ଟଙ୍କିକିଆ କଏନ୍ କରିଦେବ ଆପଣଙ୍କୁ ଲକ୍ଷପତି, ବାସ କରନ୍ତୁ ଏହି କାମ…

ନମସ୍କାର ବନ୍ଧୁଗଣ ତେବେ ଟଙ୍କିକିଆ କଏନ ଏବେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେବ । କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଜାତୀୟ ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ ନିକଟରେ ଏକ ଟଙ୍କିକିଆ କେନ ନିଲାମରେ ବିକ୍ରି ହୋଇଛି । ଏହାର ପ୍ରତି ବଦଳରେ ବିକ୍ରେତା ଙ୍କୁ ଲକ୍ଷ ଲକ୍ଷ ଟଙ୍କା ମିଳିଛି । ଗୋଟିଏ ଟଙ୍କିକିଆ କଏନ ର ଏତେ ମୂଲ୍ୟ ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡିଛନ୍ତି ।


ଏହା ଶୁଣିବାକୁ ଆଶ୍ଚର୍ୟ୍ଯ କର ହୋଇଥିଲେ ମଧ୍ୟ ବାସ୍ତବରେ ଏହା ସତ କଥା । ଆଜିକାଲି ପୁରୁଣା କେନ ଓ ନୋଟ ଯାହା ପୂର୍ବ ଯୁଗରେ ପ୍ରଚଳିତ ହେଉଥିଲା ଯେଉଁ ମାନେ ଏହାକୁ ରଖିଛନ୍ତି ସେମାନଙ୍କର ଲଟେରୀ ଲାଗିବାରେ ଲାଗିଛି । ତେବେ ୧୯୮୫ ମସିହାରେ ଭାରତ ରେ ବ୍ରିଟିଶ ରାଜ ଚାଲିଥିବା ବେଳେ ଏହି ମୁଦ୍ରା ଜାରି କରା ଯାଇଥିଲା । ଯଦି ଆପଣଙ୍କ ପାଖରେ ବ୍ରିଟିଶ ସମୟର ମୁଦ୍ରା ରହିଛି ଓ ଏହା ଯଦି ୧୯୮୫ ମସିହାର ତେବେ ଆପଣ ମଧ୍ୟ ଲକ୍ଷପତି ହୋଇ ପାରିବେ ।

ଏହାକୁ ଆପଣ ଅନ ଲାଇନ ନିଲାମ ପ୍ରକ୍ରିୟା ଦ୍ଵାରା ବିକ୍ରି କରି ପାରିବେ । କିଛି ଲୋକ ମାନେ ଅଛନ୍ତି ଯେଉଁ ମାନେ ପୁରୁଣା ଜିନିଷ ସାଇତି ରଖିବାକୁ ପସନ୍ଦ କରିଥାନ୍ତି । ତେବେ ଯେଉଁ ମାନଙ୍କ ପାଖରେ ବିଶେଷ କରି ପୁରୁଣା କଏନ ରହିଛି ସେମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଆସିଛି । କାରଣ ଆପଣ ମାନେ ଘରେ ବସି ଲକ୍ଷପତି ହୋଇ ପାରିବେ ।


ତେବେ ଯଦି ସେହି କଏନ ରେ ଏଚ ମାର୍କ ରହିଥିବ ଏବଂ ଅଶୋକ ସ୍ତମ୍ଭ ଥିବ ଧାନ ଗଛର ଚିତ୍ର ହୋଇଥିବ ତେବେ ଏହାକୁ ଆପଣ ବିକି ପାରିବେ । ତେବେ ପୁରୁଣା କଏନ ରଖିଥିବା ଲୋକ ମାନେ ଭିନ୍ନ ଭିନ୍ନ ୱେବ ସାଇଟରେ ନିଜର ପ୍ରୋଫାଇଲ ତିଆରି କରି ଏହାକୁ ବିକ୍ରି କରି ପାରିବେ । ଏହି ୱେବ ସାଇଟ ମଧ୍ୟ ରୁ ଗୋଟିଏ ହେଉଛି କଏନ ବଜାର ।

ଆପଣ ମାନେ କଏନ ବଜାର ୱେବ ସାଇଟରେ କଏନ ରେଜିଷ୍ଟ୍ରେଶନ କରି ବିକ୍ରି କରି ପାରିବେ । ଏହା ବ୍ୟତିତ ଯଦି ଆପଣଙ୍କ ପାଖରେ ପୁରୁଣା କଏନ ଅଛି ଓ ଆପଣ ଏହାକୁ ବିକ୍ରି କରିବାକୁ ଚାହୁଛନ୍ତି ତେବେ ଓଏଲେକ୍ସ କୁ ଯାଆନ୍ତୁ । ଏଠାରେ ଆପଣ ନିଜର ଆଇଡି ତିଆରି କରି କଏନ ବିକ୍ରି କରି ପାରିବେ ।


ତେବେ ଆପଣ indiancoinmill.com ୱେବ ସାଇଟ ରେ ବିକ୍ରି କରି ପାରିବେ । ତେବେ ନିଲାମ କରିବା ପାଇଁ ପ୍ରଥମେ ଆପଣଙ୍କୁ ପୁରୁଣା କଏନ ର ଫୋଟୋ ସେୟାର କରିବାକୁ ପଡିବ । ତେବେ ଆପଣଙ୍କ ସ୍ୱପ୍ନ ଶୀଘ୍ର ସତ ହୋଇଯିବ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *