ଶନି ଚଳନ କୁମ୍ଭ ରାଶିକୁ, 7ଟି ରାଶିରେ ଧନ ଲାଭ 3 ଟି ରାଶିରେ ଦୁଃଖର ପାହାଡ ! (Astrology)

ନମସ୍କାର ବନ୍ଧୁଗଣ ତେବେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯଦି ଶନିଦେବଙ୍କର କୌଣସି ରାଶିର ଜାତକ ଉପରେ ଖରାପ ନଜର ପଡ଼ିଯାଏ ତେବେ ସେହି ରାଶିର ମଣିଷ ନିଜର ସବୁ ସମସ୍ୟାକୁ ହିଁ ସଜାଡିବାରେ ସମ୍ପୂର୍ଣ ଜୀବନ କଟିଯାଏ ଯଦି ଭଗବାନ ଶନିଦେବଙ୍କର କୃପା ଦୃଷ୍ଟି ପଡ଼ିଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମରେ ନିଜର ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କୁ ଗୋଟିଏ ରାଶିରୁ ଆଉ ଗୋଟିଏ ରାଶିକୁ ଯିବାପାଇଁ ପାଖାପାଖି ଅଢେଇ ବର୍ଷ ସମୟ ଲାଗିଥାଏ । ତେବେ ଶନି ମକର ରାଶିରେ ବିରାଜମାନ କରିଛନ୍ତି କିନ୍ତୁ ୨୯ ଏପ୍ରିଲ ରେ ମକର ରାଶିରୁ ବାହାରି କୁମ୍ଭ ରାଶିକୁ ଚଳନ କରିବେ । ଶନି ଯେଉଁ ରାଶିରୁ ବାହାରିଯିବେ ସେ ରାଶି ଲୋକ ଶନି କୋପରୁ ମୁକ୍ତି ପାଇବେ । ଆସନ୍ତୁ ଜାଣିବା କେଉଁ ରାଶିମାନେ ଶନି କୋପରୁ ମୁକ୍ତି ପାଇବେ ।

୧- ପ୍ରଥମ ରାଶି ଟି ହେଉଛି ମେଷ ରାଶି ଏହି ରାଶିର ବ୍ୟକ୍ତି ମାନଙ୍କର ଖରାପ ସମୟ ଏବେ ଶେଷ ହୋଇ ସାରିଛି । ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନିଦେବ ନିଜର କୃପାଦୃଷ୍ଟି ରଖିବେ । ଏହି ରାଶିର ବ୍ୟକ୍ତି ମାନଙ୍କୁ ମାନ ସମ୍ମାନର ପ୍ରାପ୍ତି ହେବ । ଆଗାମୀ ସମୟରେ ଆପଣଙ୍କୁ ସଫଳତା ହାସଲ ହେବାର ଯୋଗ ମଧ୍ୟ ବନୁଛି । ଏହା ସହିତ ସ୍ବାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାରୁ ମୁକ୍ତି ମିଳିପାରିବ । ଆପଣମାନେ ନିଜର ଶତୃ ମାନଙ୍କର ଉପରେ ବିଜୟ ଲାଭ କରିବେ । ଘର ପରିବାରରେ ଖୁସିର ବାତାବରଣ ଲାଗି ରହିବ ।


୨- ଦ୍ଵିତୀୟ ରେ ହେଉଛି ବୃଷ ରାଶି । ତେବେ ଏହି ରାଶିରେ ସବୁ ଲୋକଙ୍କୁ ଆସୁଥିବା ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ । ଏହା ସହିତ ଲୋକ ମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୂରଣ ହେବ । ଆପଣଙ୍କର ଜୀବନରେ ଆଗକୁ ଆସିବାକୁ ଥିବା ସବୁ କଷ୍ଟ ଦୂର ହୋଇଯିବ । ଆପଣଙ୍କୁ ନିଜର ଜୀବନରେ ବହୁତ ଜୋରରେ ସଫଳତା ପାଇବାରୁ କେହିବି ଅଟକାଇ ପାରିବେ ନାହିଁ । ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ଚାକିରୀରେ ସଫଳତା ମିଳିବ ।


୩- ତୃତୀୟ ରାଶି ହେଉଛି କନ୍ୟା ରାଶି । ତେବେ ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନି ମହାରାଜଙ୍କର କୃପା ଦୃଷ୍ଟି ଲଗାତାର ଭାବରେ ରହିବ । ଆପଣ ମାନଙ୍କ ଜୀବନରେ ଯାହାସବୁ ସମସ୍ୟା ଗୁଡ଼ିକ ରହିଥିଲା ସେହିସବୁ ସମସ୍ୟା ଗୁଡ଼ିକର ଅନ୍ତ ଘଟିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ । ଆପଣଙ୍କୁ ଆପଣଙ୍କର କିଛି ସାଙ୍ଗ ବା ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିପାରେ । ଗୁରୁଜନ ମାନଙ୍କର ସମ୍ପୂର୍ଣ ସହଯୋଗ ଆପଣଙ୍କୁ ପ୍ରାପ୍ତ ହେବ । ଚାକିରି କରୁଥିବା ଲୋକମାନଙ୍କୁ ନିଜର ଚାକିରୀରେ ପ୍ରମୋସନ ହେବାର ସମ୍ଭାବନା ଅଧିକ ରହିଛି ।

୪- ଚତୁର୍ଥ ରାଶି ହେଉଛି ଧନୁ ରାଶି । ତେବେ ଏହି ରାଶିର ବ୍ୟକ୍ତି ମାଙ୍କର ଉପରେ ଭଗବାନ ଶନିଦେବ ଖୁସି ପୂର୍ଣ ରହିବେ । ଖାସ କରି ଯେଉଁ ବ୍ୟକ୍ତିମାନେ ବ୍ୟାପାରି ଅଟନ୍ତି ସେମାନଙ୍କୁ ସେମାନଙ୍କର ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ବନୁଛି । ଆପଣଙ୍କୁ ଆଗାମୀ ସମୟରେ ସଫଳତାର ଅନେକ ପ୍ରକାରର ମାର୍ଗ ପ୍ରାପ୍ତ ହେବ । ଧନ ସମ୍ଵଦ୍ଧିତ ସବୁ ସମସ୍ୟା ଆପଣଙ୍କର ଦୂର ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ । ଭଗବାନ ଶନିଦେବଙ୍କର କୃପାରୁ ଆପଣଙ୍କର କାରବାରରେ ଦିନକୁ ଦିନ ଲାଭ ବଢ଼ିଯିବ ।


୫- ପଞ୍ଚମ ରାଶି ହେଉଛି ମିଥୁନ ରାଶି । ତେବେ ଏହି ରାଶିର ସବୁ ଲୋକମାନଙ୍କୁ କୌଣସି ନିବେଶରୁ ମଧ୍ୟ ଲାଭ ମିଳିବାର ସମ୍ପୂର୍ଣ ସମ୍ଭାବନା ରହିଛି । ଆପଣଙ୍କର ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବହୁତ ଦିନରୁ ଅଟକି ରହିଥିବା ଧନ ବା ଟୋଙ୍କା ପଇସା ଏହି ଲୋକମାନଙ୍କୁ ଫେରି ମିଳିବାର ସମ୍ଭାବନା ରହିଛି । ବିଦ୍ୟାର୍ଥୀ ମାନଙ୍କର ପାଇଁ ଏହି ସମୟ ବହୁତ ଶୁଭ ସମୟ ସାବ୍ୟସ୍ତ ହେବ । ବହୁତ ଜଲଦି ଚାକିରି ମିଳିବାର ସମ୍ଭାବନା ରହିଛି । ଚାକିରି ମିଳିବା ମାତ୍ରେ ଆପଣଙ୍କର ପ୍ରତି ସମସ୍ତଙ୍କର ବ୍ୟବହାର ବଦଳି ଯିବ ।


୬- ଷଷ୍ଠ ରେ ହେଉଛି କର୍କଟ ରାଶି । ତେବେ ଏହି ରାଶିରେ ସବୁ ଲୋକଙ୍କୁ ଆସୁଥିବା ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ । ଏହା ସହିତ ଲୋକ ମାନଙ୍କର ଅଟକି ରହିଥିବା କାର୍ଯ୍ୟ ମଧ୍ୟ ଆଗାମୀ ସମୟରେ ପୂରଣ ହେବ । ଆପଣଙ୍କର ଜୀବନରେ ଆଗକୁ ଆସିବାକୁ ଥିବା ସବୁ କଷ୍ଟ ଦୂର ହୋଇଯିବ । ଆପଣଙ୍କୁ ନିଜର ଜୀବନରେ ବହୁତ ଜୋରରେ ସଫଳତା ପାଇବାରୁ କେହିବି ଅଟକାଇ ପାରିବେ ନାହିଁ । ଯେଉଁ ଲୋକମାନେ ଚାକିରି ଖୋଜୁଛନ୍ତି ସେମାନଙ୍କୁ ନିଶ୍ଚିତ ଭାବରେ ନିଜର ଚାକିରୀରେ ସଫଳତା ମିଳିବ ।


୭- ସପ୍ତମ ରେ ହେଉଛି ମୀନ ରାଶି । ତେବେ ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ସବୁ ପ୍ରକାରର ବାଧା ଗୁଡ଼ିକ ଦୂର ହୋଇଯିବ । ଖାସ କରି ପ୍ରେମ ସମ୍ବଦ୍ଧରେ ଯେଉଁ ବ୍ୟକ୍ତି ମାନେ ରହିଛନ୍ତି ସେମାଙ୍କର ପ୍ରେମ ବିବାହ ହେବାର ସମ୍ଭାବନା ରହିଛି । ଆପଣଙ୍କର ଦ୍ୱାରା କରା ଯାଇଥିବା ସବୁ ଚେଷ୍ଟା ବହୁତ ଜଲଦି ସଫଳ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ଆପଣ ନିଜର କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ । ନୁଆ ଘର ମଧ୍ୟ ଆପଣ କିଣି ପାରନ୍ତି ।


ତେବେ ବିଛା ରାଶି, ମକର ରାଶି ଓ କୁମ୍ଭ ରାଶି ଶନିଦେଵ ଙ୍କ କୋପ ଦୃଷ୍ଟି କିମ୍ବା ଶୁଭ ଦୃଷ୍ଟି ରହୁନି ତେବେ ସେମାନେ ଅସ୍ତଧାତୁ ର ଏକ ଡେଉଁରିଆ କିଣନ୍ତୁ । ତେବେ ସେଥିରେ ବାଡ଼ି ଅଁଳା ଗଛର ଚେର କୁ ତାଭିତରେ ରଖନ୍ତୁ ପୁରୁଷ ମାନେ ସେହି ଡେଉଁରିଆ କୁ ଡାହାଣ ହାତରେ ପିନ୍ଧନ୍ତୁ ଏବଂ ନାରୀ ମାନେ ବାମ ହାତରେ ପିନ୍ଧନ୍ତୁ । ତେବେ ଏହି ଉପାୟ ଆପଣ ନିଶ୍ଚିତ କରନ୍ତୁ

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *