ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି 5 ଟି ନାମର ଝିଅ (Astrology)

ଏହି ଦୁନିଆରେ କୌଣସି ବି ଝିଅକୁ ବୁଝିବା ଅସମ୍ଭବ ଅଟେ । କାରଣ ଗୋଟିଏ ଝିଅ ମୁଣ୍ଡ ଭିତରେ କେତେବେଳେ କଣ ଚାଲିଥାଏ ଏହା ବିଷୟରେ କେହି ବି କହି ପାରିବେ ନାହିଁ । କହିବାକୁ ଗଲେ ଝିଅମାନଙ୍କର ବ୍ୟବହାର ଏତେ ଅଲଗା ହୋଇଥାଏ କି ସେମାନେ କେତେବେଳେ କେଉଁ ଜିନିଷ ଉପରେ କଣ ପ୍ରତିକ୍ରିୟା ଦେବେ ଏହା ବିଷୟରେ କେହି ବି କହି ପାରିବେ ନାହିଁ । କିନ୍ତୁ ଏହି ଦୁନିଆରେ ଏମିତି ବି ଝିଅ ଅଛନ୍ତି ଯେଉଁମାନେ ପାଣି ଭଳି ପରିଷ୍କାର ହୋଇଥାନ୍ତି ଓ ବହୁତ ଶାନ୍ତ ହୋଇଥାନ୍ତି ।

ଅନ୍ୟ ପଟେ କିଛି ଝିଅ ଏମିତି ବି ହୋଇଥାନ୍ତି ଯେଉଁମାନେ ବହୁତ ଚାଲାକ ହୋଇଥାନ୍ତି ଓ ବିଶ୍ଵାସୀ ନୁହନ୍ତି । ଆଜି ଆମେ ଆପଣଙ୍କୁ ସେହି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବହୁତ ପବିତ୍ର ହୋଇଥାନ୍ତି । ଆପଣଙ୍କୁ କହିଦେଉଛୁ କି ଯେଉଁ ଝିଅମାନଙ୍କର ନାଁ ଏହି ଅକ୍ଷରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପବିତ୍ର ହୋଇଥାନ୍ତି ।

B ନାମ ବାଲା ଝିଅମାନେ

ଯେଉଁ ଝିଅମାନଙ୍କର ନାଁ B ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ପ୍ରତି ବହୁତ ବିଶ୍ଵାସୀ ହୋଇଥାନ୍ତି । ଏମାନେ କୌଣସି ବି ସ୍ଥିତିରେ ନିଜର ପାର୍ଟନରର ସାଥ ଛାଡନ୍ତି ନାହିଁ । ଏମାନଙ୍କର ବ୍ୟବହାର ବି ବହୁତ କୋମଲ ହୋଇଥାଏ । ଏହି କାରଣ ଅଟେ କି ଏମାନଙ୍କୁ ପବିତ୍ର କୁହାଯାଏ ।

N ନାମ ବାଲା ଝିଅମାନେ

ଏମାନେ ବହୁତ ଚଞ୍ଚଲ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜର ପରିବାର ଓ ପାର୍ଟନର ବହୁତ ଧ୍ୟାନ ରଖନ୍ତି । କିନ୍ତୁ ଏମାନେ ଏହିଭଳି କାମ କରନ୍ତି ନାହିଁ ଯାହା ଦ୍ଵାରା ଏମାନଙ୍କ ପରିବାରର ନାଁ ଖାରାପ ହେଉ । ଏମାନଙ୍କ ସ୍ଵଭାବ ବହୁତ ଭଲ ହୋଇଥାଏ ସେଥିପାଇଁ ଏମାନଙ୍କୁ ପବିତ୍ର କୁହାଯାଏ ।

P ନାମ ବାଲା ଝିଅମାନେ

ଯେଉଁ ଝିଅମାନଙ୍କର ନାଁ P ଅକ୍ଷରୁ ଆରମ୍ଭ ହୋଇଥାଏ ସେମାନେ ଏକାଠି ରହିବାକୁ ଚେଷ୍ଟା କରନ୍ତି । ଏମାନେ ସବୁ ସମସ୍ତଙ୍କର ଭାବନାର ଧ୍ୟାନ ରଖନ୍ତି । ଛୋଟ ହେଉ କିମ୍ବା ବଡ ଏମାନେ କାହାକୁ ବି ଦୁଃଖ ଦେବାକୁ ଚାହାନ୍ତି ନାହିଁ । ଏହି କାରଣ ଅଟେ କି ଏମାନଙ୍କୁ ବି ପବିତ୍ର କୁହାଯାଏ ।

V ନାମ ବାଲା ଝିଅମାନେ

ଏହି ନାଁର ଝିଅମାନେ ବି ବହୁତ ପବିତ୍ର ହୋଇଥାନ୍ତି । ଏମାନେ ବହୁତ ଲଜ୍ୟା କରନ୍ତି ତଥାପି ଏମାନେ ନିଜ ପରିବାରର ମାନ ସମ୍ମାନର ପୁରା ଧ୍ୟାନ ରଖନ୍ତି । ଏମାନେ ନିଜର ପରିବାରକୁ ଖୁସିରେ ରଖିବା ପାଇଁ ଚେଷ୍ଟା କରନ୍ତି । ସେମାନଙ୍କର ଇଚ୍ଛାକୁ ବି ପୁରା କରିବାକୁ ଚେଷ୍ଟା କରନ୍ତି ।

Y ନାମ ବାଲା ଝିଅମାନେ

ଯେଉଁ ଝିଅମାନଙ୍କର ନାଁ Y ଅକ୍ଷୟରୁ ଆରମ୍ଭ ହୋଇଥାଏ ସେମାନଙ୍କର ସ୍ଵଭାବ ବହୁତ ଭଲ ହୋଇଥାଏ । ଏମାନେ କାହାକୁ ବି ଅସମ୍ମାନ କରନ୍ତି ନାହିଁ । ନିଜର ପାର୍ଟନରକୁ ବି ଖୁସି କରିବା ପାଇଁ ଚେଷ୍ଟା କରନ୍ତି । ଜ୍ଯୋତିଷ ଶାସ୍ତ୍ରରେ ଏହି ୫ ଟି ନାମର ମହିଳାମାନଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ଗଙ୍ଗା ଭଳି ପବିତ୍ର ହୋଇଥାନ୍ତି । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *