ଦୀର୍ଘ 80 ବର୍ଷ ପରେ 18 ମାର୍ଚ୍ଚରେ ଦେଖାଯିବ ଫ୍ଲାଗୁନ ପୁର୍ଣିମାର ଚାନ୍ଦ, ଏହି 4 ଟି ରାଶିରେ ଲାଗିବ ଲଟେରୀ (Astrology)

ମାର୍ଚ୍ଚ ମାସ ଯେମିତି ଋତୁ ପରିବର୍ତ୍ତନର ମାସ ହୋଇଥାଏ ଠିକ ସେହିଭଳି ଗ୍ରହ ପରିବର୍ତ୍ତନର ବି ମାସ ହୋଇଥାଏ । ଏହି ବର୍ଷ ଫ୍ଲାଗୁନ ପୁର୍ଣିମା ଅଛି । ୧୭ରେ ହୋଲି ଦହନ ଓ ୧୮ ମାର୍ଚ୍ଚକୁ ହୋଲି ପର୍ବ ପାଳନ କରାଯିବ । ଏହା ପୂର୍ବରୁ ଫ୍ଲାଗୁନ ମାସରେ ଶୁକ୍ଳ ପକ୍ଷରେ ହେଉଥିବା ଗ୍ରହମାନଙ୍କର ପରିବର୍ତ୍ତନ ବହୁତ ମହତ୍ଵ ପୂର୍ଣ ରଖିଥାଏ ।

ଏହି କାରଣ ଅଟେ କି ଏହି ପର୍ବ ସମୟରେ କିଛି ରାଶିଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ଯେଉଁଥିରେ ସମୟ ବହୁତ ଶୁଭ ହୋଇଥାଏ । କହିଦେଉଛୁ କି ଏହି ବର୍ଷ ହୋଲି ଠାରୁ ୪ ଟି ରାଶିର ଶୁଭ ସମୟ ଆରମ୍ଭ ହୋଇଯିବ ।

ମେଷ ରାଶି

ମେଷ ରାଶିର ଜାତକମାନଙ୍କ ଭାଗ୍ୟ ବର୍ତ୍ତମାନ ଖୋଲିବାକୁ ଯାଉଛି । ଏହି ପର୍ବରେ ହେଉଥିବା ଶୁଭ ସଂଯୋଗ କାରଣରୁ ଅତିରିକ୍ତ ମାଲାମାଳ ହେବେ । ଆପଣଙ୍କ ଧନ ସମ୍ବନ୍ଧିତ ସବୁ ସମସ୍ଯା ବର୍ତ୍ତମାନ ସମାପ୍ତ ହୋଇଯିବ । କୌଣସି ବନ୍ଧୁ କାରଣରୁ ଆପଣଙ୍କୁ ନୂଆ କାର୍ଯ୍ୟ ମିଳିବ । ଅଚାନକ ଧନ ପ୍ରାପ୍ତି ହେବ । କିନ୍ତୁ ଉତ୍ସାହିତ ନ ହୋଇ କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ।

ମକର ରାଶି

ଚାକିରି କରୁଥିବା ଲୋକମାନଙ୍କ ମାନ ସମ୍ମାନ ବଢିବ । ପଦୋନ୍ନତିର ଆଶା କରି ପାରନ୍ତି । ଗୃହ ଓ ଭବନ ବିକ୍ରି ହେବା ଦ୍ଵାରା ଲାଭ ମିଳିବ । କିଛି ଲୋକମାନଙ୍କ ପାଇଁ ଏହି ସମୟ ଶୁଭ ଅଟେ । ସଠିକ ନିଷ୍ପତି ନେଲେ ସଠିକ ରାସ୍ତା ମିଳିବ । ବିଚାର ବିମର୍ଶ କରି ଆଗକୁ ବଢନ୍ତୁ । ସଫଳତା ନିଶ୍ଚିତ ରୂପରେ ମିଳିବ । ଅବିବାହିତ ଲୋକମାନେ ନିଜ ମନର ଭାବନା ବ୍ୟକ୍ତ କରନ୍ତୁ । ବିବାହିତ ଲୋକମାନେ ନିଜର ଶଶୁର ଘର ଓ ସାଥି ଠାରୁ ସହଯୋଗ ପାଇବେ ।

କନ୍ୟା ରାଶି

କନ୍ୟା ରାଶିଙ୍କ ପାଇଁ ଏହି ଫ୍ଲାଗୁନ ମାସ ଧନ, ନିଜ ଲୋକ ଠାରୁ ସାହାର୍ଯ୍ୟ, ବ୍ୟବସାୟ ଏହି ସବୁ ମାମଲାରେ ଲାଭକାରୀ ପରିସ୍ଥିତି ଆସିବ । ଆପଣଙ୍କ କଠିନ ପରିଶ୍ରମ ଆପଣଙ୍କୁ ଗୁରୁଜନଙ୍କ ସାମ୍ନାରେ ପ୍ରଶଂସା କରିବ । ସମ୍ପତ୍ତି ବଢିବାର ଚାନ୍ସ ଅଛି । ଆକସ୍ମିକ ଲାଭ କାରଣରୁ ବ୍ୟାପାର ବାଣିଜ୍ୟରେ ଉନ୍ନତି ଆସିବ । ବ୍ୟାପାରରେ ବହୁତ ଅଧିକ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ବିଦେଶ ଠାରୁ ଲାଭ ମିଳିପାରେ ।

ମିଥୁନ ରାଶି

କୌଣସି ସୁଖଦ ସମାଚାର ମିଳିପାରେ । ଚାରିଆଡେ ପ୍ରସନ୍ନତା ଛାଇ ରହିବ । ପରିବାର ସହିତ ଆନନ୍ଦ ଦାୟକ ସମୟ ବିତାଇବାର ଚାନ୍ସ ମିଳିବ । ଏହି ସମୟରେ ମାତା ପିତାଙ୍କର ସେବା କରନ୍ତୁ । ପୁର୍ଣିମା ସମୟରେ ବ୍ୟାପାର ବଢିପାରେ । ନିଜର ଅଟକି ଥିବା କାର୍ଯ୍ୟକୁ ପୁରା କରିବାରେ ସାହାର୍ଯ୍ୟ ମିଳିବ । ବ୍ୟାପାର ବ୍ୟବସାୟରେ ପରିବର୍ତ୍ତନ ଆସିବ ।

Leave a Reply

Your email address will not be published. Required fields are marked *