ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା, ଭିଣେଇକୁ କହିଲା, “ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତ ?” ଭିଣେଇ ବହୁତ ସମୟ ଦେଖିବା ପରେ କହିଲା…(Odia Jokes)

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷ ନିଜ କର୍ମ କ୍ଷେତ୍ରରେ ହେଉ ବା ଟଙ୍କା ରୋଜଗାର କରିବାରେ ହେଉ ସବୁବେଳେ ବ୍ୟସ୍ତରେ ରହୁଛନ୍ତି । ଲୋକମାନଙ୍କ ମନରେ ଦୁନିଆର ଅନେକ ଚିନ୍ତା ଘୁରି ବୁଲୁଛି । ବନ୍ଧୁଗଣ କଥାରେ ଅଛି ଯଦି ଆପଣ ସବୁବେଳେ ଖୁସିରେ ରହିବେ ତା ହେଲେ ଆପଣ ସୁସ୍ଥ ରହିବେ । ତେବେ ଆପଣ ମାନଙ୍କ ବ୍ୟସ୍ତ ବହୁଳ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ ।

ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ । ଏହି ଓଡିଆ ଜୋକ୍ସ ଗୁଡିକୁ ଆପଣ ମାନେ ପଢିଲେ ନିଜ ହସ ରୋକିପାରିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ । 

୧. ଦୁଇଜଣ ସାଙ୍ଗ ପରସ୍ପର ସହ କଥା ବାର୍ତ୍ତା କରୁଥିଲେ… 

ପ୍ରଥମ ସାଙ୍ଗ- ଭାଇ ଏ ୧୪ ଫେବୃୟାରିରେ କଣ ହୁଏ ?

ଦ୍ଵିତୀୟ ସାଙ୍ଗ- ତୋ ପାଖରେ ସ୍ତ୍ରୀ ଅଛି ନା ଗାର୍ଲଫ୍ରେଣ୍ଡ ?

ପ୍ରଥମ ସାଙ୍ଗ- ସ୍ତ୍ରୀ ଅଛି । 

ଦ୍ଵିତୀୟ ସାଙ୍ଗ- ତା ହେଲେ ତୋ ପାଇଁ ୧୪ ଫେବୃୟାରି ମହା ଶିବ ରାତ୍ରି ଅଟେ । 

୨. ଏକ କୋଟି ଟଙ୍କାର ପ୍ରଶ୍ନ ପଚରା ହେଲା- ସ୍ତ୍ରୀର ପାଦ ଚିପିବା ସେବା ନା ପ୍ରେମ ଅଟେ ?

ବ୍ୟକ୍ତିର ଉତ୍ତର ଶୁଣିବା ପରେ ତାକୁ ୫ କୋଟି ଟଙ୍କା ଦିଆ ହେଲା । 

ସ୍ତ୍ରୀ ଯଦି ନିଜର ଥିବ ତା ହେଲେ ସେବା ଆଉ ଯଦି ଅନ୍ୟର ଥିବ ତା ହେଲେ ପ୍ରେମ । 

୩. ବାପ- ତମେ ମୋର ଝିଅକୁ କେବେ ଠାରୁ ପ୍ରେମ କରୁଛ ?

ପୁଅ- ଗତ ୭ ମାସ ହେବ ପ୍ରେମ କରୁଛି । 

ବାପ-ହେଲେ ମୁଁ କେମିତି ବିଶ୍ଵାସ କରିବି ?

ପୁଅ- ଠିକ ଅଛି ତା ହେଲେ ଏକ ମାସ ଆହୁରି ଅପେକ୍ଷା କର ନିଜେ ସବୁ ଜାଣି ଯିବ । 

୪. ବବଲୁ- ମୋତେ ଲାଗୁଛି ସେ ଝିଅକୁ ଠିକ ସେ ଶୁଣା ଯାଉ ନାହିଁ । ମୁଁ ତାକୁ କିଛି କହୁଛି ଆଉ ସେ ମୋ ପ୍ରଶ୍ନର ଉତ୍ତର ଆଉ କିଛି ଦେଉଛି । 

ଡବଲୁ- କେମିତି ?

ବବଲୁ- ମୁଁ ତାକୁ କହିଲି ଆଇ ଲଭ ୟୁ, ଆଉ ସେ ମୋତେ କହିଲା ମୁଁ କାଲି ହିଁ ନୂଆ ଜୋତା କିଣିଛି । 

୫. ପୁଅ- ଆଇ ଲଭ ୟୁ…

ଝିଅ- ତମେ କଣ ପାଗଳ ମୁଁ ବିବାହିତ, ମୋର ସ୍ଵାମୀ ଅଛନ୍ତି,

ଆଉ ଗୋଟେ ବୟଫ୍ରେଣ୍ଡ ବି ଅଛି ଅଫିସରେ,

ଆଉ ମୋର ଏକ୍ସ ବୟଫ୍ରେଣ୍ଡ ମୋର ପଡୋଶୀ ଅଟେ ।

ଆଉ କାଲି ମୋର ବସ୍ ମୋତେ ପ୍ରପୋଜ କରିଛନ୍ତି ।

ଆରେ ମୁଁ ତାଙ୍କୁ ମନା କରିପାରିବି ନାହିଁ ।

ସେମିତି ବି ମୋର ଏକ ସ୍କୁଲ ସାଙ୍ଗ ସହ ସିରିୟସ ମ୍ୟାଟର ଚାଲିଛି । 

ପୁଅ- ଦେଖ ଯଦି ମୁଁ ତମ ସହ ଆଡଜେଷ୍ଟ ହୋଇପାରିବି ତ ଭଲ ହେବ ଏତେ ଜଣଙ୍କୁ ତ ରଖିଛ ମୋତେ ବି ରଖିନିଅ କିଛି ଫରକ ପଡିବ ନାହିଁ । 

୬. ଭିକାରି- କିଛି ଖାଇବା ପାଇଁ ଦେଇ ଦିଅ…

ଝିଅ- ବିଲାତି ଖାଅ । 

ଭିକାରି- ରୁଟି ଦେଇଦିଅ । 

ଝିଅ- ବିଲାତି ଖାଇଦିଅ । 

ଭିକାରି- ଆଛା ହଉ ବିଲାତି ହି ଦେଇଦିଅ…

ଝିଅର ମା- ଆରେ ବାବା ତମେ ଯାଅ…ମୋ ଝିଅ ଖନେଇ ଖନେଇ କଥା କହେ, ମୋ ଝିଅ କହୁଛି ଟଙ୍କା କମେଇ ଖାଇ ଦିଅ । 

୭. ଶାଳି ପ୍ରଥମ କରି ମିନି ସ୍କର୍ଟ ପିନ୍ଧିଥିଲା ଓ ଭିଣେଇ କୁ କହିଲା,

“ଜିଜୁ ଟିକେ ଦେଖ ତ ନଇଁଲେ ମୋ ଅଣ୍ଡରୱିୟର ଦେଖା ଯାଉନି ତ ?”

ଭିଣେଇ ବହୁତ ସମୟ ଦେଖିବା ପରେ କହିଲା….

“ନା, ଦେଖା ଯାଉନି, କିନ୍ତୁ ଆସନ୍ତା ଥର ମନେ କରି ପିନ୍ଧିନେବୁ”

Leave a Reply

Your email address will not be published. Required fields are marked *