ନମସ୍କାର ବନ୍ଧୁଗଣ ତେବେ ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ଭିନ୍ନ ଭିନ୍ନ କବିଙ୍କଦ୍ୱାରା ବିଭିନ୍ନ ନାମରେ ମାଳିକାମାନ ଲିଖିତ ହୋଇଛି । ମାଳିକା ଲିଖନରେ ଅଚ୍ୟୁତାନନ୍ଦ ଦାସ, ହାଡ଼ିଦାସ,ହରଦାସ ମାଳିକା,ଯଶୋବନ୍ତ ଦାସ, ଗୋସ୍ୱାମୀ ବାହୁଡ଼ା ଦାସ ଆଦି ଅନ୍ୟତମ । ତେବେ ସମୟ ସ୍ରୋତ ରେ ଧୀରେ ଧୀରେ ପୂର୍ଵ ପୁରୁଷ ମାନଙ୍କର ଅନୁମାନ ତଥା ତାଙ୍କର ମାଳିକା ବର୍ଣ୍ଣିତ ଵଚନ ସତରେ ପ୍ରତିପ୍ରକାଶ ହେବାକୁ ଯାଉଛି ।
ମାଳିକା ରେ ଯାହା ସବୁ ଲେଖାଯାଇଛି ଆଜି କାଲି ସେହିପରି ଘଟଣା ସବୁ ଦିନ କୁ ଦିନ ଦେଖିବା କୁ ମିଳୁଛି । ଏହାର ଉଦାହରଣ ଭାବରେ ଆପଣ ବର୍ତ୍ତମାନ ର କୋରନା ପରିସ୍ଥିତି କୁ ନେଇପାରିବେ । ମାଳିକା ରେ ଯେଉଁ ଭଳି ଭାବରେ ବର୍ଣ୍ଣନା କରାଯାଇ ଥିଲା କି ଏକ ଅଜଣା ରୋଗ ଆସିବ ଆଉ ସାରା ବିଶ୍ୱ କୁ ଅସ୍ତ ବ୍ୟସ୍ତ କରିଦେବ ଆଉ କୋଭିଡ-୧୯ ସେହିପରି ହିଁ ଥିଲା ।
ତେବେ ବର୍ତ୍ତମାନ ମଧ୍ୟ ଅନେକ ସାଧୁ ବ୍ୟକ୍ତି ରହିଛନ୍ତି ଯେଉଁମାନେ କି ମାଳିକା ରେ ଥିବା ସମସ୍ତ ଗାର ଅର୍ଥାତ ଲିପି କୁ ଅନୁଧ୍ୟାନ କରି ଆମ ସାମ୍ନା ଙ୍କୁ ନେଇ ଆସନ୍ତି । ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଆମ ମାଳିକା ରେ ମହାପୁରୁଷ ମାନେ ଯାହା ସବୁ ଲେଖିଛନ୍ତି ଆଗାମୀ ବର୍ଷ ପାଇଁ ତାହା ବହୁତ ଭୟଙ୍କର ଅଟେ । ତେବେ ମାଳିକା ବଚନ ଏବଂ ଦିବ୍ୟସିଂହ ହରିଚନ୍ଦନ ଙ୍କ ଅନୁସାରେ ୨୦୨୭ ଏପ୍ରିଲ ମାସ ସୁଦ୍ଧା ତୃତୀୟ ବିଶ୍ୱଯୁଦ୍ଧ ହେବ ।
ଏହାପୁଣି ଭାରତ ଏବଂ ପାକିସ୍ତାନ ମଧ୍ୟରେ ରହିବ ଯେଉଁଠି ଆମେରିକା ଚିନ ଆଦି ପାକିସ୍ତାନ କୁ ସାହାର୍ଯ୍ୟ କରିବେ ଏବଂ ରୁଷ,ଜାପାନ ଓ ଜର୍ମାନ ଆଦି ଭାରତକୁ ସପୋର୍ଟ କରିବେ । ଏହା ଛଡା ଯେପରି ଆଗରୁ ଲେଖା ହୋଇ ଥିଲା କି ଶ୍ରୀମନ୍ଦିର ରୁ ପଥର ଖସିବ, ବାନା ରେ ନିଆଁ ଲାଗିବ କଳ୍ପତରୁ ଭାଙ୍ଗିଯିବ ତାହା ସବୁ ହେଉଛି ସେହିପରି ଲେଖା ହୋଇଛି କି ଏଭଳି ଏକ ସମୟ ଆସିବ ଯେଉଁଠି ୨୧ ଦିନ ପର୍ଯ୍ୟନ୍ତ ଆପଣଙ୍କୁ ମହାପ୍ରସାଦ ମିଳିବ ନାହିଁ ।
ତେବେ ଏହା ମଧ୍ୟ ବଡ଼ ସଙ୍କେତ ହୋଇ ପାରେ ତାଛଡା ସମୁଦ୍ର ର ଜୁଆର ଖୁବ ଉଚ୍ଚ ରେ ଉଠିବ ଏବଂ ଯାହା ଲେଖା ହୋଇଛି କି ବାଇଶି ପାହାଚେ ଖେଳିବ ମୀନ ତାହା ମଧ୍ୟ ନିଶ୍ଚିତ ଭାବରେ ହୋଇବ । ଏହା ସହ ଓଡ଼ିଶାର ପୂର୍ବ ଭାଗ ରେ କୌଣସି ଗାଁ ଗଣ୍ଡା ରହିବ ନାହିଁ ସବୁ ଜଳ ମଗ୍ନ ହୋଇଯିବ । ତେବେ ସେ କହିଛନ୍ତି କି ଆଗକୁ ଆହୁରି ସଙ୍କେତ ମିଳିବା ବାକି ରହିଛି ତାଛଡା ଏସବୁ ୨୦୨୭ ସୁଦ୍ଧା ହୋଇକି ରହିବ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।