ନମସ୍କାର ବନ୍ଧୁଗଣ ତେବେ ଏହି ମଇ ମାସ ରେ ଗ୍ରହ ମାନଙ୍କ ବିଶେଷ କୃପା ବୃଷ ରାଶିର ବ୍ୟକ୍ତି ମାନଙ୍କୁ ମିଳୁ ଅଛି । ଯେଉଁ କାରଣ ରୁ ଆପଣଙ୍କୁ ସମସ୍ତ କ୍ଷେତ୍ର ରେ ସଫଳତା ମିଳିବ । ବେପାରୀ ମାନଙ୍କ ପାଇଁ ଏବଂ ଚାକିରି କ୍ଷେତ୍ର ରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ ଶୁଭ ସାବ୍ୟସ୍ତ ହେବ । ବିବାହ ଜୀବନ ବହୁତ୍ ହିଁ ଶୁଭ ସାବ୍ୟସ୍ତ ହେବ ଏବଂ ପ୍ରତ୍ୟେକ ଦୃଷ୍ଟି ରୁ ସେମାନେ ଉଭୟ ଉଭୟ ଙ୍କୁ ବୁଝି ପାରିବେ।
ଯେଉଁମାନେ ଅବିବାହିତ ଅଛନ୍ତି ସେମାନେ ଏକ ସୁନ୍ଦର ଜୀବନ ସାଥୀ ଟି ଏ ମିଳିପାରେ । ଯଦି କୌଣସି କରଣବଶତଃ ଆପଣଙ୍କ ବିବାହ ରେ କୌଣସି ପ୍ରକାରର ବାଧା ସୃଷ୍ଟି ହେଉଥିଲା ତାହେଲେ ସେହି ବାଧା ଦୂର ହୋଇଯିବ । ଆପଣଙ୍କୁ ଏହି ସମୟର ରେ ମାନ ଏବଂ ଧନ ମିଳିବ । ଏହି ସମୟ ଆପଣଙ୍କ ପାଇଁ ଅନେକ ଗୁଡ଼ିଏ ସଫଳତା ନେଇ ଆସିବ।
ଏହି ସମୟ ଆପଣଙ୍କ ପାଇଁ ଭାଗ୍ୟ ଶାଳୀ ସାବ୍ୟସ୍ତ ହେବ । ଏହି ସମୟ ରେ ଆପଣଙ୍କୁ ବାହନ ଏବଂ ଭୂମି ର ସୁଖ ଆପଣଙ୍କୁ ପ୍ରାପ୍ତ ହେବ । ଯଦି ଆପଣ କୌଣସି ପ୍ରକାରର ସରକାରୀ ଚାକିରି କରୁଥିବା ତାହେଲେ ଆପଣ ନିଜ ଚାକିରି ରେ ଲାଭ ଉଠାଇ ପାରିବେ। ତେବେ ଏହି ସମୟ ରେ ମଧ୍ୟ ଆପଣଙ୍କୁ ଆପଣଙ୍କ ପିତା ଙ୍କ ଠାରୁ ଅଧିକ ଲାଭ ମିଳିବ ।ଏହି ସମୟରେ ସରକାରୀ ଚାକିରି ର ଯୋଗ ରହୁ ଅଛି ।
ଏହି ସମୟ ରେ ଯଦି ଆପଣ କୌଣସି ପ୍ରକାରର ସରକାରୀ ଚକାଇରି ର ଅପେକ୍ଷା ରହିଛନ୍ତି ଏହି ସମୟ ରେ ହୁଏତ ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ ।ଏହି ସମୟ ରେ ଘରକୁ କୌଣସି ପ୍ରକାରର ଇଲୋକ୍ଟ୍ରୁନିସ୍କ ଜିନିଷ କିଣି ଆଣି ପାରନ୍ତି ।ଏହି ସମୟ ରେ ପିତା ମାତା ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଯଦି ଆପଣ କୌଣସି ପ୍ରକାରର ଇଲେକ୍ଟ୍ରିକାଲ ଜିନିଷ ର ବେପାର କରୁଛ ଟି ତାହେଲେ ଆପଣଙ୍କୁ ବହୁତ୍ ଲାଭ ମିଳିପାରେ ।
ଏହି ସମୟ ରେ ଧନ ର ଅଭାବ ରହିବ ନାହିଁ ।ଏହି ସମୟ ରେ ଆପଣ ସମୃଦ୍ଧି ,ପ୍ରସିଦ୍ଧି ଏବଂ ପରାକ୍ରମ ରେ ଭରି ହୋଇ ରହିବେ । ଏହି ସମୟ ରେ ଆପଣଙ୍କ ପରାକ୍ରମ ରେ ଅଭାବ ଦେଖା ଦେବ ନାହିଁ। ଏହି ସମୟ ରେ ଆପଣଙ୍କ ଶତ୍ରୁ ଆପଣଙ୍କ ଠୁ ଭୟାବିତ ହୋଇ ରହିବେ। ଏହି ସମୟ ରେ ଆପଣ ଆତ୍ରୁ ମାନଙ୍କ ଉପରେ ବିଜୟ ପ୍ରାପ୍ତି କରିବେ କୋର୍ଟ କଚେରି ପରି କାର୍ଯ୍ୟ ରେ ସଫଳତା ହାସଲ କରିବେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।