ସମ୍ପର୍କରେ ଆସିଲା ଫାଟ, ସତରେ କ’ ଣ ଅଲଗା ହୋଇଯିବେ ବଲିଉଡ ଗାୟିକା Neha Karker ଓ Rohanpreet

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବଲିଉଡ ଗାୟିକା ନେହା ଓ ରୋହନପ୍ରୀତଙ୍କ ସମ୍ପର୍କରେ ପଡିଲା ଫାଟ ! ଅଲଗା ହେବେ କି ବହୁ ଫେମସ ଯୋଡି ନେହା କର୍କର ଓ ରୋହନପ୍ରୀତ । ବନ୍ଧୁଗଣ ନେହା କର୍କର ବଲିଉଡର ଜଣେ ବହୁତ ବଡ ଲୋକପ୍ରସିଦ୍ଧ ସିଙ୍ଗର ଅଟନ୍ତି । ୨୦୨୦ ଅକ୍ଟୋବରରେ ନେହା ଓ ରୋହନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ନେହା ଓ ରୋହନଙ୍କର ସମ୍ପର୍କ ବିଚ୍ଛେଦକୁ ନେଇ ପ୍ରଶଂଶକ ମାନେ ଚର୍ଚା କରିବାରେ ଲାଗି ପଡିଛନ୍ତି ।

ବଲିଉଡ ଗାୟିକା ନେହା କର୍କର ତାଙ୍କର ଯେତେବେଳେ ୩୫ ତମ ବାର୍ଥଡେ’ ପାର୍ଟି ସେଲିବ୍ରେସନ କରୁଥିଲେ । ନେହା କର୍କର ବହୁତ ଧୂମଧାମରେ ନିଜର ପରିବାର ବର୍ଗକୁ ନେଇ ଜନ୍ମଦିବସକୁ ପାଳନ କରୁଥିବାର ଫୋଟ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା । ତେବେ ନେହା ତାଙ୍କର ସାଙ୍ଗସାଥି ଓ ପରିବାରବର୍ଗଙ୍କ ସହ ମିଶି ଜନ୍ମ ଦିନ ପାଳିବା ସହ ପାର୍ଟିର ମଧ୍ୟ ଆୟୋଜନ କରିଥିଲେ । ହେଲେ ନେହା କର୍କରଙ୍କର  ବାର୍ଥପାର୍ଟିରେ ତାଙ୍କ ସ୍ଵାମୀ ରୋହନପ୍ରୀତ କୌଣସି ଫୋଟରେ ମଧ୍ୟ ନଜର ଆସିନଥିଲେ ।

ତେବେ ନେହାଙ୍କର ଏତେ ବଡ ଖୁସିରେ ତାଙ୍କ ସ୍ଵାମୀ ରୋହନପ୍ରୀତ ସାମିଲ ନହୋଇବା କଥାଟି ନେହାଙ୍କର ଫ୍ୟାନ ମାନଙ୍କୁ ଖଟ୍କା ଲାଗିଥିଲା । ତେବେ ସେବେ ଠାରୁ ସୋସିଆଲ ମିଡିଆରେ ନେହା ଓ ରୋହନପ୍ରୀତଙ୍କର ସମ୍ପର୍କରେ କିଛି କାରଣକୁ ନେଇ ଫାଟ ସୃଷ୍ଟି ହେଉଛି ବିୟଳି ଚର୍ଚା ହେବାରେ ଲାଗି ପଡିଛି । ଏହା ସହିତ ନେହା କର୍କରଙ୍କୁ ରୋହନପ୍ରୀତ ତାଙ୍କ ବାର୍ଥଡେ’ ରେ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇନଥିଲେ । ତେବେ ଏତେ କ୍ୟୁଟ କପୁଲ୍ ଙ୍କ ମଧ୍ୟରେ ବିଚ୍ଛେଦ ହେବାର କ’ ଣ ଯେ କାରଣ ରହିଛି ।

ତାହାକୁ ନେଇ ନେହା ଓ ରୋହନପ୍ରୀତଙ୍କ ପ୍ରଶଂଶକ ମାନେ ଚିନ୍ତାରେ ପଡି ଯାଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଏହି କଥାକୁ ଚର୍ଚାର ପରିସର କରାଯାଇ ସାରିଲାଣି । ତେବେ ବଲିଉଡର ଲୋକପ୍ରିୟ ଗାୟିକା ନେହା କର୍କର ଓ ତାଙ୍କ ସ୍ଵାମୀ ରୋହନ ପ୍ରୀତଙ୍କର ଦାଂପତ୍ଯ ଜୀବନକୁ ନେଇ ଯଦି କିଛି ଝଡ ଉଠିଥାଏ ?

ତେବେ ତାହା ଖୁବ ଶୀଘ୍ର ଠିକ ହୋଇଯାଉ ବୋଲି ପ୍ରଶଂଶକ ମାନେ ନିଜର କମେଣ୍ଟ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି । ଏହା ସହ ପୁଣି ଥରେ ୨ ଲଭ ବାର୍ଡ ଏକାଠି ଯୋଡି ହୋଇ ଘର ସଂସାର କରନ୍ତୁ ବୋଲି ମଧ୍ୟ ଆଶା ରଖୁଛନ୍ତି । ଏହିଭଳି ଅପଡେଟ ପାଇବା ପାଇଁ ଲାଇକ୍, କାମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *