ବାହାନଗା ରେଳ ଦୁର୍ଘଟଣା ଘଟିବ ବୋଲି ପାଞ୍ଜିକାରେ ଆଗରୁ ଲେଖାଥିଲା, ପାଞ୍ଜିକାରୁ ମିଳିଲା ଏହି ବଡ ତଥ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପାଞ୍ଜିକାରେ ଲେଖା ଥିଲା ଟ୍ରେନ ଦୁର୍ଘଟଣା କଥା ! ସୂଚନା ମୁତାବିକ ନିକଟ ଅତୀତରେ ବାଲେଶ୍ଵର ବାହାନଗା ଠାରେ ଏକ ବହୁତ ବଡ ଟ୍ରେନ ଟ୍ରାଜେଡି ଘଟି ଯାଇଛି । ହେଲେ ଟ୍ରେନ ଦୁର୍ଘଟଣା ପରେ ବର୍ତ୍ତମାନ ସମୟରେ ପଞ୍ଜିକାକୁ ନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି । ତେବେ ପାଞ୍ଜିକାରେ କୁଆଡେ ଏପରି ଏକ ବହୁତ ବଡ ରେଳ ଦୁର୍ଘଟଣା ଘଟିବ ବୋଲି ଆଗରୁ ଲେଖା ହୋଇ ରହିଥିଲା ।

ଯାହାକୁ ନେଇ ବଡ ବଡ ଜ୍ୟୋତିଷ ନିଜର ମତ ଦେଇଛନ୍ତି । ତେବେ ଏଠାରେ ଏକ ବଡ ପ୍ରଶ୍ନ ଉଠୁଛି ଯେ ? ବିଜ୍ଞାନ ସତ ନା ଜ୍ଯୋତିଷ କଥା ସତ । ହଟାତ ତଥା ଅଚାନକ ଭାବରେ ମାତ୍ର କିଛି ମୂହୁର୍ତ୍ତ ସମୟର ଅନ୍ତାରଳରେ କେହି କିଛି ବୁଝିବା ପୂର୍ବରୁ ଏତେ ବଡ ରେଳ ଦୁର୍ଘଟଣା ବାହାନଗା ଠାରେ ଘଟିଗଲା । ଘଟଣା ପରର ଲୋମଟାଙ୍କୁରା ଦୃଶ୍ୟକୁ ହୁଏତ କେହି ଏତେ ସହଜରେ ନିଜ ମନରୁ ପୋଛି ପାରିବେ ନାହିଁ । ତେବେ ସିଗନାଲ ତ୍ରୁଟି କାରଣରୁ ଏପରି ଏକ ବଡ ଦୁର୍ଘଟଣା ଘଟିଗଲା ବୋଲି ସୂଚନା ମିଳିଥିଲା ।

ହେଲେ ପଞ୍ଜିକାର କିନ୍ତୁ ସ୍ପଷ୍ଠ ଭାବରେ ବହୁତ ବଡ ରେଳ ଦୁର୍ଘଟଣା ଘଟିବ ବୋଲି ଆଗରୁ ନିଶ୍ଚିତ କରିଦେଇଥିଲା । ବାହାନଗା ରେଳ ଦୁର୍ଘଟଣା ଘଟିବା କଥା କିନ୍ତୁ ପଞ୍ଜିକାରେ ଲେଖା ଅଛି । ବୋଲି ବର୍ତ୍ତମାନ ଜ୍ଯୋତିଷ ମାନେ ଦାବୀ କରୁଛନ୍ତି । ପଞ୍ଜିକାର ଲେଖା ଅନୁଯାଇ ଉପକୂଳ ଅଞ୍ଚଳ ଜାତୀୟ ରାଜପଥରେ ଡିନକୁ ଦିନ ଯାନବାହାନ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିବ । ସତକୁ ସତ ମଧ୍ୟ ବାହାନଗା ଠାରେ ଭାରତର ବହୁତ ବଡ ଏକ ରେଳ ଦୁର୍ଘଟଣା ମଧ୍ୟ ନିକଟରେ ଘଟି ଯାଇଛି ।

ତେବେ ପାଞ୍ଜିକାର ଲେଖାରେ କେତେ ଯେ ସତ୍ୟତା ରହିଛି । ତାହା ଯଦିଓ ସ୍ପଷ୍ଠ ଭାବରେ ବର୍ତ୍ତମାନ କହି ହେଉନାହିଁ । ହେଲେ କିଛି ଧାର୍ମିକ ମନୋଭାବ ଲୋକମାନେ ଏହି ପଞ୍ଜିକା ଲେଖାକୁ ବିଶ୍ବାସ କରୁଛନ୍ତି । ଅନ୍ୟ ପକ୍ଷରେ ଅନେକ ଲୋକ ଏହାକୁ ଅନ୍ଧ ବିଶ୍ବାସ କହି ତଥ୍ୟ ଉପରୁ ମୁହଁ ଫେରାଇ ଆନୁଛନ୍ତି । ତେବେ ଏହି ପଞ୍ଜିକାର ଲେଖାକୁ ଆପଣଙ୍କର କ’ ଣ ବିଚାର ରହୁଛି, ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ନିହାତି ଭାବରେ ଜଣାନ୍ତୁ । ତେବେ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *