ପୋଲିସ ହାତରେ..4 ଜଣ ଭିକାରୀଙ୍କ ଗୋଡ ଭଲହୋଇଗଲା.. ଲୋକେ ଦେଖି ଆଶ୍ଚର୍ଯ୍ୟ!

ଅଭିନୟ କରି ଭିକ ମାଗୁଥିଲେ ଏବେ ଧରା ପଡିଗଲେ ! ରାସ୍ତାଘାଟ ବଜାର ବୁଲି ବୁଲି ଭିନ୍ନକ୍ଷମର ଅଭିନୟ କରି ଏହି 4 ଜଣ ପିଲା ଭିକ ମାଗୁଥିଲେ । ହେଲେ ତାଙ୍କର ସବୁ ଅଭିନୟ ପୋଲିସ ଆଗରେ ଧରା ପଡିଯାଇଛି । ତେବେ ସେହି 4 ଜଣ ପୁଅଙ୍କର ହାତ ଗୋଡ ଭଲ ଥାଇ ମଧ୍ୟ ସେ ଭିନ୍ନକ୍ଷମଙ୍କ ପରି ଅଭିନୟ କରି ଚଲାବୁଲା କରି ଭିକ୍ଷା ବୃତ୍ତି କରୁଥିଲେ । ଯିଏ ବି ଏମାନଙ୍କୁ ଦେଖିବ ସେ ଦୁଃଖ ପ୍ରକାଶ କରୁଥିଲେ । ଆଉ ସାହାଜ୍ଯ କରିବାକୁ ଯାଇ କିଛି କିଛି ଟଙ୍କା ମଧ୍ୟ ଏମାନଙ୍କୁ ଦେଇ ଦେଉଥିଲେ ।

ଗୋଡ ଭାଙ୍ଗିବାର ମିଛ ଅଭିନୟ ଓ ତା’ ସ ଦୁଃଖ ଭରା କାହାଣୀ ଶୁଣାଇ ଲୋକଙ୍କୁ ଏମାନେ ଭୁଆଁ ଭୁଲାଇ ତାଙ୍କ ଠାରୁ ପଇସା ଆଣୁଥିଲେ । ହେଲେ ପୋଲିସ ମାନେ ସେହିଭଳି 4 ଜଣ ପୁଅ ପିଲାଙ୍କୁ ଧରି ପକାଇଛନ୍ତି । ଯେଉଁ ମାନେ କି ସାଂଘାତିକ ଭିନ୍ନକ୍ଷମର ଅଭିନୟ କରି ରାସ୍ତା ଘାଟ ବଜାର ବୁଲି ବୁଲି ଭିକ୍ଷା ବୃତ୍ତି କରୁଥିଲେ । ତେବେ ସେହି ଭିକାରୀ ଗୁଡିକ ପ୍ରକୃତରେ ଜଣେ ଜଣେ ଭିକାରୀ ନୁହନ୍ତି । ବଂର ନକଲି ଭିନ୍ନକ୍ଷମ ଭିକାରୀ ।

ଯେଉଁ ମାନଙ୍କୁ ପୋଲିସ ଗିରଫ କରିଛି । ତେବେ ସେମାନଙ୍କର ଏଭଳି ଭିନ୍ନକ୍ଷମ ବେଶ ଧରି ଭିକ୍ଷା ବୃତ୍ତି କରିବା କାମଟି ମହଙ୍ଗା ପଡିଯାଇଛି । ବ୍ରହ୍ମପୁରରେ ଏଭଳି ଭିନ୍ନକ୍ଷମର ଅଭିନୟ କରି ଭିକ୍ଷା ବୃତ୍ତି କରୁଥିଲେ । ତେବେ ଏହି ନକଲି ଭିକାରୀ 4 ଜଣ ହେଉଛନ୍ତି ଉତ୍ତରପ୍ରଦେଶର । ଯେଉଁ ମାନେ କି ବ୍ରହ୍ମପୁରକୁ ଆସି ଲୋକଙ୍କୁ ଭୁଆଁ ବୁଲାଇ ତାଙ୍କ ଆଗରେ ମିଛ ଭିନ୍ନକ୍ଷମର ଅଭିନୟ କରି ଭିକ ମାଗୁଥିଲେ ।

ଯେଉଁ ମାନଙ୍କୁ ପୋଲିସ ଧରି ତାଙ୍କୁ ଗିରଫ କରିଛି । ବ୍ରହ୍ମପୁରର ଟାଟା ବେଞ୍ଚରୁ ଏମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କର ନାମ ହେଉଛି ଅଜୟ, ଅନୀଳ, ନିରୋ ଓ ଯଶବନ୍ତ । ରାଜା ପରି ଚଲାବୁଲା କରିପାରୁଥିବା ପୁଅ ଗୁଡିକ ଲୋକଙ୍କ ଆଗରେ ଭିନ୍ନକ୍ଷମର ଅଭିନୟ ବେଶ ସୁନ୍ଦର ଭାବରେ କରି ଲୋକଙ୍କ ଠାରୁ ଭିକ ମାଗି ନେଉଥିଲେ । ହେଲେ ଏମାନଙ୍କର ପ୍ରକୃତ ସତ ପୋଲିସ ସମସ୍ତଙ୍କ ସାମ୍ନାକୁ ନେଇଆସିଥିଲା । ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *