ଇଂଲଣ୍ଡର ପ୍ରସିଦ୍ଧ ଭବିଷ୍ୟବକ୍ତା ପ୍ରଫେସର କିରୋ (Professor Cheiro) ଙ୍କ ଭବିଷ୍ୟବାଣୀ, ଭାରତକୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଭାରତ କୁ ସ୍ୱାଧୀନ କରେଇବା ପାଇଁ କେତେ କଣ ଘଟଣା ମାନ ଘଟି ଯାଇଛି। ବ୍ରିଟେନ ଏମିତି ହିଁ ଭାରତ କୁ ସ୍ୱାଧୀନ କରେଇବା ପାଇଁ ଛାଡି ନଥିଲା। ତେବେ ଯେତେବେଳେ ଇଂରେଜ ମାନେ ଜାଣିଗଲେ କି ବର୍ତ୍ତମାନ ଆଉ ଭାରତ କୁ ଶାସନ କରିବା ସମ୍ଭବ ନୁହେଁ ଠିକ ସେତେବେଳେ ସେମାନେ ବାଧ୍ୟ ହୋଇ ଭାରତ କୁ ସ୍ୱାଧୀନ କରାଇ ଥିଲେ ।  ତେବେ କିନ୍ତୁ ସେମାନଙ୍କ ମନରେ ଏହା ଥିଲା ଫୁଣି ଥରେ ଦିନେ ନା ଦିନେ ସେ ଭାରତ କୁ ପୁନଃ ନିଜ କବଜା ରେ ରଖିବେ।

ତେବେ ଆଜି ଆମେ ଆପଣ ଙ୍କୁ ଭାରତ କୁ ନେଇ ଭବିଷ୍ୟ ବାଣୀ କରେଇଥିବା ବ୍ରିଟିଶର ପ୍ରଫେସର କିରୋ ଙ୍କ ବିଷୟରେ ଆଲୋଚନା କରିବା ।  ତେବେ ଯେତେବେଳେ ମହାରାଣୀ ଏଲିଜାବେଥ କିରୋ ଙ୍କୁ ପଚାରି ଥିଲେ କି ଆପଣ ଏକ ଏଭଳି ଦିନ କୁହନ୍ତୁ ଯେଉଁ ଦିନ ଆମେ ଭାରତ କୁ ଆମ ଦାସ ବନେଇ ଦେଇ ପାରିବା । ତେବେ ଏହାର ଉତ୍ତର ରେ ପ୍ରଫେସ କିରୋ କଣ କହିଥିଲେ ତାହା ଜାଣି ନେବା ।  ତେବେ ଇଂଲଣ୍ଡ ର ପ୍ରସିଦ୍ଧ ଭାବିଷ୍ୟବକ୍ତା ପ୍ରଫେସର କିରୋ ତେବେ ତାଙ୍କୁ ସମସ୍ତେ ଜାଣନ୍ତି ।

ତେବେ ତାକୁ ବ୍ରିଟେନ ର ମହାରାଣୀ ଏଲିଜା ବେଥ ପଚାରିଥିଲେ କି ଆପଣ ଏକ ଏଭଳି ଦିନ କୁହନ୍ତୁ ଯେଉଁ ଦିନ ଆମେ ଭାରତ କୁ ସ୍ୱାଧୀନ କରୁଥିବା କିନ୍ତୁ ସେଦିନ ତାଙ୍କ ପାଇଁ ଅଶୁଭ ହେବ ଏବଂ କେଉଁ ଦିନ ପୁନଃ ଆମେ ଭାରତ କୁ ନିଜ ଦାସ ବନେଇ ପାରିବା । ତେବେ କିରୋ ତାଙ୍କୁ ରାତ୍ରି ସମୟ କହିଥିଲେ ଏହା ସହ ସେ କହିଥିଲେ କି ଭାରତ କୁ କୌଣସି ଶକ୍ତି ଅଟକାଇ ପାରିବ ନାହିଁ ।  ବିଶୁଦ୍ଧ ଧର୍ମାଲମ୍ବୀ ନୀତି ର ଜଣେ ଶକ୍ତିଶାଳୀ ବ୍ୟକ୍ତି ହିଁ ସମ୍ପୂର୍ଣ୍ଣ ଦେଶ କୁ ଜାଗ୍ରତ କରାଇ ଦେବେ ।

ତେବେ ତାଙ୍କର ଆଧ୍ୟାତ୍ମିକ ଶକ୍ତି ସମଗ୍ର ଭୌତିକ ଶକ୍ତି ଠାରୁ ଶକ୍ତିଶାଳୀ ରହିବ। ଯାହାର ପ୍ରଭାବ ସମଗ୍ର ସଂସାର ଉପରେ ପଡିବ ।  ଭାରତ ର ଭବିଷ୍ୟତ ଦିନକୁ ଦିନ ଉଜ୍ଜ୍ୱଳ ହେବ ।  ତେବେ ଏହାର କିଛି ଦିନ ପରେ କିରୋ ନିଜର ଅଧ୍ୟୟନ ରୁ ଜାଣି ପାରିଲେ କି ଭାରତର ଭବିଷ୍ୟତ ବହୁତ ଅଧିକ ଉଜ୍ଜ୍ୱଳ ।  ତେବେ ସେ ମହାରାଣୀ ଙ୍କ ପାଖକୁ ଯାଇ କହିଲେ କି ଭାରତ ସ୍ଵାଧୀନ ହେବାର ୭୦ ବର୍ଷ ମଧ୍ୟରେ ଯଦି କୌଣସି ମହା ପୁରୁଷ ତାହାର ଶାସନ ଭାର ଗ୍ରହଣ କରେ ତେବେ ଭାରତ କୁ ଆଉ କେହି କେବେବି ନିଜର ଦାସ ବନେଇ ପାରିବେ ନାହିଁ ।

କିନ୍ତୁ ଯଦି ଏଭଳି କିଛି ନ ହୁଏ କିମ୍ବା ଭାରତ କାହାର ଦାସ ହୋଇ ଯାଉଛି ।  ତେବେ ସେ ଆଉ କେବେବି ସ୍ଵାଧୀନ ହୋଇ ପାରିବ ନାହିଁ । ତେବେ କିରୋ ୧୯୨୫ ରେ ଲେଖିଥିବା ପୁସ୍ତକ ରେ ଏହି ଭବିଷ୍ୟ ବାଣୀ କରାଯାଇଛି ।  ତେବେ ୧୯୫୦ ମସିହାରେ ଭାରତରେ ଏକ ନୂଆ ସଭ୍ୟତା ଆରମ୍ଭ ହେବ ବୋଲି ସେହି ପୁସ୍ତକ ରେ ଲେଖା ଯାଇଛି ।

ଭାରତ ଠାରୁ ସମଗ୍ର ଦୁନିଆ ଜ୍ଞାନ ଆହରଣ କରିବ। ତେବେ କିରୋ ନିଜ ପୁସ୍ତକ ରେ ଲେଖିଛନ୍ତି କି ଭାରତ ର ସୂର୍ଯ୍ୟ ବଳବାନ ଅଛି ଏବଂ ଏହା କୁମ୍ଭ ରାଶିରେ ଅବସ୍ଥିତ। ତେଣୁ ଭାରତର ପ୍ରଗତି କୁ କେହି ରୋକି ପାରିବେ ନାହିଁ ।  ଏଠାରେ ଜଣେ ଏଭଳି ମହା ପୁରୁଷଙ୍କ ଜନ୍ମହେବ ଯାହାଙ୍କ ଆଧ୍ୟାତ୍ମିକ କ୍ଷମତା ସମଗ୍ର ବିଶ୍ୱ ର ଭୌତିକ କ୍ଷମତା ରୁ ଅନେକ ଗୁଣ ଅଧିକ ରହିବ ।

ତେବେ ଏଠାରେ ଗୁରୁ ଶିଷ୍ୟ ସମ୍ପର୍କ ଆରମ୍ଭ ହେବ ଏବଂ ସବୁ ଜାତି ଧର୍ମ ଏକାଠି ହୋଇ ରହିବେ । ତେବେ ବର୍ତ୍ତମାନ ଇଂଲଣ୍ଡ ର ମୁଣ୍ଡରେ ଗୋଟିଏ ଚିନ୍ତା କି ସେହି ମହାପୁରୁଷ କିଏ? ତେବେ ଆପଣ ଙ୍କୁ ସେହି ମହାପୁରୁଷ କିଏ ବୋଲି ଲାଗୁଛି ।  ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।

Leave a Reply

Your email address will not be published. Required fields are marked *