Prakruti Mishra ଭଳି ଝିଅ ନିଜ ସ୍ଵାର୍ଥ ପାଇଁ ସେ କାହାର ବି ଘର ଭାଙ୍ଗିପାରେ, ଏପରି ରୋକଠୋକ ମତ ରଖିଲେ Odia Actress Mousumi

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ  ପ୍ରକୃତି ମିଶ୍ର ଐସ୍ଵରାଙ୍କ ଠାରୁ ତ ବହୁ କିଛି ଅଧିକ ସୁନ୍ଦର ନୁହନ୍ତି । ଯେ ତାଙ୍କ ପାଇଁ ଟୁଟୁ ନାୟକ ନିଜର ନାମ ବନଦାମ କରିବା ପାଇଁ ତାଙ୍କ ଉପରେ ଆଖି ପକେଇବେ । ତେବେ ଏପରି କିଛି ମନ୍ତବ୍ୟ ଓଡିଆ ଅଭିନେତ୍ରୀ ମୌସୁମୀ ଗଣ ମାଧ୍ୟମ ସାମ୍ନାରେ ପ୍ରକୃତି ମିଶ୍ରଙ୍କୁ ଆକ୍ଷେପ କରି କହିଛନ୍ତି । ତେବେ ଅଭିନେତ୍ରୀ ମୌସୁମୀଙ୍କ କହିବା ଅନୁଯାଇ ପ୍ରକୃତି ମିଶ୍ରଙ୍କର ଯଦି କିଛି କାମ ନାହିଁ । ତେବେ ସେ ଅନ୍ୟ କିଛି ରୋଜଗାର ପନ୍ଥା ଆପଣେଇ କାମ କରନ୍ତୁ ।

ହେଲେ ତୁଛାଟାରେ ଓଡିଆ ସିନେମା ଜଗତକୁ ବଦନାମ ଜମାରୁ ମଧ୍ୟ କରନ୍ତୁନି । ନଚେତ ଏପରି ଝିଅଙ୍କୁ ପୁରା ଓଡିଶା ଇଣ୍ଡଷ୍ଟ୍ରିରୁ ବୟାନ କରିଦେବା ଟା ହିଁ ବହୁତ ଭଲ ହେବ । କାରଣ ପ୍ରକୃତି ମିଶ୍ର ଗୋଟିଏ ପରେ ଗୋଟିଏ କଥାକୁ ନେଇ ଓଡିଆ ଇଣ୍ଡଷ୍ଟ୍ରିକୁ ବଦନାମ କରିବାରେ ଲାଗି ପଡିଛନ୍ତି । ଅଭିନେତ୍ରୀ ମୌସୁମୀଙ୍କ କହିବା ଅନୁଯାଇ ପ୍ରକୃତି ମିଶ୍ରଙ୍କୁ ମୁଁ ଯେତିକି ଜାଣିଛି । ସେହିଭଳି ଝିଅ ନିଜର ମତଲବ ପାଇଁ କିଛି କରିବାକୁ ପଛ ଘୁଞ୍ଚା ଦେବ ନାହିଁ ।

କାରଣ ବ୍ୟକ୍ତିଗତ ସ୍ତରରେ ମଧ୍ୟ ପ୍ରକୃତି ମୋ ସାଙ୍ଗ ଠାରୁ ମୋତେ ଅଲଗା କରିଦେଇଥିଲା । ତନୁ ସେଭଳି ମତଲବୀ ଝିଅକୁ ମୁଁ ବହୁତ ଭଲ ଭାବରେ ଚିହ୍ନିଛି । ନିଜର ସ୍ଵାର୍ଥ ପାଇଁ ଘର ଭାଙ୍ଗିବାକୁ ବି ପ୍ରକୃତି ପଛେଇବ ନାହିଁ । ଟୁଟୁ ନାୟକ ଜଣେ ବହୁତ ଭଲ ଲୋକ ଅଟନ୍ତି । ସାରା ଓଡିଶାବାସୀ ଟୁଟୁ ନାୟକଙ୍କୁ ଜାଣିଛନ୍ତି ।ତାଙ୍କ ନାମରେ ଯଦି କେହି କିଛି ଅବାନ୍ତର ଅଭିଯୋଗ ନେଇକି ଆସିବ । କେହିବି ଅତି ସହଜରେ ତାକୁ ଗ୍ରହଣ କରିବେ ନାହିଁ । ଟୁଟୁ ନାୟକଙ୍କ ପଛରେ ଆମେ ସମସ୍ତେ ଅଛୁ ।

ସବୁବେଳେ ଯଦି ଓଡିଆ ଇଣ୍ଡଷ୍ଟ୍ରିରେ କାଷ୍ଟିଙ୍ଗ କଉଚ ଭଳି ବିବାଦ ଉଠିବ । ତେବେ ଓଡିଆ ଇଣ୍ଡଷ୍ଟ୍ରି ତ ବଦନାମ ହେବ । ତା ‘ ସହିତ ବିଶେଷ କରି ଝିଅ କଳାକାର ମାନେ ଚାହିଁଲେ ବି ଏହି ଲାଇନରେ କ୍ଯାରିଅର କରିବାକୁ ତାଙ୍କ ମନରେ ବହୁତ କିଛି ପ୍ରଶ୍ନ ଆସିଯିବ । ତେଣୁ ପ୍ରକୃତି ମିଶ୍ରଙ୍କୁ ଇଣ୍ଡଷ୍ଟ୍ରିରୁ ବୟାନ କରିବା ହିଁ ସବୁଠାରୁ ଭଲ ହେବ । ଏହିଭଳି ଲାଟେଷ୍ଟ ଖବର ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *