ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ ।
ତେବେ ବର୍ତ୍ତମାନ ସମୟରେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପ୍ରେମ ଏକ ଶାରୀରିକ ସମ୍ପର୍କ ରଖିବାର ମାଧ୍ୟମ ହୋଇ ଯାଇଛି । ତେବେ କିନ୍ତୁ ଆଉ କିଛି ପିଲାମାନେ ଅଛନ୍ତି ଯେଉଁମାନେ ପ୍ରେମ ପାଇଁ ଘର ଦ୍ୱାର ବାପା ମାଆ ଙ୍କୁ ଛାଡି ନିଜ ପ୍ରେମିକ ଙ୍କ ସହିତ ପଳେଇ ଆସନ୍ତି । ତେବେ ସେହିପରି ବର୍ତ୍ତମାନ ଆଉ ଏକ ଘଟଣା ଶୁଣିବାକୁ ମିଳୁଛି ତେବେ କଟକ ନିଆଁଳି ରେ ଜଣେ ଝିଅ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ କରି ଛାଡିଛନ୍ତି ।
ତେବେ ସେ ଭିଡିଓ ରେ କହିଛନ୍ତି କି ସେ ନିଜ ଗାଁର ଗୋଟିଏ ପୁଅ କୁ ଦଶ ବର୍ଷ ହେବ ପ୍ରେମ କରି ଆସୁଥିଲେ । ତେବେ ଘର ଲୋକ ବିରୋଧ କରିବାରୁ ସେ ଘରୁ ପଳେଇ ଆସିଥିଲେ ଏବଂ ସେ ଦୁଇ ଜଣ ବିବାହ କରି ଦେଇଛନ୍ତି । ତେବେ କିନ୍ତୁ ବର୍ତ୍ତମାନ ଝିଅ ଟି ପ୍ରଶାସନ କୁ ସୁରକ୍ଷା ମାଗୁଛନ୍ତି କାରଣ ତାଙ୍କ ବାପା ଏବଂ ପିଉସା ଯୋଜନା କରି ତାଙ୍କୁ ମାରିବାକୁ ଚେଷ୍ଟା କରୁଛନ୍ତି । ତାଙ୍କ ସ୍ୱାମୀ ଙ୍କ ଉପରେ ମଧ୍ୟ ଖତରା ରହିଛି ।
ତେଣୁ ସେ ଚାହୁଁଛନ୍ତି କି ପ୍ରଶାସନ ତରଫରୁ ତାଙ୍କୁ ପୋଲିସ ସୁରକ୍ଷା ମିଳୁ । ତେବେ ଏହି ଝିଅ ଟି ଭିଡିଓ ରେ ନିଜ ବାପା ମାମୁ ସମସ୍ତ ଙ୍କ ବିଷୟରେ କହିଛନ୍ତି ଏବଂ ବର୍ତ୍ତମାନ ଏହି ଭିଡିଓ ଟି ଖୁବ ଭାଇରାଲ ହେଉଛି ମଧ୍ୟ । ତେବେ ବର୍ତ୍ତମାନ ପ୍ରଶାସନ ସୁରକ୍ଷା ଦେବେ କିମ୍ବା ନାହିଁ । ତେବେ ପ୍ରେମ କରିବା କଣ ଭୁଲ ।
ପିଲାମାନେ ଭଲ ପାଇ ଘରୁ ପଳେଇ ଆସୁଛନ୍ତି ତେବେ ଏହା ମଧ୍ୟ ଉଚିତ ନୁହେଁ ତେବେ ଏଥିରେ ପିଲା ମାନଙ୍କ ର ଯେତିକି ଭୁଲ ବାପା ମାଆ ଙ୍କର ସେତିକି ଭୁଲ । ତେଣୁ ପ୍ରେମ ଭୁଲ ନୁହେଁ କିନ୍ତୁ ଏହି ଲୋକମାନେ ପ୍ରେମ କୁ ଭୁଲ କରି ଦେଉଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।