ସମୁଦ୍ର ମଝିରେ 483 ଦିନ ଦିନ କାଟିଲେ ଏହି ବ୍ୟକ୍ତି, ସିନେମା ନୁହେଁ ଏହା ସତ ଘଟଣା, ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ

ବନ୍ଧୁଗଣ, ଆମ୍ଭେ ଜାଣିଛୁ ଯେ ଆମ୍ଭ ପୃଥିବୀରେ ସମୁଦାୟ ୫ ଟି ମହାସାଗର ରହିଅଛି । କିନ୍ତୁ ଏହି ୫ ଟି ମହାସାଗର ମଧ୍ୟରୁ ପ୍ରଶାନ୍ତ ମହାସାଗର ସବୁଠାରୁ ବଡ । ଏହା ପାଖାପାଖି ୧୬୫ ମିଲିୟନ ସ୍କ୍ୱେର ପର୍ଯ୍ୟନ୍ତ ଏହା ବିସ୍ତ୍ରୁତ । ଆଜି ଆମ୍ଭେ ଆପଣଙ୍କୁ ଏହି ପ୍ରଶାନ୍ତ ମହାସାଗର ଭିତରେ ଘଟିଥିବା ଏଭଳି ଏକ ଘଟଣା ସମ୍ବନ୍ଧରେ କହିବୁ ଯାହା ଆପଣ ମାନେ ଶୁଣିଲେ ଆଦୌ ବିଶ୍ଵାସ କରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ।

ପ୍ରଶାନ୍ତ ମହାସାଗରରେ ମଧ୍ୟ କିଛି ଆଇଲ୍ୟାଣ୍ଡ ରହିଅଛି । କିନ୍ତୁ ଯଦି ମ୍ୟାପ ରୁ ଦେଖିବା ଆଇଲ୍ୟାଣ୍ଡ ଗୁଡିକ ମହାସାଗର ଭିତରେ କିଛି ବିନ୍ଧୁ ଭଳି ଦେଖାଯାଇଥାଏ । ଆଉ ଏହିସବୁ ଆଇଲ୍ୟାଣ୍ଡ କେବଳ ପାହାଡ ଏବଂ ଜଙ୍ଗଲ ରେ ଘେରା ହୋଇ ରହିଥାଏ । ଏଠାରେ ସବୁ ଆଇଲ୍ୟାଣ୍ଡ ରେ ମଣିଷ ରୁହନ୍ତି ନାହିଁ ମାତ୍ର କିଛି ସ୍ଥାନାରେ ମଣିଷ ରୁହନ୍ତି ।

ତେଣୁ ମୋଟାମୋଟି ଭାବରେ କହିବାକୁ ଗଲେ ଯଦି କେହି ଏହି ପ୍ରଶାନ୍ତ ମହାସାଗରେ ଥିବା ଆଇଲ୍ୟାଣ୍ଡ ରେ ବାଟବଣା ହୋଇଯାଏ ତେବେ ତାହାକୁ ଖୋଜି ପାଇବା ବିଲକୁଲ ଅସମ୍ଭବ ଅଟେ । ମାତ୍ର ଏଭଳି ଜଣେ ବ୍ୟକ୍ତି ଥିଲେ ଯିଏ କି ଏହି ବିଶାଳ ମହାସାଗରରେ ୪୮୩ ଦିନ ଯାଏଁ ନିଖୋଜ ହୋଇଯାଇଥିଲେ ।

ଜୋସଆଲଭାଡର ସେଲଭେରସନ ନାମକ ବ୍ୟକ୍ତି ଏହି ମହାସାଗରରେ ୧୪ ମାସ କିଭଳି ଅତିକ୍ରମ କରିଥିଲେ ତାହା ଆଶ୍ଚର୍ଯ୍ୟ କରିଦେଉଛି । ଏହି ଘଟଣା ହେଉଛି ୨୦୧୨ ମସିହାର । ମ୍ୟାକ୍ସିକୋ ର ଜଣେ ଛୋଟ ଗାଁ ରୁ ଜଣେ ମତ୍ସ୍ୟଜୀବୀ ରହୁଥିଲେ । ସେ ନିଜ ପୂର୍ତ୍ତି ରେ ଖୁବ ପାରଙ୍ଗମ ଥିଲେ । ତେବେ ସେ ହିଁ ଥିଲେ ଜୋସଆଲଭାଡର ସେଲଭେରସନ ।

ସେ ୧୭ ନଭେମ୍ବର ୨୦୧୨ ରେ ନିଜର ଏକ ଛୋଟିଆ ବୋଟ ଏବଂ ସାଙ୍ଗରେ ଏକ ସାଥି ଙ୍କୁ ନେଇ ଏକ ଚ୍ୟାଲେଞ୍ଜ କରିବାକୁ ବାହାରି ପଡିଲେ । ସେ ଚିନ୍ତା କରିଥିଲେ ଯେ ଗଭୀର ସମୁଦ୍ର ରେ ୩୦ ଘଣ୍ଟା ଅତିବାହିତ କରିବାକୁ । ମାତ୍ର ସେ ଜାଣିନଥିଲେ ଯେ ୩୦ ଘଣ୍ଟା ବଦଳରେ ତାଙ୍କୁ ୪୮୩ ଦିନର ଦଣ୍ଡନୀୟ ଦିନ ଦେଖିବାକୁ ମିଳିବ । ୧୨୦ ମିଟର ଭିତରକୁ ଗଳାପରେ ଜାଲ ପକାଇଥିଲେ ଏବଂ ଠିକ ସେହି ସମୟରେ ଜୋରସେ ଝଡତୋଫାନ ହେବାକୁ ଲାଗିଲା । ବୋଟ ୬ ଘଣ୍ଟା ଚାଲିବା ପରେ ସେମାନେ ଝଡ ଠାରୁ ବହୁତ ଦୂରକୁ ଚାଲିଯାଇଥିଲେ ।

କ୍ରମଶ ବୋଟ ବୁଡିଗଲା ଏବଂ ଛୋଟ କାଠ ବୋଟ ଚଳାଇ ଉଭୟ ବନ୍ଧୁ ଆଗକୁ ଯାଉଥିଲେ କିନ୍ତୁ ସେତେବେଳ କୁ ଭୋକ ଉପାସ ରେ ତାଙ୍କ ସାଥି ଜଣକ ପଣି କୁ ଡେଇଁ ଆତ୍ମହତ୍ୟା କରିଦେଲା । କିଛି ଦିନ ପରେ ସେ ଦେଖିବାକୁ ପାଇଲେ ଯେ ପାଣିରେ ପଇଡ ଭାସୁହି । ଏହା ଦେଖି ସେ ଜାଣିଲେ ନିକଟରେ ସ୍ଥଳଭାଗ ଅଛି ଏବଂ ସେ ସେଠାକୁ ଗଲେ ସେହି ଆଇଲ୍ୟାଣ୍ଡ ର ନାମ ଥିଲା ମାର୍ସଲ ଆଇଲ୍ୟାଣ୍ଡ । ଏବଂ ସେଠାରୁ ଲୋକାଲ ଲୋକଙ୍କ ସାହାର୍ଯ୍ୟ ରେ ସେ ନିଜ ସ୍ଥାନକୁ ପୁଣି ଫେରି ଆସିଥିଲେ ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *