Bollywood ର ଖିଲାଡ଼ି Akshay Kumar ଙ୍କ ଗର୍ଲଫ୍ରେଣ୍ଡ ରହି ସାରିଛନ୍ତି ଏହି 7 ହିରୋଇନ, 3 ନମ୍ବର ଙ୍କ ସହିତ ତ ନିର୍ବନ୍ଧ ବି କରି ସାରିଥିଲେ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ବଲିଉଡ ରେ ଅକ୍ଷୟ କୁମାର ଜଣେ ସୁପ୍ରସିଦ୍ଧ ଲୋକ ପ୍ରିୟ ଅଭିନେତା ତା ସହ ସେ ଜଣେ ଦାମୀ ଅଭିନେତା ମଧ୍ୟ । ତାଙ୍କର ଅଭିନୟ ତାଙ୍କର ନୃତ୍ୟ ତାଙ୍କର ଷ୍ଟଣ୍ଟ ତାଙ୍କର ଅନ୍ଦାଜ ଲୋକ ମାନଙ୍କୁ ଖୁବ ଭଲ ଲାଗେ । ସେ ବଲିଉଡ କୁ ଅନେକ ସଫଳ ସିନେମା ମଧ୍ୟ ପ୍ରଦାନ କରିଛନ୍ତି । ତାଙ୍କୁ ବଲିଉଡରେ ଖିଲାଡି ମଧ୍ୟ କୁହାଯାଏ । ସେ ଆକ୍ସନ ସିମେମା ସହ କମେଡି ସିନେମା ରେ ମଧ୍ୟ ବହୁତ ସୁନ୍ଦର ଅଭିନୟ କରିଛନ୍ତି । ନିଜର ଅଭିନୟ ରେ ସେ ଲୋକ ମାନଙ୍କ ହୃଦୟ ଜିଣିବା ରେ ସଫଳ ହୋଇଛନ୍ତି ।

ଅକ୍ଷୟ କୁମାର ଙ୍କ ପ୍ରକୃତ ନାମ ହେଉଛି ରାଜୀବ ହରିଓମ ଭାଟିଆ । ତେବେ ସେ ନିଜ ଜୀବନରେ ଅନେକ ସଫଳ ସିନେମାରେ ଅଭିନୟ କରିଛନ୍ତି ଅନେକ ଅଭିନେତ୍ରୀ ମାନଙ୍କ ସହ ମଧ୍ୟ ଅଭିନୟ କରିଛନ୍ତି ସେ କ୍ୟାଟ୍ରିନା କେଫ୍ ହେଉ କିମ୍ବା ଦୀପିକା ପାଦୁକନ ସେ ପ୍ରାୟତଃ ସମସ୍ତ ଅଭିନେତ୍ରୀ ମାନଙ୍କ ସହ କାମ କରିଛନ୍ତି । କିଛି ଅଭିନେତ୍ରୀ ଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ର ଖବର ମଧ୍ୟ ଶୁଣିବାକୁ ମିଳିଛି । ତେବେ ଚାଲନ୍ତୁ ଜାଣିନେବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଯିଏ ଅକ୍ଷୟ ଙ୍କ ପ୍ରେମିକା ଥିଲେ ।

୧- ପ୍ରଥମ ଅଭିନେତ୍ରୀ ହେଲେ ପୂଜା ବତ୍ରା । ଯେବେ ଅକ୍ଷୟ ବଲିଉଡ ଜଗତ କୁ ନୂଆ ନୂଆ ଆସିଥିଲେ ପୂଜା ମଧ୍ୟ ମଡେଲିଙ୍ଗ କରୁ ଥିଲେ । ସେତେବେଳେ ଏହି ଦୁଇ ଜଣଙ୍କ ର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପୂଜା ଙ୍କ ଦ୍ଵାରା ଅକ୍ଷୟ ନିଜର କ୍ୟାରିଅର ଆରମ୍ଭ କରିଥିଲେ କିନ୍ତୁ ଫିଲ୍ମ ମିଳିବା ପରେ ସେ ପୂଜା ଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।


୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଆୟଶା ଜୁଲକା । ଆୟଶା ନବେ ଦଶକ ର ଜଣେ ସଫଳ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ । ଫିଲ୍ମ ଖିଲାଡି ରେ ସେମାନେ ଦୁଇ ଜଣ ଏକାଠି ହୋଇଥିଲେ । ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । କିନ୍ତୁ ନିଜ କ୍ୟାରିୟର କୁ ଗୁରୁତ୍ୱ ଦେଇ ସେ ଅଏଶା ଙ୍କ ଠାରୁ ଅଲଗା ହୋଇ ଗଲେ ।


୩- ତୃତୀୟ ଅଭିନେତ୍ରୀ ହେଉଛନ୍ତି ରବିନା ଟଂଡନ । ରବିନା ନିଜ ସମୟରେ ଜଣେ ସଫଳ ଲୋକ ପ୍ରିୟ ଅଭିନେତ୍ରୀ ଥିଲେ । ସେ ମଧ୍ୟ ଅନେକ ସଫଳ ସିନେମାରେ ଅଭିନୟ କରିଛନ୍ତି । ଅକ୍ଷୟ କୁମାର ରବିନା ଙ୍କର ପ୍ରେମ ର ଚର୍ଚ୍ଚା ମଧ୍ୟ ଖୁବ ହେଉଥିଲା । ଏମିତି କି ଦୁଇ ଜଣଙ୍କର ନିର୍ବନ୍ଧ ମଧ୍ୟ ସାରିଥିଲା । କିନ୍ତୁ ପରେ ଏମାନେ ଅଲଗା ମଧ୍ୟ ହୋଇ ଯାଇଥିଲେ ।


୪- ଚତୁର୍ଥ ଅଭିନେତ୍ରୀ ହେଉଛନ୍ତି ଶିଳ୍ପା ସେଠୀ । ଶିଳ୍ପା ବଲିଉଡ ର ଜଣେ ସଫଳ ଲୋକ ପ୍ରିୟ ଅଭିନେତ୍ରୀ । ତାଙ୍କ ନୃତ୍ୟ ସମସ୍ତଙ୍କୁ ପସନ୍ଦ । ଅକ୍ଷୟ ଶିଳ୍ପା ଙ୍କ ଯୋଡି କୁ ମଧ୍ୟ ଖୁବ ପସନ୍ଦ କରା ଯାଉଥିଲା । କିନ୍ତୁ କିଛି ମତାନ୍ତର ଯୋଗୁଁ ଦୁହେଁ ଅଲଗା ହୋଇଗଲେ ।


୫- ପଞ୍ଚମ ଅଭିନେତ୍ରୀ ହେଉଛନ୍ତି ରେଖା । ରେଖା ଅକ୍ଷୟ ସିନେମା ଖିଲାଡି କା ଖିଲାଡି । ରେ ଏକାଠି କାମ କରିଥିଲେ । ଏହା ପରେ ଦୁହେଁ ଏକାଠି ହୋଇଗଲେ । କିନ୍ତୁ ଏହା ପରେ ଦୁହେଁ ଅଲଗା ମଧ୍ୟ ହୋଇଗଲେ ।


୬- ଷଷ୍ଠ ଅଭିନେତ୍ରୀ ହେଉଛନ୍ତି ଟୁଇଁକଲ ଖାନ୍ନା । ସିନେମା ଇଣ୍ଟର ନେସନାଲ ଖିଲାଡି ରେ ଦୁହେଁ ଏକାଠି ହୋଇଥିଲେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ପରେ ଦୁହେଁ ବିବାହ ମଧ୍ୟ କରି ଦେଇଥିଲେ ।


୭- ସପ୍ତମ ଅଭିନେତ୍ରୀ ହେଉଛନ୍ତି ପ୍ରିୟଙ୍କା ଚୋପ୍ରା । ଟ୍ଵିଙ୍କଲ ଖନ୍ନାଙ୍କ ସହ ବିବାହ କରିବା ପରେ ଅକ୍ଷୟ ପ୍ରିୟଙ୍କା ଚୋପଡାଙ୍କ ସହ ଅଫେୟାର ରଖିଥିଲେ । ଏହା ପରେ ଏମାନଙ୍କ ରିଲେସନ ବହୁତ ଚର୍ଚାରେ ରହିଲା । ଯାହାଫଳରେ ଅକ୍ଷୟ ପ୍ରିୟଙ୍କାଙ୍କ ଠାରୁ ଦୂରେଇ ଯାଇଥିଲେ । ଏହା ସହ ସେ ପ୍ରିୟଙ୍କା ଙ୍କ ସହ କୌଣସି ସିନେମା କରିବାକୁ ମନା ମଧ୍ୟ କରି ଦେଇଥିଲେ ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *