ଆସୁଛି ରାମନବମୀ (April 10), ବନୁଛି ରାଜଯୋଗ, ରାଜା ପରି ଜୀବନ କାଟିବେ ଏହି 6 ଟି ରାଶିର ଲୋକ (Astrology)

ନମସ୍କାର ବନ୍ଧୁଗଣ ତେବେ ହିନ୍ଦୁ ଶାସ୍ତ୍ରରେ ରାମ ନବମୀର ମହତ୍ତ୍ୱ ଅନେକ । ଏହି ଦିନ ମହାରାଜ ଦଶରଥଙ୍କର ଜେଷ୍ଟ ପୁତ୍ର ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ଧର୍ମ ଶାସ୍ତ୍ର ଅନୁଯାୟୀ ଚୈତ୍ର ମାସର ୯ ଦିନ ରାମ ନବମୀ ଉତ୍ସବ ପାଳନ କରାଯାଇଥାଏ । ଏହି ଦିନ ଭଗବାନ ବିଷ୍ଣୁଙ୍କ ଜନ୍ମ ଅଯୋଧ୍ୟାର ରାଜା ଦଶରଥଙ୍କ ଜ୍ୟେଷ୍ଠ ପୁତ୍ର ରାମଙ୍କ ରୂପରେ ହୋଇଥିଲା । ରାମଙ୍କ ଜନ୍ମର ମୂଳ ଉଦେଶ୍ୟ ଥିଲା ରାବଣର ଦୃଷ୍ଟ ଆତ୍ମାକୁ ବିନାଶ କରିବା ।

 ଏହି କାରଣରୁ ରାମ ନବମୀରେ ଶାସ୍ତ୍ରରେ ଶକ୍ତିର ମହିମା ଏବଂ ଭଲ ଓ ଖରାପ ମଧ୍ୟରେ ସଂଘର୍ଷ ଦର୍ଶାଇଥାଏ, ବା ଏହି ଦିନ ଅନ୍ୟାୟ ଉପରେ ନ୍ୟାୟର ବିଜୟ ହୋଇଥାଏ । ରାମ ନବମୀ ଚୈତ୍ର ମାସର ୯ ଦିନରେ ପଡ଼ିଥାଏ । ଏହା ନବରାତ୍ରୀର ଶେଷ ଦିନ ହୋଇଥାଏ । ଏହି କାରଣରୁ ହିନ୍ଦୁ ମାନଙ୍କ ପର୍ବରେ ରାମ ନବମୀର ବିଶେଷ ମହତ୍ବ ରହିଥାଏ ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ଦିନ ନବମୀ ତିଥିର ଆଗମନ ପୁଷ୍ପ ନକ୍ଷତ୍ରରେ ହୋଇଥାଏ । ଏହି କାରଣରୁ ଚଳିତ ବର୍ଷ ରାମ ନବମୀରେ ଶୁଭ ଯୋଗ ରହିଛି । ଏବଂ ଏହା ପୁର୍ବରୁ ୬ ଟି ରାଶିର ଜୀବନରେ ଆସିବ ବଡ ପରିବର୍ତ୍ତନ । ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।

୧- ପ୍ରଥମ ରାଶି ହେଉଛି ସିଂହ ରାଶି । ତେବେ ଚାକିରି ଖୋଜୁଥିବା ବ୍ୟକ୍ତି ମାନଙ୍କୁ ବହୁତ ଜଲ୍ଦି ଚାକିରି କ୍ଷେତ୍ର ରେ ସଫଳତା ମିଳିବାକୁ ଯାଉଛି ମଏହା ସହିତ ପରିବାର ରେ ଖୁସି ର ମାହୋଲ ଲାଗି ରହିବ । ପ୍ରେମିକ ପ୍ରେମିକା ମାନଙ୍କ ପାଇଁ ଖୁସି ଖବର । ପ୍ରଭୁ ଶ୍ରୀ ରାମ ଚନ୍ଦ୍ର ଙ୍କ କୃପାରୁ ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ବେପାର ବାଣିଜ୍ୟ ରେ ବହୁତ ଧନ ଲାଭ ମିଳିବ । ଏହା ସହିତ ପ୍ରଶାସନିକ ଅଧିକାରୀ ମାନଙ୍କୁ ମାନ ସମ୍ମାନ ମିଲି ପାରେ । ଆପଣ ନିଜ ଜୀବନ ସାଥି ସହ ବହୁତ ଭଲ ସମୟ ବିତାଇବେ ।


୨- ଦ୍ଵିତୀୟ ରାଶି ହେଉଛି କୁମ୍ଭ ରାଶି । ତେବେ ଏହି ରାଶିର ବ୍ୟକ୍ତି ମାନେ ଧନ ଲାଭ କରିବେ । ବ୍ୟପାର ଏବଂ ବାଣିଜ୍ୟ ରେ ଲାଭ ବାନ ହେବେ । ଏମାନେ ଯେଉଁ କାର୍ଯ୍ୟ କରିବାକୁ ଚାହିଁବେ ତାହା କରିକି ହିଁ ରହିବେ । ସାମାଜିକ କ୍ଷେତ୍ରରେ ସମ୍ମାନ ପ୍ରାପ୍ତ କରିବେ । ସୁଖମୟ ଜୀଵନ ଅତିବାହିତ କରିବେ । ଦାମ୍ପତ୍ୟ ଜୀଵନ ଖୁସିରେ ଭରିଯିବ । ତେବେ ଶ୍ରୀ ରାମ ଚନ୍ଦ୍ର ଙ୍କ କୃପା ଆପଣଙ୍କ ଉପରେ ଭରି ରହିବ । ଆପଣଙ୍କ ଜୀଵନ ରେ ମଧ୍ୟ ଖୁସି ଭରି ରହିବ ।


୩- ତୃତୀୟ ରାଶି ଟି ହେଉଛି ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଥିବା ଧନର ସମସ୍ୟା ଦୂର ହେବ । ଯେଉଁମାନେ ଚାକିରୀ କ୍ଷେତ୍ରରେ ନିୟୋଜିତ ଅଛନ୍ତି ସେମାନଙ୍କୁ ବିଶେଷ କରି ଉନ୍ନତି ହାସଲ ହେବ ଏବଂ ବ୍ୟାପାରୀ ମାନଙ୍କ ପାଇଁ ମଧ୍ୟ ଏହି ସମୟ ଅନୁକୂଳ ରହିବ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ । ଆୟର ବୃଦ୍ଧି ଘଟିବ । ସଂକ୍ଷେପରେ କହିବାକୁ ଗଲେ ଏହି ରାଶି ଙ୍କ ଜୀବନ ରେ ବଡ଼ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି ।


୪- ଚତୁର୍ଥ ରାଶି ହେଉଛି କନ୍ୟା ରାଶି । ତେବେ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ରାମ ଙ୍କର ଏବଂ ରାମ ଭକ୍ତ ବଜରଙ୍ଗବଲୀ ଙ୍କ ବିଶେଷ କୃପାଦୃଷ୍ଟି ଲାଭ ହେବାକୁ ଯାଉଛି । ଏହି ରାଶି ମାନଙ୍କ ଜୀବନ ରେ ଯେ କୌଣସି କାର୍ଯ୍ୟ ଅଟକି ରହିଥିବ ତାହା ପୂର୍ଣ୍ଣ ହେବ । ଏହି ସମୟ ଏହି ରାଶି ଙ୍କ ପାଇଁ ଅନୁକୂଳ ରହିବ । ଏମାନଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ର ଅନ୍ତ ଘଟିବାକୁ ଯାଉଛି । ଅର୍ଥାତ ଯଦି ଆମେ ସଂକ୍ଷେପରେ କହିବାକୁ ଯିବା ତେବେ ଏହି ରାଶି ମାନଙ୍କ ଉପରେ ପ୍ରଭୁ ହନୁମାନ ଙ୍କ ଶୁଭ ଦୃଷ୍ଟି ପଡ଼ିବାକୁ ଯାଉଛି । ଏହା ସହିତ ଏହି ରାଶି ମାନଙ୍କ ଜୀବନ ରେ ଥିବା ସମସ୍ତ ଆର୍ଥିକ ସମସ୍ୟା ମଧ୍ୟ ଦୁର ହେବ ।


୫- ପଞ୍ଚମ ରେ ହେଉଛି ମିଥୁନ ରାଶି । ତେବେ ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଶ୍ରୀ ରାମଙ୍କ ସହ ମାତା ଦୁର୍ଗାଙ୍କ କୃପା ମଧ୍ୟ ରହୁଛି । ତେବେ ଆପଣ ଖୁବ ଭାଗ୍ୟଶାଳୀ ମଧ୍ୟ । ତେବେ ଆପଣଂକୁ ଧନ ର ଲାଭ ହେବ ଏବଂ ବେପାର ଏବଂ ଚାକିରୀ ରେ ମଧ୍ୟ ଉନ୍ନତି ହେବ । ତେବେ ଯଦି ଆପଣ କୌଣସି ଗାଡି କିଣିବାକୁ ଚାହୁଁଛନ୍ତି ତେବେ ତାହା ମଧ୍ୟ ନିଶ୍ଚିତ କରି ପାରିବେ । ଏହା ଶୁଭ ଫଳ ପ୍ରଦାନ କରିବ ।


୬- ଷଷ୍ଠ ରେ ହେଉଛନ୍ତି ମକର ରାଶି । ତେବେ ଏହି ରାଶି ବ୍ୟକ୍ତି ବିଶେଷ ଙ୍କ ଉପରେ ଶ୍ରୀରାମ ଙ୍କର ଅପାର କୃପାଦୃଷ୍ଟି ରହିବ । ଏମାନେ କୌଣସି ମୂଲ୍ୟବାନ ବସ୍ତୁ କ୍ରୟ କରିବେ । ସ୍ୱାସ୍ଥ୍ୟ ରେ ଉନ୍ନତି ଘଟିବ । ପାରିବାରିକ ସୁଖ ବୃଦ୍ଧି ହେବ । ସନ୍ତାନ ପକ୍ଷ ରୁ ଖୁସି ଖବର ମିଳିବ । କାର୍ଯ୍ୟ ଦକ୍ଷତା ରେ ବୃଦ୍ଧି ହେବ ଏବଂ କାର୍ଯ୍ୟ ରେ ସଫଳତା ହାସଲ କରିବେ । ସଂକ୍ଷେପରେ ଯଦି କହିବା ତେବେ ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ବିଶେଷ ପ୍ରଭୁ ଶ୍ରୀରାମ ଙ୍କ କୃପା ରୁ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ସମାଜ ରେ ସମ୍ମାନିତ ଓ ପ୍ରତିଷ୍ଠିତ ହେବ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *