ଯେଉଁ ଝିଅ ପାଖରେ ଟାଲେଣ୍ଟ ନଥିବ, ହୁଏତ ସେହି ଝିଅ ମାନେ ରାତାରାତି କାମ ପାଇବା ପାଇଁ କିଛି କରିପାରନ୍ତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯେଉଁ ଝିଅ ପାଖରେ ଟାଲେଣ୍ଟ ନଥାଏ, ସେହି ଝିଅ ମାନେ ଫିଲ୍ମରେ ଚାନ୍ସ ପାଇବାକୁ ହୁଏତ କିଛି ବି କରି ପାରନ୍ତି । ତେବେ ଜଣେ ଓଡିଆ କଳାକାର ନିଜର ମନ୍ତବ୍ୟ ଗଣ ମାଧ୍ୟମ ସାମ୍ନାରେ ରଖିଛନ୍ତି । ତେବେ ଭାଇଙ୍କ କହିବା ଅନୁଯାଇ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁଶାନ ମହାନ୍ତିଙ୍କର ବିବାଦ ସମୟରେ ପ୍ରଯୋଜକ ଟୁଟୁ ନାୟକ ଯେଉଁ ମନ୍ତବ୍ୟ ପ୍ରକୃତି ମିଶ୍ରଙ୍କ ଉପରେ ରଖିଥିଲେ ।

ହୁଏତ ସେଥିପାଇଁ କିଛି ରାଗ ରଖି ପ୍ରକୃତି ମିଶ୍ର ଟୁଟୁ ନାୟକଙ୍କ ଉପରେ ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ଯଦିଓ ଏହି କଥାରେ ଏତେ ମାତ୍ରାରେ ସ୍ପଷ୍ଟତା ନାହିଁ । ହେଲେ ଏହି କାରଣ ପାଇଁ ପ୍ରକୃତି ମିଶ୍ର ଓ ଟୁଟୁ ନାୟକଙ୍କ ମଧ୍ୟରେ ବିବାଦ ହୋଇଛି ବୋକି ସାଧାରଣରେ ବର୍ତ୍ତମାନ ଚର୍ଚା ହେବାରେ ଲାଗି ପଡିଛି । ତେବେ ତାଙ୍କ କହିବା ଅନୁଯାଇ କାଷ୍ଟିଙ୍ଗ କାଉଚ କେବଳ ଓଡିଆ ସିନେମା ଜଗତରେ ହେଉ ନାହିଁ ।

ବଂର ବଲିଉଡ, ଟଲିଉଡ ଓ ସାଉଥ ଇଣ୍ଡଷ୍ଟ୍ରି ବହୁ ଗୁଡିଏ କ୍ଷେତ୍ରରେ କାଷ୍ଟିଙ୍ଗ କାଉଚ ବିବାଦ ବହୁ ସମୟରେ ସାମ୍ନାକୁ ଆସିଛି ।  ତେବେ ବିଶେଷ କରି ସିନେମା ଇଣ୍ଡଷ୍ଟ୍ରି ମାନଙ୍କରେ ଯେଉଁ ଝିଅ ମାନଙ୍କ ପାଖରେ ଟାଲେଣ୍ଟ ରହିଛି । ସେମାନେ ଇଣ୍ଡଷ୍ଟ୍ରିକୁ ଆସିବେ ଆଉ ଫିଲ୍ମ କରିବେ । ଏଥିରେ କାଷ୍ଟିଙ୍ଗ କାଉଚର ପ୍ରଶ୍ନ ଉତୁଛି କେଉଁଠୁ ? ଯଦିଓ କୌଣସି ଝିଅଙ୍କର ପାଖରେ ଟାଲେଣ୍ଟ ନଥାଏ । ହୁଏତ ସେହି କ୍ଷେତ୍ରରେ ସେ ନିଜ ଆଡୁ କାମ ପାଇବା ପାଇଁ କିଛି ମଧ୍ୟ କରିବାକୁ ନିଷ୍ପତ୍ତି ନେଇଯାଇଥାନ୍ତି ।

ହୁଏତ ହିରୋଇନ ହେବା ପାଇଁ ସେମାନେ କିଛି ବି କରିଦେଇ ପାରନ୍ତି । ହୁଏତ ସେହି କ୍ଷେତ୍ରରେ କିଛି କିଛି କ୍ଷେତ୍ରରେ କାଷ୍ଟିଙ୍ଗ କାଉଚ ହେଉଥାଇ ପାରେ ।  ହେଲେ ଆମ ଓଡିଆ ସିନେମା ଇଣ୍ଡଷ୍ଟ୍ରି ଯଦି କଥା ଏଠାରେ କହିବାକୁ ଯିବା । ତେବେ ଏଠାରେ ତ ଆଉ ଆଗ ଭଳି ସେମିତି ଫିଲ୍ମ ମଧ୍ୟ ଆସୁ ନାହିଁ । ଏଠି ହିରୋଇନ ମାନେ କାଷ୍ଟିଙ୍ଗ ହେବାର ସମ୍ଭାବନା ନାହିଁ ।

ଏତେ ଭଲ ଓଡିଆ ଇଣ୍ଡଷ୍ଟ୍ରି ହେଲେ, ଅଳ୍ପ କିଛି କଳାକାର କଳାକାର ମଧ୍ୟରେ କିଛି ନା କିଛି କାରଣକୁ ନେଇ କାଷ୍ଟିଙ୍ଗ କାଉଚର ନାମ ଦେଇ ଇଣ୍ଡଷ୍ଟ୍ରିକୁ କିଛି ଲୋକ ବର୍ବାଦ କରିବା ପାଇଁ ଚାହୁଁଛନ୍ତି । ତେବେ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *