ନମସ୍କାର ବନ୍ଧୁଗଣ ତେବେ ଦୁନିଆ ରେ ଏଭଳି କିଛି ସ୍ଥାନ ରହିଛି ଯାହା ଯାହା ଆମକୁ ଜଣା ନଥାଏ । ଏବଂ ଜାଣି ସାରିଲା ପରେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ । ଦୁନିଆରେ ଏମିତି ଅନେକ ଜାଗା ରହିଛି ଯେଉଁଠି ଜନ ସଂଖ୍ୟା ପୁରୁଷଙ୍କ ତୁଳନାରେ ମହିଳା ମାନଙ୍କ ଜନ ସଂଖ୍ୟା ଅଧିକ ଥାଏ । କଣ ଆପଣ ଜାଣିଛନ୍ତି କି ? ଏହି ଜାଗା ଦୁନିଆରେ କେଉଁଠାରେ ଅଛି, ଆଉ ମଧ୍ୟ ଯଦି ଆପଣ ବିବାହ କରିନାହାନ୍ତି, ତେବେ ଏହି ଜାଗା ବିଷୟରେ ଜାଣିଲା ପରେ ଅନେକ ଲାଭ ଦାୟକ ସାବ୍ୟସ୍ତ ହେବ ।
ତେବେ ପ୍ରାୟ ୨୭ ବର୍ଷ ଧରି ଏମିତି ଏକ ଗାଁ ରହିଛି ସେହି ଗାଁ ରେ କେବଳ ମହିଳା ମାନେ ରହନ୍ତି, ସେଠାରେ ପୁରୁଷ ନାହାନ୍ତି । ଏହି ଗାଁ କୁ ପୁରୁଷଙ୍କୁ ଆସିବା ପାଇଁ ବାରଣ କରାଯାଇଛି । ଏହା ଏଭଳି ଏକ ଗାଁ ସେଠାକୁ ଗଲେ ଆପଣ ମାନଙ୍କ ମନ ମଧ୍ୟରେ ପ୍ରଶ୍ନ ଆସିବ ଏହି ଗାଁରେ ପୁରୁଷ ମାନେ କୁଆଡେ ଗଲେ । ହୁଏତ ଆପଣଙ୍କୁ ବିଶ୍ଵସ ନ ଆସିପାରେ, ଆପଣ ମଧ୍ୟ ଏହି ଗାଁ ଯାଇ ପାରନ୍ତି ଗାଁ କୁ ପ୍ରବେଶ କରିବା ପୂର୍ବରୁ ବୋର୍ଡ ରେ ଲେଖା ହୋଇଥିବ ଗାଁ କୁ ପୁରୁଷଙ୍କୁ ପ୍ରବେଶ କରିବା ନିଷେଧ ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ୨୭ ବର୍ଷ ଧରି ଏହି ଗାଁ ରେ ପୁରୁଷ ନଥିଲେ ମଧ୍ୟ ମହିଳା ମାନେ ଗର୍ଭବତୀ ହେଉଛନ୍ତି । ସ୍ୱାଭାବିକ ଭାବରେ ଆପଣଙ୍କ ମନ ମଧ୍ୟରେ ଏକ ପ୍ରଶ୍ନ ଉଙ୍କି ବିନା ପୁରୁଷରେ ମହିଳା ମାନେ କିପରି ଗର୍ଭବତି ହେଉଛନ୍ତି କିପରି ? ଏହି ଗାଁ ଟି କେନିଆ ରେ ଅଛି ଏହାର ନାମ ଅମଜା ଏହିଠାରେ କେବଳ ମହିଳା ମାନେ ହିଁ ରୁହନ୍ତି ସବୁଠାରୁ ଚକିତ କଲାଭଳି କଥା ହେଉଛି ୨୭ ବର୍ଷ ଧରି ଏହି ଗାଁର ମହିଳା ମାନେ ପୁରୁଷ ନଥିଲେ ବି ଗର୍ଭବତୀ ହୁଅନ୍ତି ।
ଏହାର କାରଣ ହେଉଛି ୧୯୯୦ ମସିହାରେ ଏହି ଗାଁ ଟି ଗଢି ଉଠିଥିଲା । ୧୯୯୦ ମସିହାରେ କିଛି ବ୍ରିଟିଶ ସୈନିକ ଜବରଦସ୍ତ ମହିଳାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ଏହା ପରେ ତାଙ୍କ ସମାଜର ଲୋକମାନେ ସେହି ମହିଳା ମାନକୁ ତାଙ୍କ ସମାଜରୁ ବାହାର କରି ଦେଇଥିଲେ । ସେହି ୧୫ ଜଣ ମହିଳା ଘରୁ ବାହାର କରିଦେବା ପରେ ଏହି ଜାଗାରେ ଆସି ରହିଲେ । ଏମାନଙ୍କ ପରି ଆଉ ଯେଉଁ ମହିଳା ମାନେ ହିଂସାର ଶିକାର ହୋଇ ଏହି ଗାଁର ୧୫ ଜଣ ମହିଳାଙ୍କ ସହ ଆସି ରହିବା ପାଇଁ ଲାଗିଲେ ।
ତେବେ ବାଲ୍ୟ ବିବାହରୁ ବଞ୍ଚିତ ହୋଇ କିଛି କିଛି ଝିଅ ମାନେ ଏହି ଗାଁ ଆସିଲେ ଏବଂ ସମୟ କ୍ରମେ ସେଠାରେ ରହିବାକୁ ଲାଗିଲେ । ବର୍ତ୍ତମାନ ୩୦୦ ରୁ ଉର୍ଦ୍ଧ ମହିଳା ନିଜ ସନ୍ତାନ ମାନଙ୍କ ସହ ଏହି ଗାଁ ରେ ରହୁଛନ୍ତି । ଏହି ଗାଁରେ ପିଲା ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ମଧ୍ୟ ରହିଛି ଏହାଛଡା ଏଠାରେ ସାମ୍ୱରୁ ନେସନାଲ ପାର୍କ ମଧ୍ୟ ରହିଛି । ସେହି ପାର୍କକୁ ବୁଲିବା ପାଇଁ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଏହି ଗାଁ ର ମହିଳା ମାନେ ପାରମ୍ପାରିକ ଗହଣା ମାନ ପ୍ରସ୍ତୁତ କରି ପର୍ଯ୍ୟଟକ ମାନଙ୍କୁ ବିକ୍ରି କରନ୍ତି ।
ତେବେ ପ୍ରକୃତ କଥାଟି ହେଉଛି ଗାଁରେ କୌଣସି ପୁରୁଷ ପ୍ରବେଶ କରନ୍ତି ନାହିଁ , ହେଲେ ମହିଳା ମାନେ ଗାଁ ବାହାରକୁ ଯାଆନ୍ତି । ଶାରୀରିକ ସମ୍ୱନ୍ଧ ରଖିବା ପରେ ପୁଣି ସେହି ଗାଁକୁ ଫେରିଆସନ୍ତି ଏବଂ ନିଜ ବଂଶକୁ ଆଗକୁ ବଢାନ୍ତି । ତେବେ ଏହି ସ୍ଥାନକୁ ବୁଲିବା ପାଇଁ ବିଭିନ୍ନ ଦେଶର କୋଣ ଅନୁକୋଣରୁ ଲୋକମାନେ ବୁଲିବା ପାଇଁ ଆସିଥାନ୍ତି । ଫ୍ରାସ , ବ୍ରାଜିଲ ପରି ଅନେକ ଦେଶ ମାନଙ୍କରେ ମହିଳାଙ୍କ ସଂଖ୍ୟା ଅଧିକ ନଜର ଆସିଥାଏ ଏବଂ ସେମାନେ ସେଠାରେ ନିଜର ମନ ଅନୁସାରେ କାର୍ଯ୍ୟ କରିଥାନ୍ତି ।
ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ