Pragyan ଙ୍କ ସହ ଜବରଦସ୍ତ କମେଡି କଲେ Viral Boy Santanu & Viral Girl Ritika, ଭିଡିଓ ଦେଖିଲେ ହସି ହସି ଗଡିଯିବେ…

ନମସ୍କାର ବନ୍ଧୁଗଣ ତେବେ ଓଡ଼ିଶାର ଏକ ସଙ୍ଗୀତ ରିୟାଲିଟି ଶୋ ଯାହାକି ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଛି । ସେଥିରେ କୁନି କୁନି ପ୍ରତିଯୋଗୀ ମାନଙ୍କ ଗୀତ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏତେ ସୁନ୍ଦର ଭାବରେ ସେମାନେ ଗୀତ ପରିବେଷଣ କରୁଛନ୍ତି ଯାହା ଶୁଣିଲେ ଆପଣ ବି ନାଚି ଉଠିବେ । ତେବେ ସେହି ଶୋ ରେ ଜଣେ କୁନି ପିଲାର ଗୀତ ବର୍ତ୍ତମାନ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁ ଗୀତ କୁ ଶୁଣିଲେ ଆପଣ ବି ନାଚି ଉଠିବେ ।


ତାଙ୍କ ଗୀତରେ ଜଜ୍ ମାନେ ସୁନ୍ଦର ପ୍ରତିକ୍ରିୟା ମଧ୍ୟ ଦେଉଥିବାର ଦେଖା ଯାଇଛି । ତେବେ ଭାଇରାଲ ବୟ ସାନ୍ତନୁ କୁହା ଯାଉଥିବା ସାନ୍ତନୁଙ୍କ ପୁରା ନାମ ହେଉଛି ସାନ୍ତନୁ କୁମାର ମହାନ୍ତି ଓ ତାଙ୍କୁ ମାତ୍ର ୮ ବର୍ଷ ବୟସ । ଛୋଟ ବେଳୁ ଗୀତ ଗାଈ ଓଡିଶାର କୋଟି କୋଟି ଦର୍ଶକକ ମନରେ ଘର କରି ସାରିଲେଣି ସାନ୍ତନୁ । ତାଙ୍କର ଗୀତ ଓ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ।

ତେବେ ସମସ୍ତେ ଶାନ୍ତନୁ ଙ୍କ ପରିବେଷଣ ଏପରି କୌତୁହଳ ପୂର୍ଣ୍ଣ ଥିଲା ଯେ ଦେଖଣାହାରି ମଧ୍ୟ ନାଚି ଉଠିଛନ୍ତି । ତେବେ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରଲ ହେବାରେ ଲାଗିଛି । ତେବେ ସୋସିଆଲ ମିଡିଆରେ ଶାନ୍ତନୁ ଭାଇରାଲ୍ ହେବା ପରେ ନିକଟରେ ସାନ୍ତନୁ “ଓଡ଼ିଶାର” ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲ ରେ “ଟୋକା ନାଚିବ” ଗୀତ ଗାଇଛନ୍ତି,ଯାହା ଦର୍ଶକ ମାନଙ୍କୁ ବହୁତ୍ ଭଲ ଲାଗୁଚି ।

ଏହା ସହ ଶାନ୍ତନୁ ଏନେକ ଚ୍ୟାନେଲ ରେ ଗୀତ ଗାଇ ସାରିଲେଣି,ଯାହା ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ଭାଇରାଲ୍ ହେବାରେ ଲାଗିଛି । ତେବେ ବର୍ତ୍ତମାନ ଶାନ୍ତନୁ ପ୍ରଜ୍ଞା ଙ୍କ ସହିତ ହୋଲି ମିୟୁଜିକ ରେ ଏକାଠି ଗୀତ ଗାଇବା ସହିତ ଖୁବ ମଜା ମସ୍ତି ମଧ୍ୟ କରିଥିଲେ । ତେବେ ସେଠାରେ ଭାଇରାଲ ଗାର୍ଲ ରୀତିକା ମଧ୍ୟ ଥିଲେ ।


ରୀତିକା ଓ ଶାନ୍ତନୁ ଖୁବ ଡାନ୍ସ କରିଥିଲେ ଏବଂ ଗୀତ ଗାଇଥିଲେ ଏହା ସହ ଶାନ୍ତନୁ ରୀତିକା ଙ୍କୁ ମିଛେଇ ବୋଲି ମଧ୍ୟ କହି ଚିଡାଇଥିଲେ । ତେବେ ପ୍ରଜ୍ଞା ସେଠାରେ ଓ ବେବି ଗୀତ ଗାଇଥିଲେ । ତେବେ ଏହି ଭିଡିଓ ସବୁ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ଙ୍କୁ ଶାନ୍ତନୁ କିପରି ଲାଗନ୍ତି ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *