ୍ତ ଆସିଛି । ହେଲେ ଏତେ କଥା ହେଲା ପରେ ବି ବର୍ଷା ଅନୁଭବଙ୍କୁ ଛାଡୁନାହାନ୍ତି । ହେଲେ ଅନୁଭବଙ୍କ କହିବା ଅନୁସାରେ ସେ ବର୍ଷାଙ୍କୁ ବାହା ହୋଇଛନ୍ତି ସତ ।
ହେଲେ ତାଙ୍କ ମଧ୍ୟରେ ସ୍ବାମୀୟ ସ୍ତ୍ରୀ ଭଳି କୌଣସି ପ୍ରକାର ଶାରୀରିକ ସମ୍ପର୍କ ନଥିଲା । ସେମାନେ ଉଭୟ କେବଳ ଭାଇ-ଭଉଣୀ କି ସାଧାରଣ ସାଙ୍ଗ ଭଳି ହିଁ ଏତେ ବର୍ଷ ଚଳି ଆସିଥିଲେ । ହେଲେ ଯେଉଁ ବାହାଘରରେ ସ୍ଵାମୀ ସ୍ତ୍ରୀଙ୍କ ଭଳି ଅନୁଭବ ବର୍ଷାଙ୍କର ସମ୍ପର୍କ ରହୁନି ।
ସେଠାରେ ଏମାନଙ୍କର କୋର୍ଟ ଛାଡପତ୍ର କରିଦେବା ହିଁ ଉଚିତ ଥିଲା । ଆଉ ଅନୁଭବଙ୍କ କହିବା ଅନୁସାରେ ତାଙ୍କର ଛାଡପତ୍ର କରି ତାଙ୍କୁ ଏହି ବିବାହ ବନ୍ଧନରୁ ମୁକ୍ତି ଦେବା ହିଁ ଉଚିତ ଥିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ